Browsing Tag

lamtaput news

୨୬ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପାଡୁଆ ପୋଲିସ

ଲମତାପୁଟ : ପୋଲିସର କଡାସୁରକ୍ଷା ନେଇ ଜାରି ରହିଛି ଅପ୍ରେସନ ଗ୍ରୀନ କ୍ଲିନ । ଗଞ୍ଜେଇ ଗଛ ଅମଳ ସମୟ ପୂର୍ବରୁ ପୋଲିସ ମାଳି ଭୀମଡଳ, ପରଜା ଭୀମ ଡଳ ଏବଂ ମାଳି ଆମ୍ବେଲ ଗ୍ରାମ ନିକଟ ଅଞ୍ଚଳରୁ ଗଞ୍ଜେଇଚାଷ ନଷ୍ଟ କରିଛି । କୋରାପୁଟ ପୋଲିସ, ଡିବିଏଫ୍‌, ବନବିଭାଗ ସ୍ଥାନୀୟ ମାଜିଷ୍ଟ୍ରେଟ୍‌ଙ୍କ
Read More...

ବିଷାକ୍ତ ଖାଦ୍ୟ ଖାଇ ୫୦ ଅସୁସ୍ଥ

ଲମତାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ କସ୍ତୁରବା ଗାନ୍ଧୀ ଛାତ୍ରୀବାସରେ ଅଘଟଣ । ରାତି ୯ଟାରେ ଭୋଜନ ଖାଇ ଅଚାନକ ପ୍ରାୟ ୫୦ ଜଣ ଛାତ୍ରୀ ଝାଡ଼ାବାନ୍ତି ସହ ପେଟ ବ୍ୟଥାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତୁରନ୍ତ ଡାକ୍ତରୀ ଟିମ୍‌କୁ ଖବର ଦିଆଯାଇଥିଲା । ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର
Read More...

କୋଲାବ ଜଳଭଣ୍ଡାରରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଲମତାପୁଟ : ବୁଧବାର ସଂଧ୍ୟାରେ ଶୌଚ ହେବାକୁ ଯାଇଥିଲେ ଟିକରପଡ଼ା ଗାଁର ରଇଲା ବଡ଼ନାୟକ । ବିଳମ୍ବିତ ରାତି ପରେ ମଧ୍ୟ ଘରକୁ ଫେରିନଥିଲେ ରଇଲା । ପରିବାର ଲୋକେ ବହୁତ ଖୋଜାଖୋଜି କଲା ପରେ ବି କୌଣସି ପତ୍ତା ପାଇନଥିଲେ । ଶେଷରେ ନିଖୋଜ ମହିଳାଙ୍କ ମୃତଦେହ ଶନିବାର ଦିନ କୋଲାବ ଜଳଭଣ୍ଡାରରେ
Read More...

ଲମତାପୁଟରେ ୭ ଡିଗ୍ରୀ ତଳକୁ ଖସିଲା ପାରଦ

ଲମତାପୁଟ : କୋରାପୁଟର କାଶ୍ମୀର ନାମରେ ଜଣାଶୁଣା ଲମତାପୁଟରେ ୭ ଡିଗ୍ରୀ ତଳକୁ ରହୁଛି ପାରଦ । ଜାରି ରହିଛି ହାଡ଼ଭଙ୍ଗା ଶୀତ ଲହରୀ । ଦିନ ୧୨ଟା ଯାଏ କୁହୁଡି ଘେରାରେ ରହୁଛି ସାରା ଅଞ୍ଚଳ । କୁହୁଡି ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଲାଣି । ଲମତାପୁଟ ଅଞ୍ଚଳରେ ଶୀତ ପ୍ରକୋପ ଦେଖିବାକୁ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ

ଲମତାପୁଟ : ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓଙ୍କ ନେତୃତ୍ୱରେ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଜଲାପୁଟ ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲେ । କାରଣ ଗଞ୍ଜେଇ ଚାଲଣ ହେଉଥିବା ନେଇ
Read More...

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ଲମତାପୁଟ : ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା । ଆନ୍ଧ୍ରରୁ ମହାରାଷ୍ଟ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ମାଛକୁଣ୍ଡ ପୋଲିସ । ବିଶେଷ ସୂତ୍ରରୁ ପାଇ ଖବର କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ମିଳିତ ଭାବରେ ବଙ୍ଗତଲବୀର
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ : ୩ ଗିରଫ

ଲମତାପୁଟ : ପାଡୁଆ ଏବଂ ମାଛକୁଣ୍ଡ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବାଲଡ଼ା ଗାଁ ନିକଟରୁ ୩୦ କେ.ଜିର ଗଞ୍ଜେଇ ଜବତ ହୋଇଛି । ଏହା ସହିତ ୩ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ପୋଲିସ କାବୁ କରିଛି । ଗିରଫ ତିନି ଜଣ ମହାରାଷ୍ଟ୍ର ପୁଣେ ଅଞ୍ଚଳର ଅଭିଷେକ ଦୁବେ, ଶିବମ୍‌ ବାଦ୍ରେ, ସାଗର
Read More...

ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କଲା ମାଛକୁଣ୍ଡ ପୋଲିସ

ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କମେଲ ଏବଂ ପାଲାମ ଅଞ୍ଚଳରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ । କଡ଼ା ସୁରକ୍ଷା ମଧ୍ୟରେ ମାଛକୁଣ୍ଡ, ଲମତାପୁଟ, ଜୋଲାପୁଟ, କୋରାପୁଟ ପୋଲିସ, ଡି.ବି.ଏଫ, ଅବକାରୀ ବିଭାଗ, ବନ ବିଭାଗ ଏବଂ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ

ଲମତାପୁଟ : ଲମତାପୁଟ ପୋଲିସକୁ ମିଳିଲା ବଡ଼ ସଫଳତା । ଲମତାପୁଟ ଅଞ୍ଚଳରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ କଡ୍ରି ମନ୍ଦିର ନିକଟରେ ମାଡ଼ି ବସିଲା ପୋଲିସ । ଘଟଣାସ୍ଥଳରୁ ଡ୍ରାଇଭର୍ ଫେରାର୍ ଜଣେ ଗିରଫ । ସୂଚନାନୁଯାୟୀ, ଲମତାପୁଟ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ କଡ୍ରି ମନ୍ଦିର
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ

ଲମତାପୁଟ : ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ଲମତାପୁଟ ଜଲାହଞ୍ଜର ଗ୍ରାମକୁ ଗଞ୍ଜେଇ ଚାଲଣ ବେଳେ ମାଡ଼ିବସିଲା ପୋଲିସ । ପୋଲସ ପେଟ୍ରୋଲିଂ କରୁଥିବା ବେଳେ ଦେଉଳପଡ଼ା ଛକରେ ଗଞ୍ଜେଇ କାଉଡ଼ି ନେଇ ରାସ୍ତା ପାର ହେଉଥିବା ବେଳେ ପୋଲିସ ଗାଡ଼ି ଦେଖି ମାଫିଆମାନେ ଗଞ୍ଜେଇ ଛାଡ଼ି
Read More...