Browsing Tag

news of india

୧୧ ବର୍ଷ ଧରି ଯୁବତୀ ବଳାତ୍କାରର ଶିକାର ହୋଇ ଆସୁଥିଲେ : ଏବେ ଦୁବାଇରେ ବିକ୍ରୟ ପାଇଁ ପ୍ରସ୍ତୁତି ଚାଲିଥିଲା

ଚଣ୍ଡିଗଡ଼ : ୧୧ ବର୍ଷ ଧରି ଜଣେ ଯୁବତୀ ବଳାତ୍କାରର ଶିକାର ହୋଇ ଆସୁଥିଲେ । ଭୟ ହେତୁ ସହ୍ୟ କରିଥିଲେ ସବୁ ନିର୍ଯ୍ୟାତନା । ଏବେ ଅଭିଯୁକ୍ତ ତାଙ୍କୁ ଦୁବାଇରେ ବିକ୍ରୟ କରିବାକୁ ପ୍ରସ୍ତୁତି ଚଳାଇଥିଲେ । କୌଣସି ପ୍ରକାରେ ସେମାନଙ୍କ କବଳରୁ ମୁକ୍ତ ହୋଇ ପୀଡିତା ପୋଲିସ ପାଖରେ ପହଞ୍ଚିଥିଲେ ।…
Read More...

ମୀରାବାଇ ଚାନୁଙ୍କୁ ତାଙ୍କ ପ୍ରିୟ ହିରୋ ସଲମାନ ଖାନ ଜଣାଇଲେ ବିଜୟ ପାଇଁ ଅଭିନନ୍ଦନ : କହିଲେ, ଆପଣ ତ’ ପ୍ରକୃତ…

ମୁମ୍ବାଇ : ଜାତୀୟ ଭାରୋତ୍ତୋଳନକାରୀ ସାଇଖୋମ ମୀରାବାଇ ଚାନୁ ୨୦୨୦ ଗ୍ରୀଷ୍ମ ଅଲିମ୍ପିକ୍ସର ପ୍ରଥମ ଦିନରେ ପଦକ ଜିତି ଭାରତକୁ ଗର୍ବିତ କରିଛନ୍ତି । ଟୋକିଓରେ ଅନୁଷ୍ଠିତ ମେଗା-ସ୍ପୋର୍ଟସ ଫେଷ୍ଟରେ ଭାରତର ପଦକ ଖାତା ଖୋଲି ୨୬ ବର୍ଷୀୟା ମହିଳା ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ।…
Read More...

ଜମ୍ମୁ-କାଶ୍ମୀରରେ ଘନଘୋର ବର୍ଷା : ୫ ମୃତ, ୪୦ ନିଖୋଜ ସୂଚନା

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ଘନଘୋର ବର୍ଷା ଯୋଗୁଁ ଭୂସ୍ଖଳନ ହେବା ସହ ବିଭିନ୍ନ ସ୍ଥାନରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୁଧବାର କିଶତ୍ୱର ଜିଲାର ଗୁଲବର୍ଗ ଅଞ୍ଚଳର ଏକ ଗାଁରେ ପ୍ରଚଂଡ଼ ବର୍ଷା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ନିଖୋଜ ହୋଇଥିବା ସୂଚନା…
Read More...

ମୌସୁମୀ ଅଧିବେଶନ : ବିରୋଧୀ ଦଳର ସାଂସଦମାନେ ଲୋକସଭାରେ ପାମ୍ପଲେଟ୍ ଉଡ଼ାଇଲେ, ପେଗାସସ୍‌ ପ୍ରସଙ୍ଗକୁ ନେଇ ଉତ୍ତେଜନା

ନୂଆଦିଲ୍ଲୀ : ଆଜି ସଂସଦର ମୌସୁମୀ ଅଧିବେଶନର ଅଷ୍ଟମ ଦିନ । ଆଜି ବି ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳର ସାଂସଦଙ୍କ ହଂଗାମା ଜାରି ରହିଛି । ପେଗାସସ୍ ଗୁପ୍ତଚର ଦୁର୍ନୀତି, କରୋନାର ଦୁଃଖଦ ପ୍ରସଙ୍ଗରେ ବିରୋଧୀଙ୍କ ଆଭିମୁଖ୍ୟ ତୀକ୍ଷ୍ଣ ରୂପ ନେଇଛି । ଏଥି ସହିତ କଂଗ୍ରେସ ସମେତ ୧୪ ଟି ବିରୋଧୀ…
Read More...

