Browsing Tag

muribahal news

ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବର ଷଷ୍ଠ ଦିବସ : ଅକ୍ରୁର ପ୍ରେରଣ ଓ ଶ୍ରୀକୃଷ୍ଣ ବଳରାମଙ୍କୁ ଅଶ୍ରୁଳ…

ଯୋଗଦେଲେ ରାଜ୍ୟସଭା ସାଂସଦ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷାକଳାହାଣ୍ଡିର ବିଶିଷ୍ଟ ୟୁଟ୍ୟୁବର ଚନ୍ଦନ ଶତପଥୀଙ୍କୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ତଥା ମଥୁରା ନଗରୀରେ ଚାଲିଥିବା ପଞ୍ଚମ ବାର୍ଷିକ ବିରାଟ…
Read More...

ଟିକ୍ରାପଡ଼ା-ସୁର୍ଡା ରାସ୍ତା ନାଗଫେଣା ଗାଁ ନିକଟରୁ ୧୩ କେନ୍ଦୁଗଣ୍ଡି ସହ ମେକ୍ସ ପିକ୍‌ଅପ୍ ଜବତ

୩ଟି ରେଞ୍ଜର ମିଳିତ ଚଢାଉ, ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା, ଚୋରା ଚାଲାଣକାରୀ ଫେରାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ, ସଇଁତଲା ଓ ପାଟଣାଗଡ ରେଞ୍ଜ ଜଙ୍ଗଲ ବିଭାଗ ପକ୍ଷରୁ ଚଢ଼ାଉ କରି ଆଜି ବଡିଭୋର୍ ୩ଟାରେ ଟିକ୍ରାପଡ଼ା-ସୁର୍ଡା ରାସ୍ତାର ସଇଁତଲା…
Read More...

ଗୋଇମୁଣ୍ଡ ଅଞ୍ଚଳରୁ ଜଣେ ଶିକ୍ଷକଙ୍କ ନାବାଳିକା ଝିଅକୁ ଅପହରଣ ଘଟଣା : ବର୍ଷେ ପରେ ତୃତୀୟ ଅଭିଯୁକ୍ତ ଗିରଫ, ପୋକସୋ…

ପୂର୍ବରୁ କାର ଡ୍ରାଇଭର ସହ ଅପହରଣକାରୀ ଗିରଫ ଓ କାର ଜବତ ସହ ନାବାଳିକା ଉଦ୍ଧାର ହୋଇଥିଲେ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୋଇମୁଣ୍ଡ ପଞ୍ଚାୟତ ଅଞ୍ଚଳରୁ ଗତ ୨୦୨୨ମସିହା ଅକ୍ଟୋବର ମାସରେ ଜଣେ ଶିକ୍ଷକଙ୍କ ଅପହୃତ ନାବାଳିକା(୧୭)ଝିଅଙ୍କୁ ପୁଲିସ…
Read More...

ତୃତୀୟ ଦିବସରେ ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ

ଦେବକୀଙ୍କ ଷଢ଼ପୁତ୍ର ବିନାଶ ଓ ସ୍ୱର୍ଗପୁର ଆକ୍ରମଣ ମଞ୍ଚସ୍ଥଅଯୋଧ୍ୟାରେ କରସେବା କରିଥିବା ହଳଦୀର ସାଧୁରାମ୍ ପାଣିଗ୍ରାହୀଙ୍କୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନାମୁରିବାହାଲର ଦୁଇ ଡ଼ାକ୍ତରୀ ଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ…
Read More...

ଦେବଙ୍ଗ ଗ୍ରାମରେ ୧୨ତମ ନିଶାମଣି ଭୋଇ ମେମୋରିଆଲ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ

ଫାଇନାଲରେ ଖଲିଆଖମାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଦେବଙ୍ଗ ମିନି ଷ୍ଟାଡିୟମ ଖେଳ ପଡ଼ିଆଠାରେ ଚାଲିଥିବା ଦ୍ୱାଦଶତମ ନିଶାମଣି ଭୋଇ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ଟିକ୍ରାପଡା ଦଳ ଓ ଖଲିଆଖମାର ଦଳ ମଧ୍ୟରେ…
Read More...

ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସରେ କୋଶଲି କବିତା ପାଠୋତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ତଥା ମଥୁରା ନଗରୀରେ ଚାଲିଥିବା ପଞ୍ଚମ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଦ୍ୱିତୀୟ ଦିବସ ସନ୍ଧ୍ୟାରେ ପ୍ରଥମେ ମଞ୍ଚରେ ଏକ କୋଶଲି କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଆୟୋଜକ…
Read More...

ବାଙ୍କେଲ ଗ୍ରାମରେ ଦୁଇଦିନିଆ ସ୍ୱର୍ଗତା ସଜନା କୁମ୍ଭାର ସ୍ମାରକୀ ଆଥଲେଟିକ ମିଟ୍‌ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ଅନ୍ତର୍ଗତ ବାଙ୍କେଲ ଗ୍ରାମରେ ୨ୟ ବର୍ଷ ପାଇଁ ଦୁଇ ଦିନିଆ ସ୍ୱର୍ଗତା ସଜନା କୁମ୍ଭାର ସ୍ମାରକୀ ଆଥଲେଟିକ୍ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାର ଶେଷ…
Read More...

ତେନ୍ତୁଳିଖୁଣ୍ଟି ଗ୍ରାମରେ ଯୁବ ବିଜୁ ଜନତା ଦଳର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲ ବ୍ଲକ ଅଧିନସ୍ଥ ସିରୋଲ, ବଡ ତେନ୍ତୁଳିଖୁଣ୍ଟି, ମାଲିସିରା ସହ ଅନ୍ୟ କେତେକ ପଞ୍ଚାୟତର ଯୁବ ବିଜୁ ଜନତା ଦଳର ସକ୍ରିୟ କର୍ମକର୍ତ୍ତାଙ୍କ ନେତୃତ୍ୱରେ ଏକ ବିରାଟ ଯୁବ ବନ୍ଧୁ…
Read More...

ଚଣାବାହାଲ ଗାଁରୁ ବିବାହ ଠିକ୍ ହୋଇଥିବା ଜଣେ ୧୮ ବର୍ଷୀୟା ଯୁବତୀ ଫେରାର : ଥାନାରେ ନିଖୋଜ ମାମଲା ରୁଜ୍ଜୁ

ଗାଁ ସ୍କୁଲର ଜଣେ ଶିକ୍ଷକଙ୍କ ସହ ଫେରାର ଚର୍ଚ୍ଚା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ଗାଁର ଜଣେ ବିବାହ ଠିକ୍ ହୋଇଥିବା ୧୮ବର୍ଷୀୟା ଯୁବତୀ ଘରୁ ଫେରାର ହୋଇଯାଇଥିବା ବେଳେ ଏ ସମ୍ପର୍କରେ ପରିବାର ଲୋକେ ଥାନାରେ ଏକ ନିଖୋଜ ଏତଲା…
Read More...

ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ

ମଥୁରା ନଗରୀରେ ମହାରାଜ କଂସଙ୍କ ରାଜ ଦରବାର ଆରମ୍ଭବିଶିଷ୍ଟ କଳାକାର ଯୁଗଳ ସାହୁ ସମ୍ବର୍ଦ୍ଧିତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ତଥା ମଥୁରା ନଗରୀରେ ପଞ୍ଚମ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ଗୁରୁବାର ସଂଧ୍ୟାରେ ଏକ ଭବ୍ୟ…
Read More...