Browsing Tag

news of india

କର୍ଣ୍ଣାଟକରେ ସଡକ ଦୁର୍ଘଟଣା : ୮ ମୃତ, ୨୮ ଆହତ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୮ ଜଣ ଆହତ ହୋଇଛନ୍ତି । କର୍ଣ୍ଣାଟକର ହୁବଲି ସହରରେ ଗତକାଲି ପୁନେ-ବେଙ୍ଗାଲୁରୁ ରାଜପଥରେ ଗୋଟିଏ ବସ୍‌ ଏବଂ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଆହତମାନଙ୍କୁ ହୁବଲି କିମ୍ସି…
Read More...

ପ୍ରେମିକଙ୍କୁ ପିଟି ପିଟି ମାରିଦେଲା ପ୍ରେମିକା

ନୋଏଡା : ୟୁପିରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ପ୍ରେମିକାଙ୍କ ଉପରେ ଅଭିଯୋଗ ହୋଇଛି ଯେ, ସେ ତାଙ୍କ ପ୍ରେମିକଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରି ଭାଇମାନଙ୍କ ସହିତ ମାଡ଼ ମାରିଥିଲେ । ଏହା ବ୍ୟତୀତ, ଏହି ପ୍ରେମିକା ଜଣକ ତାଙ୍କ ପ୍ରେମିକଙ୍କୁ ଜବରଦସ୍ତ ସଲଫାସ୍…
Read More...

ଜ୍ଞାନବାପୀ ମାମଲାରେ ସର୍ଭେ ରିପୋର୍ଟ ଉପରେ କୋର୍ଟ ଉଭୟ ପକ୍ଷଙ୍କଠାରୁ ଉତ୍ତର ମାଗିଲେ, ପରବର୍ତ୍ତୀ ଶୁଣାଣି ମେ’…

ବାରାଣାସୀ : ଜ୍ଞାନବାପୀ ମାମଲାରେ ବାରାଣାସୀର ଜିଲ୍ଲା କୋର୍ଟରେ ଆଜି ଶୁଣାଣି ପରେ କୋର୍ଟ ସର୍ଭେ ରିପୋର୍ଟ ଉପରେ ଉଭୟ ପକ୍ଷଙ୍କ ଉତ୍ତର ମାଗିଥିବା ବେଳେ ମେ' ୨୬ରେ ରକ୍ଷଣାବେକ୍ଷଣ ଉପରେ ପ୍ରଥମ ଶୁଣାଣି ହେବ । ଏହି ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ପକ୍ଷରୁ ଅନେକ ପିଟିସନ ଦାଖଲ କରାଯାଇଛି ।…
Read More...

ପୂର୍ବତନ ସିଏମ୍ ୟେଦେୟୁରପ୍ପାଙ୍କୁ ଝଟ୍‌କା : ପୁଅକୁ ଟିକେଟ୍ ଦେଲାନାହିଁ ବିଜେପି

ବାଙ୍ଗାଲୁରୁ : ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦେୟୁରପ୍ପାଙ୍କ ପୁଅ ତଥା ଦଳର ରାଜ୍ୟ ୟୁନିଟ୍ ଉପ-ସଭାପତି ବି.ୱାଇ ବିଜୟେନ୍ଦ୍ର ମଙ୍ଗଳବାର କହିଛନ୍ତି ଯେ, ରାଜନୀତିରେ ଶକ୍ତି ଏବଂ ସ୍ଥିତି ମୂଳ ଲକ୍ଷ୍ୟ ନୁହେଁ । କର୍ଣ୍ଣାଟକରେ ହେବାକୁ ଥିବା ବିଧାନ ପରିଷଦ ନିର୍ବାଚନରେ ​​ବିଜୟନ୍ଦ୍ରଙ୍କୁ…
Read More...

ବଜାରରେ ବିକ୍ରି ହେଉଥିବା ପନିପରିବା ଏବଂ ଫଳ ଆପଣଙ୍କୁ ଅସୁସ୍ଥ କରିପାରେ, ବହୁ ପରିମାଣରେ କୀଟନାଶକ ବ୍ୟବହୃତ ହେଉଥିବା…

ନାଗପୁର : ନାଗପୁର ସହିଦ ପୁରେ ବିଦର୍ଭ ବଜାରରେ ବିକ୍ରି ହେଉଥିବା ପନିପରିବା ଏବଂ ଫଳରେ ବହୁ ପରିମାଣରେ କୀଟନାଶକ ମିଳୁଛି । ନାଗପୁରରେ ଅବସ୍ଥିତ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପରିଚାଳିତ କୀଟନାଶକ ଅବଶିଷ୍ଟ ପରୀକ୍ଷଣ ଲାବୋରେଟୋରୀ ଦ୍ୱାରା ଏହା ପ୍ରକାଶ ପାଇଛି । ଆଇଆରଟିଏଲ ବିଭାଗର…
Read More...