ବାସଭରାଜ ବୋମ୍ମାଇ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଜେପି ବିଧାନସଭା ଦଳ ମଙ୍ଗଳବାର ଦିନ ବାସଭାରାଜ ବୋମ୍ମାଇଙ୍କୁ ନୂତନ ନେତା ଭାବରେ ମନୋନୀତ କରିଛି ଏବଂ ସେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହେବେ । କିଛି ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶ୍ରୀ ବୋମ୍ମାଇ ବିଦାୟୀ ମୁଖ୍ୟମନ୍ତ୍ରୀ ବି.ଏସ୍…
Read More...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର : ଏହି ରାଜ୍ୟରେ ମହଙ୍ଗା ଭତ୍ତା ବଢ଼ିଲା

ରାଞ୍ଚି : ଝାଡଖଣ୍ଡର ହେମନ୍ତ ସୋରେନ୍ ସରକାର ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେଇଛନ୍ତି । ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଚଳିତ ବର୍ଷ ଜୁଲାଇ ୧ରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିବାକୁ…
Read More...

ପ୍ରେମିକ ସହିତ ମିଶି ହତ୍ୟା କଲେ ସ୍ୱାମୀଙ୍କୁ, ପୁଣି ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ପୋଲିସ ଷ୍ଟେସନରେ…

ପାଟନା : ଜଣେ ବିବାହିତା ମହିଳା ନିଜ ପ୍ରେମିକ ସହ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପରେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ପୋଲିସ ଷ୍ଟେସନକୁ ଯାଇ ପହଂଚିଥିବା ଭଳି ଏକ ଅମାନବୀୟ ଖବର ଆସିଛି । ପୁରା ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ପ୍ରେମ…
Read More...

ଆଜି କାର୍‌ଗିଲ ବିଜୟ ଦିବସ : ଭାରତୀୟ ଯବାନଙ୍କୁ ସଲାମ୍‌

ନୂଆଦିଲ୍ଲୀ : ଭାରତୀୟ ସେନାର ମୁହୁଁତୋଡ଼ ଜବାବ୍‌ ସାମ୍‌ନାରେ ପାକିସ୍ତାନ ଭୟଭୀତ ହୋଇ ପଡ଼ିଥିଲା ସେତେବେଳେ । ପାକିସ୍ତାନର ମନ୍ଦ ଚକ୍ରାନ୍ତ ସବୁ ବିଫଳ ହୋଇଥିଲା । ଛତ୍ରଭଂଗ ଦେଇଥିଲା ପାକିସ୍ତାନୀ ସେନା । ଆଜି ୨୨ତମ କାରଗିଲ ବିଜୟ ଦିବସ । ବର୍ଷ ୧୯୯୯ ମାର୍ଚ୍ଚ ୩ ତାରିଖରେ କାରଗିଲ…
Read More...

ବୋହୂଙ୍କୁ ଏସିଡ୍‌ ପିଇବାକୁ ଶାଶୁ ବାଧ୍ୟ କରିଥିବା ଅଭିଯୋଗ : ମହିଳା ଆୟୋଗଙ୍କ ହସ୍ତକ୍ଷେପ ପରେ ୬ ମାସ ପରେ ଶାଶୁଙ୍କ…

ନୂଆଦିଲ୍ଲୀ : ଦିଲ୍ଲୀ ମହିଳା ଆୟୋଗ(ଡିସିଡବ୍ଲ୍ୟୁ) ଗୁରୁବାର ଦିନ କହିଛି ଯେ, ଦିଲ୍ଲୀର କିରାଡ଼ିରେ ରହୁଥିବା ଜଣେ ମହିଳା ଚଳିତ ବର୍ଷ ଜାନୁଆରୀ ମାସରେ ତାଙ୍କ ଶାଶୁଙ୍କ ତାଗିଦ୍‌ ଦ୍ୱାରା ଏସିଡ୍‌ ପିଇବାକୁ ବାଧ୍ୟ ହୋଇଥିଲେ ଏବଂ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଏକ ସରକାରୀ ଡାକ୍ତରଖାନାରେ…
Read More...

ପ୍ରେମ ସଂପର୍କକୁ ନେଇ ପ୍ରେମିକଙ୍କୁ ପିଟିପିଟି ହତ୍ୟା, ପ୍ରାଇଭେଟ୍‌ ପାର୍ଟ ମଧ୍ୟ କାଟି ଦେଇଥିଲେ : ଲୋକେ ପ୍ରେମିକାଙ୍କ…

ମୁଜାଫରପୁର : ଏକ ପ୍ରେମ ସଂପର୍କକୁ ନେଇ ବିହାରର ମୁଜାଫରପୁରରେ ଜଣେ ପ୍ରେମିକଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯୁବକଙ୍କୁ ବାଡି ଓ ଲୁହା ରଡରେ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଯିବା ସହିତ ତାଙ୍କ ପ୍ରାଇଭେଟ୍‌ ପାର୍ଟ ମଧ୍ୟ କାଟି ଦିଆଯାଇଥିଲା । ଏହି ଘଟଣା…
Read More...
error: Content is protected !!