pakka

କରୋନାର ବିଭତ୍ସ ତାଣ୍ଡବ : ଗୋଟିଏ ଦିନରେ ୩୨୮୫ ମୃତ୍ୟୁ ସଂଖ୍ୟା, ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୨ ହଜାର ୭୮୭

bbehera

ନୂଆଦିଲ୍ଲୀ : ଦେଶରେ କରୋନାର ବିଭତ୍ସ ତାଣ୍ଡବ ସ୍ଥିତି ଅସଂଭାଳ ହେବା ଯୋଗୁଁ ଲୋକେ ଆତଙ୍କିତ ହେବାର ଦେଖାଦେଇଛି । କରୋନାର ଦ୍ୱିତୀୟ ଲହର ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି । ଲଗାତାର ୭ ଦିନ ଧରି ଦେଶରେ ଚିହ୍ନଟ ହେଉଥିବା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରୁ ଉପରେ ରହିଛି । ଗତ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୨ ହଜାର ୭୮୭ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ କରୋନାରେ ୩୨୮୫ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

jay balangir
Leave A Reply

Your email address will not be published.

three × 5 =

error: Content is protected !!