Browsing Tag

news of india

ବିଜେଡି ପରେ ଦ୍ରୌପଦୀଙ୍କୁ ସମର୍ଥନ କଲା ଜେଡିୟୁ

ନୂଆଦିଲ୍ଲୀ : ଏନ୍‌ଡିଏ ତରଫରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ଘୋଷଣା କରିବା ପରେ ଦ୍ରୌପଦୀଙ୍କ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି । ବିଜେଡି ପକ୍ଷରୁ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇବା ପରେ ବର୍ତ୍ତମାନ ଜେଡିୟୁର ସମର୍ଥନ ଦ୍ରୌପଦୀଙ୍କ ପ୍ରତି ଥିବା ସ୍ପଷ୍ଟ କରିଛି ।
Read More...

ଖାଇବା ତେଲ ଦାମରେ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ

ନୂଆଦିଲ୍ଲୀ : ଖାଇବା ତେଲ ଦାମକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ପାଇଁ କେନ୍ଦ୍ର ସରକାର ଗ୍ରହଣକରିଥିବା ପଦକ୍ଷେପ ଗୁଡିକର ପ୍ରଭାବ ସ୍ପଷ୍ଟ ପ୍ରତିଫଳିତ ହୋଇଛି । ଦେଶର ପ୍ରମୁଖ ଖାଇବା ତେଲ ବିକ୍ରେତାମାନେ ସେମାନଙ୍କ ଉତ୍ପାଦ ମୂଲ୍ୟରେ ୧୦ରୁ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି ବୋଲି ଖାଦ୍ୟ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୮ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଏନ୍‌ଏଚ୍‌ ୩୪ରେ ପିକ୍‌ଅପ୍‌ ଏବଂ ଅଟୋ ମଧ୍ୟରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ମୌଦଡା ପୋଲିସ ଷ୍ଟେସନ ଅଞ୍ଚଳର ମାକରାଓଁ ଗ୍ରାମ ନିକଟରେ ଘଟିଛି ।
Read More...

ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜୁଲାଇ ୧୮ରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ଭାଜପା ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ପକ୍ଷରୁ ୟଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଛି । ଆସନ୍ତାକାଲି ଅର୍ଥାତ୍‌ ଜୁନ୍‌ ୨୪ରେ ଏନଡିଏ
Read More...

ଜୁନ୍‌ ୨୬ରୁ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍‌ ୨୬-୨୮ରେ ବିଦେଶ ଗସ୍ତରେ ଯିବେ । ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜୁନ୍‌ ୨୬-୨୭ ଜର୍ମାନୀରେ ଅନୁଷ୍ଠିତ ଜି୭ ସମ୍ମିଳନୀରେ ଯୋଗଦେବା ପରେ ସଂଯୁକ୍ତ ଆରବ
Read More...

ହରିୟାଣା ମ୍ୟୁନିସିପାଲିଟି ନିର୍ବାଚନରେ ଦମଦାର ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି

ଚଣ୍ଡିଗଡ : ହରିୟାଣା ମ୍ୟୁନିସିପାଲିଟି ନିର୍ବାଚନରେ ଦମଦାର ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି । ଗତ ରବିବାର ୧୮ କାଉନସିଲର୍‌ ଏବଂ ୨୮ଟି ନିଗମ ମୋଟ ୪୬ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଯେଉଁଥିରେ ବିଜେପି ୨୨ଟି ଆସନରେ ବିଜୟୀ ହୋଇଛି । ସେହିଭଳି ବିଜେପିର ସହଯୋଗୀ ଦଳ ଜନନାୟକ
Read More...

ମହାରାଷ୍ଟ୍ର ରାଜ୍ୟପାଳ କରୋନା ସଂକ୍ରମିତ ହୋଇ ମେଡିକାଲରେ ଭର୍ତ୍ତି

ମହାରାଷ୍ଟ୍ର : ରାଜ୍ୟପାଳ ଭଗତ ସିଂହ କୋଶିୟାରୀ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ରାଜ୍ୟପାଳ କୋଶିୟାରୀଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ରାଜ୍ୟପାଳ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ଏହା ପରେ ତାଙ୍କୁ ଡାକ୍ତରଖାନାରେ
Read More...

ବ୍ୟାଣ୍ଡବାଜାର ଦେୟକୁ ନେଇ ବର ଏବଂ କନ୍ୟା ପକ୍ଷ ମଧ୍ୟରେ ବିବାଦ, ବାହା ନହୋଇ ଫେରିଗଲା ବର

ଶାହାଜାହାନପୁର : ୟୁପିର ଶାହାଜାହାନପୁର ଜିଲ୍ଲାରେ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ବ୍ୟାଣ୍ଡବାଜାର ଦେୟକୁ ନେଇ ବର ଏବଂ କନ୍ୟା ପକ୍ଷ ମଧ୍ୟରେ ବିବାଦ ଦେଖାଦେବା ପରେ, ବିବାଦ ଏତେ ବଢ଼ିଗଲା ଯେ, ଉଭୟ ପକ୍ଷ ମୁହାଁମୁହିଁ ହୋଇ ଯାଇଥିଲେ । ବର ଏ ବିଷୟରେ ଜାଣିବା ମାତ୍ରେ ବିବାହ କରିବାକୁ
Read More...

ଓଡ଼ିଶା ମାଟିର ସୁପୁତ୍ରୀ ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ : ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ଓଡ଼ିଶା ମାଟିର ସୁପୁତ୍ରୀ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ଓଡିଶା ବିଜେପିର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ଏନଡିଏ ।
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ । ରାଷ୍ଟ୍ରପତି ନିର୍ବାଚନ ରାଜନୀତି ସରଗରମ ହୋଇଉଠିଛି । ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ଇତି ମଧ୍ୟରେ ମଙ୍ଗଳବାର ଭାଜପା
Read More...