Browsing Tag

news of india

ପ୍ରସିଦ୍ଧ ସୀତାର ବାଦକ ପଦ୍ମଭୂଷଣ ଦେବୁ ଚୌଧୁରୀଙ୍କ କରୋନା ସଂକ୍ରମଣ ହେତୁ ମୃତ୍ୟୁ : ଦିଲ୍ଲୀରେ ଚିକିତ୍ସା ଚାଲିଥିଲା

ନୂଆଦିଲ୍ଲୀ : ପ୍ରସିଦ୍ଧ ସୀତାର ବାଦକ ପଦ୍ମଭୂଷଣ ପଣ୍ଡିତ ଦେବବ୍ରତ ଚୌଧୁରୀ(ଦେବୁ ଚୌଧୁରୀ)ଙ୍କ କରୋନା ସଂକ୍ରମଣରେ ପୀଡିତ ହେବା ପରେ ଆଜି ସକାଳେ ମୃତ୍ୟୁ ଘଟିଛି । ତାଙ୍କୁ ୮୫ ବର୍ଷ ହୋଇଥିଲା। ପଣ୍ଡିତ ଦେବୁ ଚୌଧୁରୀଙ୍କ ନିକଟତମ ସଂଗୀତଜ୍ଞ ଜଫର ମିର୍ଜା ନିଆଜୀ କହିଛନ୍ତି ଯେ, ଶନିବାର ଦିନ…
Read More...

ଡାକ୍ତରଖାନାର କୋଭିଡ କେୟାର ୱାର୍ଡରେ ଅଗ୍ନିକାଣ୍ଡ : ୧୮ ଜଣଙ୍କ ମୃତ୍ୟୁ

ଭରୁଚ : ଗୁଜୁରାଟର ଭରୁଚରୁ ଏକ ହୃଦୟ ବିଦାରକ ଖବର ଆସିଛି । ଏଠାରେ ଥିବା ଏକ ଡାକ୍ତରଖାନାରେ କୋଭିଡ କେୟାର ୱାର୍ଡରେ ଅଗ୍ନିକାଣ୍ଡ ଯୋଗୁଁ ୧୮ ଜଣଙ୍କର ମୃତ୍ୟୁ ଘଟିଛି । କୁହାଯାଉଛି ଯେ, ରାତି ପ୍ରାୟ ୧୨.୩୦ ସମୟରେ କୋଭିଡ ୱାର୍ଡରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଶକ୍ତିଶାଳୀ ଥିଲା ଯେ…
Read More...

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩.୮୬ ଲକ୍ଷରୁ ଅଧିକ କରୋନା ମାମଲା, ୩୪୯୮ ଜୀବନ ହାନୀ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣ ହ୍ରାସ ହେବା ପରିବର୍ତ୍ତେ କ୍ରମାଗତ ଭାବେ ବୃଦ୍ଧି ପାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୩.୮୬ ଲକ୍ଷରୁ ଅଧିକ ନୂତନ କରୋନା ଆକ୍ରାନ୍ତ ହୋଇଥିବା ରିପୋର୍ଟ ହୋଇଛି ।…
Read More...

କରୋନାର ବିଭତ୍ସ ତାଣ୍ଡବ : ଗୋଟିଏ ଦିନରେ ୩୨୮୫ ମୃତ୍ୟୁ ସଂଖ୍ୟା, ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୨ ହଜାର ୭୮୭

ନୂଆଦିଲ୍ଲୀ : ଦେଶରେ କରୋନାର ବିଭତ୍ସ ତାଣ୍ଡବ ସ୍ଥିତି ଅସଂଭାଳ ହେବା ଯୋଗୁଁ ଲୋକେ ଆତଙ୍କିତ ହେବାର ଦେଖାଦେଇଛି । କରୋନାର ଦ୍ୱିତୀୟ ଲହର ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି । ଲଗାତାର ୭ ଦିନ ଧରି ଦେଶରେ ଚିହ୍ନଟ ହେଉଥିବା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରୁ ଉପରେ ରହିଛି । ଗତ୨୪…
Read More...

