Browsing Tag

news of india

ଦେଶରେ କରୋନା ସଂକ୍ରମଣର ଭୟଙ୍କର ସ୍ଥିତି : ଦିନକରେ ୩ ଲକ୍ଷ ୪୬ ହଜାର ୭୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୨୬୨୪ ଜଣଙ୍କ…

ନୂଆଦିଲ୍ଲୀ : ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ସ୍ଥିତି ଅସଂଭାଳ ହେବାକୁ ବସିଲାଣି । ପ୍ରତ୍ୟହ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଦେଶରେ ଦିନକରେ ୩ଲକ୍ଷ ୪୬ହଜାର ୭୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ କରୋନାରେ ୨୬୨୪ ଜଣଙ୍କ ଜୀବନ ଯାଇଛି । ଦୈନିକ ସଂକ୍ରମଣ…
Read More...

ଅଭିନେତା ଲଲିତ ବାହଲଙ୍କ କରୋନାରେ ମୃତ୍ୟୁ : ‘ମେଡ୍‌ ଇନ୍‌ ହେଭେନ୍‌’ ଏବଂ ‘ଜଜ୍‌ମେଂଟାଲ୍‌ ହୈ କ୍ୟା’ରେ…

ମୁମ୍ବାଇ : ଭେଟେରାନ୍‌ ଅଭିନେତା ତଥା ନିର୍ମାତା ଲଲିତ ବାହଲ କୋଭିଡ -୧୯ ସହ ଜଡିତ ଜଟିଳତା ହେତୁ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ପୁଅ ନିର୍ଦ୍ଦେଶକ କାନୁ ବାହଲ ଏହି ସୂଚନା ଦେଇଛନ୍ତି । ସ୍ୱର୍ଗତ୍‌ ବାହଲ ‘ତିତ୍‌ଲି' ଏବଂ ‘ମୁକ୍ତି ଭବନ' ଭଳି ସଫଳ ଚଳଚ୍ଚିତ୍ରରେ କାମ କରିଛନ୍ତି । ୭୧…
Read More...

ଅକ୍‌ସିଜେନ୍‌ ଅଭାବ ହେତୁ ଗଙ୍ଗାରାମ ଡାକ୍ତରଖାନାରେ ୨୫ ଜଣ ରୋଗୀ ମୃତ୍ୟୁ, ୬୦ ଜଣଙ୍କର ଅବସ୍ଥା ଗୁରୁତର

ନୂଆଦିଲ୍ଲୀ : ଦିଲ୍ଲୀର ସର୍ ଗଙ୍ଗାରାମ ହସ୍ପିଟାଲରେ ଅକ୍‌ସିଜେନ୍‌ ଅଭାବରୁ ୨୫ ରୋଗୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, କମ୍ ଅକ୍‌ସିଜେନ୍‌ ଯୋଗୁଁ ୨୫ ଜଣ ଅତି ଅସୁସ୍ଥ ରୋଗୀଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା ରହିଛି । ଏହି ସମୟରେ, ସର୍ ଗଙ୍ଗାରାମ…
Read More...

କରୋନା ସଂକ୍ରମଣର ନଛୋଡ଼ବନ୍ଧା ସ୍ଥିତି : ଗତ ୨୪ ଘଂଟାରେ ଦେଶରେ ୩ ଲକ୍ଷ ୩୨ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ,…

ନୂଆଦିଲ୍ଲୀ : କରୋନା ସଂକ୍ରମଣର ନଛୋଡ଼ବନ୍ଧା ପରିସ୍ଥିତି ଯୋଗୁଁ ସାରା ଭାରତରେ ହାହାକାର ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ପୁଣି କେଉଁଠି ଅକ୍‌ସିଜେନ୍‌ ଅଭାବ ତ’ ଆଉ କେଉଁଠି ହସ୍‌ପିଟାଲ୍‌ରେ ବେଡ଼୍‌ ଅଭାବ ଯୋଗୁଁ ଲୋକେ ବିକଳ ହେଉଥିବା ଖବର ମଧ୍ୟ ଆସୁଛି । ଏଭଳି ସ୍ଥିତିରେ ଗତ ୨୪…
Read More...

କରୋନା ଭୂତାଣୁର ତୃତୀୟ ସ୍ୱଦେଶୀ ରୂପ ଏବେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳୁଛି

କୋଲକାତା : ବହୁରୂପୀ କରୋନା ଭୂତାଣୁ ପୁଣି ଥରେ ବୈଜ୍ଞାନିକମାନଙ୍କୁ ଚିନ୍‌ନ୍ତା ବଢ଼ାଇ ଦେଇଛି । ଭାରତରେ ତୃତୀୟ ଥର ପାଇଁ କରୋନା ଭୂତାଣୁ ଏହାର ରୂପ ପରିବର୍ତ୍ତନ କରିଛି ଏବଂ ଏଥର ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସମୟରେ କୋଭିଡ ନିୟମ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି । ଫଳସ୍ୱରୂପ…
Read More...

