Browsing Tag

malakngiri news

ମାଲକାନଗିରି ଜିଲ୍ଲା ସୀମାନ୍ତରେ ଗୁଳି ବିନିମୟ : ୩ ଦୁର୍ଦ୍ଦାନ୍ତ ମାଓବାଦୀ ନିପାତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଛି । କରିଗୁଟା ଜଙ୍ଗଲରେ ପୁଲିସ ଏନକାଉଣ୍ଟରରେ ତିନି ହାର୍ଡ କୋର ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଗୋଟିଏ ଏଲ୍‌ଏମ୍‌ଜି, ଗୋଟିଏ ଏକେ-୪୭ ବନ୍ଧୁକ ସହ
Read More...

ସୀମାନ୍ତରେ ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଓବାଦୀଙ୍କ ଗଡ଼ ରୂପେ ପରିଚିତ ଛତିଶଗଡରେ ମାଓବାଦୀଙ୍କୁ ଶକ୍ତ ଝଟ୍‌କା ଲାଗିଛି । ସୋମବାର ସିଆରପିଏଫ୍‌ର ଦାନ୍ତୱୋଡା ଡେପୁଟି ରେଞ୍ଜର କମଳାଲୋଚନ କଶ୍ୟପ ଓ ପୋଲିସ୍‌ ସୁପରିଟେଣ୍ଡେଣ୍ଟ ଅଞ୍ଜାନେୟ ଭର୍ସନିଙ୍କ ନିକଟରେ ୧୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡିଛି ।
Read More...

କୁମ୍ଵିଂ ଅପରେସନ ବେଳେ ମାଓ ଡମ୍ପ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ମାଓ ଡମ୍ପ ଠାବ ହୋଇଥିବା ଜଣାପଡିଛି । ନକ୍ସଲ ଦମନ ପାଇଁ ଜିଲ୍ଲାରେ ମୁତୟନ ହୋଇଥିବା ୮୮ ବାଟାଲିଆନ ବିଏସଏଫ ଯବାନମାନେ ଗତକାଲି କୁମ୍ଵିଂ ଅପରେସନ ପାଇଁ ବାଲିମେଳା ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ମାଓବାଦୀମାନେ ମାଟି ତଳେ ପୋତି ରଖିଥିବା
Read More...

ପ୍ରେମ ପାଇଁ ପ୍ରେମୀ ଯୁଗଳଙ୍କୁ ବାଉଁଶରେ ବାନ୍ଧି ମାଡ଼, ଭିଡ଼ିଓ ଭାଇରାଲ

ମାଲକାନଗିରି : ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି । ପ୍ରେମ ପାଇଁ ପ୍ରେମୀ ଯୁଗଳଙ୍କୁ ବାଉଁଶରେ ବାନ୍ଧି ମାଡ଼ ଦିଆଯାଉଥିବା ଭଳି ଏକ ନୃଶଂସ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ମାଲକାନଗିରି ସୀମାନ୍ତ ବଡ଼ଗୋଇ ଅଂଚଳରେ ଏହି ଘଟଣା ଘଟିଛି । ଘଟଣାଟି ଅମାନବିକତାର ଚରମ
Read More...

ନୃଶଂସ ହତ୍ୟାକା‌ଣ୍ଡ : ସ୍ୱାମୀର ଲାଠିମାଡ଼ରେ ସ୍ତ୍ରୀ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଏମଭି-୭୯ ଥାନା ଅନ୍ତର୍ଗତ ରାଜୁଳକୁଣ୍ଡା ଗ୍ରାମରେ ଏକ ନୃଶଂସ ହତ୍ୟାକ‌ଣ୍ଡ ଘଟିଛି ବୋଲି ଖବର ମଳିଛି । ସ୍ୱାମୀ ସୋମା କବାସୀ ନିଜ ସ୍ତ୍ରୀ ଇର୍ମେ କବାସୀକୁ କୌଣସି କାରଣରୁ ଶନିବାର ସକାଳ ୭ଟା ବେଳେ ଲାଠିରେ ଆକ୍ରମଣ କରିଥିଲା । ଫଳରେ
Read More...