ଆସାମର ଉତ୍ତର-ପୂର୍ବରେ ଭୂକମ୍ପ : ୬.୪ ତୀବ୍ରତା ଅନୁଭୂତ

ସୋନିତପୁର : ବୁଧବାର ସକାଳେ ଆସାମର ସୋନିତପୁରରେ ହୋଇଥିବା ଭୂକମ୍ପରେ ତୀବ୍ର କମ୍ପନ ଘଟିଛି । ସକାଳ ୭. ୫୧ରେ ଏହି ଭୂକମ୍ପ ଘଟିଥିଲା । ରିକ୍‌ଟର୍‌ ସ୍କେଲରେ ହୋଇଥିବା ଭୂକମ୍ପର ମାତ୍ରା ୬.୪ ଥିଲା, ଯାହା ଉତ୍ତର-ପୂର୍ବ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଥିଲା । ଆସାମ ମୁଖ୍ୟମନ୍ତ୍ରୀ…
Read More...

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ କରୋନା ସଙ୍କଟ ଉପରେ ଆଲୋଚନା

ନୂଆଦିଲ୍ଲୀ : ଭାରତରେ କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ. ବାଇଡେନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍‌ନ୍ତି । କୁହାଯାଉଛି ଯେ, କରୋନା ମହାମାରୀର ମୁକାବିଲା ପାଇଁ ଦୁଇ ନେତା ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଯେ, କୋଭିଶିଲ୍ଡ ଟୀକା…
Read More...

ମହାମାରୀର ସମ୍ମୁଖୀନ ହେଉଥିବା ଭାରତ ପାଇଁ ସହାୟତା ସମଗ୍ର ବିଶ୍ୱରୁ ପହଞ୍ଚୁଛି

ନୂଆଦିଲ୍ଲୀ : ଭାରତର ଡାକ୍ତରଖାନାଗୁଡ଼ିକ କରୋନା ମହାମାରୀର ଦ୍ୱିତୀୟ ମାରାତ୍ମକ ତରଙ୍ଗର ସମ୍ମୁଖୀନ ହୋଇ ଅମ୍ଳଜାନର ଅଭାବର ସମ୍ମୁଖୀନ ହେଉଛନ୍ତି । ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାନେ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଛନ୍ତି । ଅମ୍ଳଜାନ ଯୋଗାଣ ପାଇଁ…
Read More...

ପୁଣି ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୩.୫୪ ଲକ୍ଷ ନୂଆ ମାମଲା : ୨୮୦୬ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଭାରତରେ କରୋନ ଭାଇରସ୍ ହଇଚଇ ସୃଷ୍ଟି କରୁଛି ଏବଂ ନୂଆ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ସମୟରେ ଭାରତରେ କୋଭିଡ -୧୯ର ନୂତନ ମାମଲା ସବୁ ରେକର୍ଡ ଭାଙ୍ଗିଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୩.୫୪ ଲକ୍ଷରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଛି, ଯାହା ମହାମାରୀ ଆରମ୍ଭରୁ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’ର ଓଡ଼ିଆ ଭାଷାନ୍ତର

ନୂଆଦିଲ୍ଲୀ, (ପିଆଇବି) :ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଆପଣମାନଙ୍କୁ ‘ମନ୍ କି ବାତ୍’ ଏପରି ଏକ ସମୟରେ କହୁଛି, ଯେତେବେଳେ କରୋନା ଆମ ସମସ୍ତଙ୍କର ଧୈର୍ୟ୍ୟ ଓ ସମସ୍ତଙ୍କର ଦୁଃଖ ସହିବାର ସୀମାକୁ ପରଖୁଛି । ଅନେକ ନିଜ ଲୋକ ଆମକୁ ଅସମୟରେ ଛାଡ଼ି ଚାଲିଯାଇଛନ୍ତି । କରୋନାର ପ୍ରଥମ…
Read More...

ଗତ ୨୪ ଘଂଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ସାଢେ଼ ୩ ଲକ୍ଷ, ମୃତ୍ୟୁ ସଂଖ୍ୟା ୨୭୬୭

ନୂଆଦିଲ୍ଲୀ : ଗତ ୨୪ ଘଂଟାରେ ଦେଶରେ ପାଖାପାଖି ସାଢେ଼ ୩ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଦେଶରେ ଭୟଙ୍କର ରୂପ ନେବାରେ ଲାଗିଛି ମହାମାରୀ କରୋନା । ନଛୋଡ଼ବନ୍ଧା କରୋନାର ଭୟାବହ ଦ୍ୱିତୀୟ ଲହରୀ ମାନବ ସମାଜର ନିଦ ହଜାଇ ଦେଇଥିବା ବେଳେ ଆଜି ୩,୪୯,୬୯୧ ଜଣ ପୁଣି ଆକ୍ରାନ୍ତ…
Read More...