କରୋନା ସଂକ୍ରମଣର ଅସଂଭାଳ ରେକର୍ଡ : ୨୪ ଘଣ୍ଟା ମଧ୍ୟରେ ଦେଶରେ ୩.୧୪ ଲକ୍ଷରୁ ଅଧିକ ନୂଆ ମାମଲା, ୨୧୦୪ ଲୋକ ପ୍ରାଣ…

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ଯାଇଛି, କାରଣ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଭୂତାଣୁର ଅସମ୍‌ମ୍ଭାଳ ନୂତନ ମାମଲା ରିପୋର୍ଟ ହୋଇଛି । ଏହା ପୂର୍ବରୁ କୌଣସି ଦେଶରେ ବି ଏହି ରେକଡର଼୍ ନଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ…
Read More...

ଭାରତରେ କରୋନାର ୨ୟ ତରଙ୍ଗ କେବେ ଶିଖରରେ ପହଞ୍ଚିବ ? ସିଇଏ କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍ ଦେଲେ ସୂଚନା

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସର ଦ୍ୱିତୀୟ ତରଙ୍ଗ ଭୟବହ ହେବାରେ ଲାଗିଛି ଏବଂ କ୍ରମାଗତ ଭାବରେ ରେକର୍ଡ ମାମଲା ସାମ୍‌ନାକୁ ଆସୁଛି । ଏହି ସମୟରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) କେ.ଭି ସୁବ୍ରମଣ୍ୟନ କହିଛନ୍ତି ଯେ, କରୋନା ଭାଇରସର ଦ୍ୱିତୀୟ ତରଙ୍ଗ ମେ' ମାସ ମଧ୍ୟ ଭାଗରେ…
Read More...

ରେଳ କ୍ରସିଂରେ ଟ୍ରେନ୍ ଅନେକ ଯାନକୁ ଧ‌କ୍କା ଦେଲା : ପାଞ୍ଚ ଜଣଙ୍କ ମୃତ୍ୟୁ

ଶାହାଜାହାନପୁର : ଉତ୍ତରପ୍ରଦେଶର ଶାହାଜାହାନପୁରରେ ଟ୍ରକ୍ ଟ୍ରେନ୍ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ଶାହାଜାହାନପୁର ଜିଲ୍ଲାର ରେଳ କ୍ରସିଂ ଫାଟକ ଛାଡି ଯାଉଥିବା ଗାଡି ସହ ଟ୍ରେନ୍ ଧକ୍କାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଅଧୀକ୍ଷକ (ଗ୍ରାମୀଣ) ସଂଜୀବ…
Read More...

କରୋନା ଉପରେ ବିଶେଷଜ୍ଞଙ୍କ ଆଲୋଚନା : ରେମ୍‌ଡିସିଭିର ‘ରାମବାଣ’ ନୁହେଁ, ଯଦି ଲକ୍ଷଣ ଦେଖାଯାଏ, ତେବେ…

ନୂଆଦି‌ଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏଥି ସହିତ, ଆଜି ସନ୍ଧ୍ୟାରେ ଡାକ୍ତରୀ ବିଶେଷଜ୍ଞଙ୍କ ‌ଦ୍ୱାରା ଏହି ମହାମାରୀ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ଏବଂ ଲୋକମାନେ କେଉଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ, ତାହା…
Read More...

ଅରବିନ୍ଦ କେଜ୍ରିୱାଲ ସରକାର ଶ୍ରମିକମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେବେ : ଲକ୍‌ଡ଼ାଉନ୍‌ରେ ହେବ ନାହିଁ କୌଣସି…

ନୂଆଦିଲ୍ଲୀ : ଦେଶର ରାଜଧାନୀରେ ଶ୍ରମିକମାନଙ୍କୁ ୫୦୦୦ ଟଙ୍କା ସହାୟତା ଯୋଗାଇ ଦେବା ପାଇଁ ଦିଲ୍ଲୀ ସରକାର ମଙ୍ଗଳବାର ଦିନ ହାଇକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି । ସୂଚନା ଅନୁସାରେ କରୋନା ସଂକ୍ରମଣ ବୃଦ୍ଧି ହେତୁ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ଏକ ସପ୍ତାହ ବନ୍ଦ ଡାକରା ଦେବା ପରେ…
Read More...