pakka

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳରେ ଦୀପଗ୍ରେସ ଏକ୍କାଙ୍କୁ ମିଳିଳା ଉପ ଅଧିନାୟକ ଦାୟିତ୍ୱ

ମୁମ୍ବାଇ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳରେ ଦୀପଗ୍ରେସ ଏକ୍କାଙ୍କୁ ମିଳିଛି ଉପ ଅଧିନାୟକ ଦାୟିତ୍ୱ । ସେହିପରି ଦଳର ଅଧିନାୟକ ପଦ ବଜାୟ ରଖିଛନ୍ତି ସବିତା ପୁନିଆ । ଜୁଲାଇ ୨୮ରୁ ଇଂଲଣ୍ଡର ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେଉଥିବା ବେଳେ ଗୁରୁବାର ରାତିରେ ହକି ଇଣ୍ଡିଆ ପକ୍ଷରୁ ଟିମରେ ସାମିଲ ଥିବା ଖେଳାଳିଙ୍କ ନାଁ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.

six + twenty =