ବିହାରରେ ଟ୍ରକ୍‌ ଓଲଟି ୮ ମୃତ

ପାଟନା : ବିହାରର ପୁର୍ନିଆ ଜିଲ୍ଲାରେ ଗତକାଲି ଏକ ମାଲ ବୋଝେଇ ଟ୍ରକ୍‌ରେ କିଛି ଶ୍ରମିକ ଯାଉଥିବା ବେଳେ ଟ୍ରକ୍‌ଟି ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ହୋଇଛି । ଜଲାଲ୍‌ଗଡ ଥାନା ଅଧୀନସ୍ଥ କାଳି ମନ୍ଦିର ନିକଟରେ ସିଲିଗୁଡି-ଦିଲ୍ଲୀ ୪ ଥାକିଆ ରାଜପଥରେ ଗତକାଲି ଭୋର୍‌…
Read More...

ୟୁପିରେ ସଡକ ଦୁର୍ଘଟଣାରେ ୮ ମୃତ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ସିର୍ଦ୍ଧାଥ ନଗର ଜିଲ୍ଲାର ଜାତୀୟ ରାଜପଥ ୩୮ରେ ଗତକାଲି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକକୁ ଗୋଟିଏ ଜିପ୍‌ ଧକ୍କା ଦେବାରୁ ସେଥିରେ ଥିବା ୧୧ ଜଣଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାଗ୍ରସ୍ତ ଜିପ୍‌ଟି ଏକ…
Read More...

ବାଂଲାଦେଶର ଭୋଟର ତାଲିକାରେ ଟିଏମ୍‌ସି ପ୍ରାର୍ଥିନୀଙ୍କ ନାମ, ବିଧାନସଭା ନିର୍ବାଚନରେ ​​ମମତା ଦେଇଥିଲେ ଟିକେଟ

ନୂଆଦିଲ୍ଲୀ : ୨୦୨୧ ମସିହାରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ବାଂଲାଦେଶୀ ମହିଳା ଆଲୋ ରାନୀ ସାର୍କଙ୍କ ବିଷୟରେ ନୂତନ ଖୁଲାସା ସାମ୍‌ନାକୁ ଆସିଛି । ତାଙ୍କୁ ମମତା ବାନାର୍ଜୀ ଟିକେଟ ଦେଇଥିଲେ । ବର୍ତ୍ତମାନ ଏହା ସାମ୍ନାକୁ ଆସିବା ପରେ ରାଜନୀତି ଜଗତରେ ଆଲୋଚନ ସୃଷ୍ଟି…
Read More...

ଚୀନ ରାଷ୍ଟ୍ରପତି ଜିନପିଙ୍ଗ ନେପାଳକୁ ପ୍ରଶଂସା କରି କହିଲେ, ନିର୍ବାଚନ କରିବା ସଠିକ୍ ପଦକ୍ଷେପ

ନୂଆଦିଲ୍ଲୀ : ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କୁ ସ୍ଥାନୀୟ ନିର୍ବାଚନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଲୋକମାନଙ୍କ ଦ୍ୱାରା ଲୋକ ପ୍ରତିନିଧି ଚୟନ କରିବାର ପ୍ରକ୍ରିୟା ଏକ ଭଲ ପଦକ୍ଷେପ ବୋଲି ସେ କହିଛନ୍ତି । ନେପାଳର ଚୀନ୍ ରାଷ୍ଟ୍ରଦୂତ ହୋ…
Read More...

ଜ୍ଞାନବାପୀ ପ୍ରସଙ୍ଗରେ ବିବାଦୀୟ ପୋଷ୍ଟ କରି ଡିୟୁ ପ୍ରଫେସର ଗିରଫ

ନୂଆଦିଲ୍ଲୀ : ବାରାଣାସୀର ଜ୍ଞାନବାପୀ ମସଜିଦରୁ ମିଳିଥିବା ଶିବଲିଙ୍ଗକୁ ନେଇ ଫେସବୁକରେ ବିବାଦୀୟ ପୋଷ୍ଟ କରିଥିବାରୁ ପୋଲିସ ଶୁକ୍ରବାର ଦିନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସ ପ୍ରଫେସର ରତନ ଲାଲଙ୍କୁ ଗିରଫ କରିଛି । ଏହି ପୋଷ୍ଟ ପାଇଁ ଇଣ୍ଟରନେଟ ମିଡିଆରେ ପ୍ରଫେସରଙ୍କୁ କଡ଼ା ସମାଲୋଚନା…
Read More...