Browsing Tag

news of india

କରୋନାକୁ ହଟାଇବା ଅସମ୍ଭବ, ଏପରିକି ବଢ଼ୁଥିବା ମାମଲାଗୁଡ଼ିକର ମଧ୍ୟ ଅର୍ଥ କିଛି ନାହିଁ : କୋଭିଡ ପ୍ୟାନେଲ ମୁଖ୍ୟଙ୍କ…

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁର ବିସ୍ଫୋରଣ ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ସମଗ୍ର ଦେଶରେ ୧ ଲକ୍ଷ ୧୭ ହଜାର ୧୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାର ପଜିଟିଭ୍‌ ହାର ମଧ୍ୟ ୭.୭୪ ପ୍ରତିଶତକୁ ବୃଦ୍ଧି ପାଇଛି । ଅନେକ ମାମଲା ସତେ୍‌ତ୍ୱ
Read More...

‘ପଞ୍ଜାବକୁ ବଦନାମ କରି ଅନ୍ୟ ରାଜ୍ୟରେ ଲାଭ ଉଠାଇବାକୁ ଚାହୁଁଛନ୍ତି’ ବୋଲି ପ୍ରଧାନମନ୍ତ୍ରୀ ସୁରକ୍ଷା ମାମଲାରେ…

ନୂଆଦିଲ୍ଲୀ : ପଞ୍ଜାବର ଫିରୋଜପୁରରେ ଏକ ରାଲି କରିବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଅଭାବ ପ୍ରସଙ୍ଗ ସାରା ଭାରତରେ ଆଲୋଚନାର ବିଷୟ ପାଲଟିଛି । କଂଗ୍ରେସର ପଞ୍ଜାବ ୟୁନିଟ୍‌ ସଭାପତି ନବଜୋତ ସିଂ ସିଦ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ
Read More...

ଡ୍ରୋନ୍‌ କିମ୍ବା ଟେଲିସ୍କୋପିକ୍‌ ଗନ୍‌ ଦ୍ୱାରା ପିଏମ୍‌ ମୋଦୀଙ୍କୁ ହତ୍ୟା କରାଯିବାକୁ ହୋଇଥିଲା ଷଡଯନ୍ତ୍ର : କେନ୍ଦ୍ର…

ନୂଆଦିଲ୍ଲୀ : ବୁଧବାର ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଭାବକୁ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଶୁକ୍ରବାର ଦିନ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରାଯିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ବୋଲି କେନ୍ଦ୍ର ମନ୍ତ୍ରୀ ଗିରିରାଜ
Read More...

ଅସଂଯୋଗୀକୁ ସଂଯୋଗୀ କରଣ : ଓଡ଼ିଶାରେ ୩୯୩୩ ଗ୍ରାମରେ ମୋବାଇଲ ଟାୱାର ଓ ୨୭୨ଟି ପୋଷ୍ଟ ଅଫିସ ସ୍ଥାପନ

ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶାର ଅସଂଯୋଗୀ ଗ୍ରାମ ଗୁଡ଼ିକରେ ମୋବାଇଲ ଓ ଇଣ୍ଟରନେଟର ସେବାକୁ ମଜବୁତ କରିବା ସକାଶେ ଭାରତ ସରକାରଙ୍କ ଯୋଗାଯୋଗ, ରେଳବାଇ, ଇଲେକଟ୍ରନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଓଡ଼ିଶାର ୧୦ଟି ଆକାଂକ୍ଷୀ ଜିଲ୍ଲାରେ ୩୯୩୩ ଗ୍ରାମରେ ୪ଜି ସଂଯୋଗୀ କରଣ ପାଇଁ
Read More...

