ପ୍ରେମର ଦୁଃଖଦ ପରିଣତି : ପ୍ରେମିକାଙ୍କ ଆତ୍ମହତ୍ୟା ପରେ ପ୍ରେମିକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ
ଇନ୍ଦୋର : ଇନ୍ଦୋରରେ ପ୍ରେମିକ-ପ୍ରେମିକା ଶେଷରେ ମୃତ୍ୟୁକୁ ଆପଣେଇ ନେଲେ। ନାନା ବିବାଦ ମଧ୍ୟରେ ପ୍ରେମିକା ଜଣକ ନିଜକୁ ଟାଙ୍ଗି ଆତ୍ମହତ୍ୟା କରିଥିବା ବେଳେ ପରଦିନ ପ୍ରେମିକାଙ୍କ ମୃତ୍ୟୁ ଖବର ଶୁଣି ପ୍ରେମିକ ମଧ୍ୟ ଟ୍ରେନ ଆଗରେ ଡେଇଁ ପଡି ଆତ୍ମହତ୍ୟା କରିଥିଲେ । ତେବେ ପୋଲିସ ଏକ ମାମଲା!-->…
Read More...
Read More...