ଆନ୍ତରାଜ୍ୟ ଟ୍ରାନ୍ସମିଶନ ପ୍ରଣାଳୀ ସବୁଜ-ଇନ୍ଧନ କରିଡ଼ର : ଦ୍ୱିତୀୟ ପର୍ୟ୍ୟାୟକୁ କ୍ୟାବିନେଟ ମଞ୍ଜୁରି

ମୋଟ ଆନୁମାନିକ ୧୨,୦୩୧ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯିବ ଏହି କରିଡ଼ର୨୦୩୦ ସୁଦ୍ଧା ୪୫୦ ଗିରାୱାଟ୍‌ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ଦିଗରେ ଏହି ଯୋଜନା ସହାୟକ ହେବ ନୂଆଦିଲ୍ଲୀ (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଅଭାବରୁ ଫିରୋଜପୁର ରାଲି ବାତିଲ

ଫିରୋଜପୁର : ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିକୁ ବାତିଲ କରାଯାଇଛି । ସୂଚନା ଅନୁଯାୟୀ, ଫିରୋଜପୁରରେ ପ୍ରବଳ ବର୍ଷା ହେଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲିକୁ ବର୍ତ୍ତମାନ ପର୍ୟ୍ୟନ୍ତ ବାତିଲ କରାଯାଇଛି । ଆଜି ସକାଳେ ପ୍ରଧାନମନ୍ତ୍ରୀ
Read More...

ସ୍ୱାମୀ ମଦ ପିଇ ପତ୍ନୀଙ୍କୁ ମାଡ ମାରୁଥିଲେ, ବିବ୍ରତ ପତ୍ନୀ ନେଲେ ଭୟଙ୍କର ପଦକ୍ଷେପ

ଚେନ୍ନାଇ : ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାରେ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ଦୁହେଁ ୩୬ ବର୍ଷିୟ ରୀନା ଏବଂ ୩୯ ବର୍ଷିୟ ସତୀଶ ବୋଲି ଜଣାପଡିଛି । ଏମାନେ କାଭୁଣ୍ଡମ୍ପାଲାୟମର ଆମ୍ବେଦକର ନାଗରର
Read More...

ଦେଶରେ ତୃତୀୟ ଲହର ଏବଂ ଦିଲ୍ଲୀରେ ପଞ୍ଚମ ଲହର : ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ, ଦେଶରେ ତୃତୀୟ ଲହର ପହଞ୍ଚିଛି । ରାଜଧାନୀରେ ଏହା ହେଉଛି ପଞ୍ଚମ ଲହର । ଶ୍ରୀ ଜୈନ କହିଛନ୍ତି ଯେ, ଦିଲ୍ଲୀରେ କରୋନାର ନୂଆ ସଂକ୍ରମିତଙ୍କ ସଂଖ୍ୟା ବିସ୍ଫୋରକ
Read More...

ଦେଶରେ କରୋନା ଭାଇରସ୍‌ : ୨୪ ଘଂଟାରେ ୫୮ ହଜାର ୯୭ ଜଣ ନୂଆ ସଂକ୍ରମିତ ଚିହ୍ନଟ, ୫୩୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସମଗ୍ର ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଂଟା ମଧ୍ୟରେ ୫୮ ହଜାର ୯୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ମଧ୍ୟରେ କରୋନାରେ ୫୩୪ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ କରୋନା କାରଣରୁ ସମୁଦାୟ ୪ ଲକ୍ଷ ୮୨ ହଜାର
Read More...

ପୂର୍ବ ସରକାରରେ ଅପରାଧୀ ଏବଂ ମାଫିଆ ବେଆଇନ ଦଖଲ୍‌ ଟୁର୍ନାମେଣ୍ଟ ଖେଳୁଥିଲେ : ପିଏମ୍‌ ମୋଦୀ

ମେରଠ (ଉତ୍ତରପ୍ରଦେଶ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏକ କ୍ରୀଡ଼ା ବିଶ୍ୱବିଦ୍ୟାଳୟକୁ ମେରଠକୁ ଉପହାର ଦେଇଛନ୍ତି । ମେରଠରେ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କୁ କଡ଼ା ଆକ୍ରମଣ କରିଥିଲେ ।
Read More...