Browsing Tag

kokashara news

ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହେଲେ ଓଡିଆ ପୁଅ ନାରାୟଣ ଚୌଧୁରୀ

କୋକସରା : କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟାଣାରେ ସମ୍ମାନିତ ହେଲେ ଓଡିଆ ପୁଅ ନାରାୟଣ ଚୌଧୁରୀ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟାଣାର ୯ମ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସାମର ପୂର୍ବତନ ରାଜ୍ୟପାଳ ତଥା ବର୍ତ୍ତମାନ ମିଜୋରାମ, ନାଗାଲାଣ୍ଡର ରାଜ୍ୟପାଳ ଥିବା ପ୍ରଫେସର
Read More...

ଟ୍ରାକ୍ଟର ପଛପଟ ଡାଲାରୁ ପଡ଼ି ଶ୍ରମିକ ମୃତ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଚିତାମୁଣ୍ଡା ସ୍କୁଲ ବୁଲାଣି ନିକଟରେ ଶନିବାର ରାତିରେ ଟ୍ରାକ୍ଟର ପଛପଟ ଡାଲାରୁ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, କୋକସରା ଥାନା ଅନ୍ତର୍ଗତ ଚିତାମୁଣ୍ଡା ସ୍କୁଲ ବୁଲାଣି ନିକଟରେ ଶନିବାର ରାତିରେ
Read More...

କଳାହାଣ୍ଡି ବ୍ଲକସ୍ତରୀୟ ଫୁଟବଲ ମ୍ୟାଚ୍‌ : ଫାଇନାଲରେ ଫୁଫଗା ଟିମ୍ ଚମ୍ପିୟାନ

କୋକସରା : କଳାହାଣ୍ଡି ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ ଘୁମୁରା ପାଇଁ କୋକସରା ବ୍ଲକସ୍ତରୀୟ ଫୁଟବଲ ଖେଳ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କୋକସରା କସ୍ତୁରବା ଖେଳ ପଡ଼ିଆରେ ୪ଟି ଟିମ୍‌ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ମ୍ୟାଚ୍‌ ଟେମରା ଓ ଫୁଫଗା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଛି ।
Read More...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ । ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଏକ ମକା ବୋଝେଇ ଓଡ଼ି.୦୫.ଏକ୍ୟୁ ୧୧୪୯ ନମ୍ଵର ବିଶିଷ୍ଟ ଟ୍ରକ୍ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି
Read More...

କୋକସରା ବ୍ଲକସ୍ତରୀୟ କ୍ରୀଡା ଓ ଖେଳ ଅଭିଯାନ ଉଦ୍‌ଘାଟିତ

କୋକସରା : କୋକସରା ବ୍ଲକସ୍ତରୀୟ ଖେଳ ଓ କ୍ରୀଡା ଉଦ୍‌ଘାଟିତ ହୋଇଯାଇଛି । କୋକସରା ବ୍ଲକ ସଦର ଜବାହାର ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କ୍ରୀଡା ଉତ୍ସବକୁ ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣାରେ ଅଭିଯୁକ୍ତ ୨ ଭାଇଙ୍କୁ କୋର୍ଟ ଚାଲାଣ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗ୍ରାମରେ ଗତ ସୋମବାର ସେହି ଗ୍ରାମର ଯୁବକ ଦୟାନିଧି ଦୁଣ୍ଡକିଆ(୫୨)ଙ୍କୁ ଗାଁ ପାଖ ଏକ ଧାନ ଖଳାରେ ନୃଶଂସ ଭାବେ ପଥରରେ ଛେଚି ହତ୍ୟା ଅଭିଯୋଗ ହୋଇଥିଲା । ଜମିବାଡ଼ି ବିବାଦକୁ ନେଇ ହତ୍ୟା କରିଥିବା ମୃତକଙ୍କ ସ୍ତ୍ରୀ ସାଧନୀ
Read More...

ଗରମ ଚା’ରେ ବସିପଡ଼ିବାରୁ ଶିଶୁ ଗୁରୁତର

କୋକସରା : ଗରମ ଚା'ରେ ବସିପଡ଼ିବାରୁ ଜଣେ ଶିଶୁ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମର କସ୍ତୁରୀ ନଗରପଡ଼ାରେ ରହୁଥିବା ଚତୁର୍ଭୁଜ ପୋଢ଼ଙ୍କ ୪ ବର୍ଷର ପୁଅ ଗୋବିନ୍ଦ ବୁଧବାର ଚୁଲିରେ ଥିବା ଗରମ ଚା'ରେ ବସିପଡ଼ିବାରୁ ଗୁରୁତର ହୋଇଛନ୍ତ । ପରିବାର
Read More...

ସ୍ୱେଚ୍ଛାସେବୀଙ୍କ ହସ୍ତକ୍ଷେପ ପରେ କ୍ଷମାକାନ୍ତିଙ୍କୁ ମିଳିଲା ହୁଇଲ ଚେୟାର

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ କାଶିବାହାଲ ଗାଁର ଭଗବାନ ସରାଫଙ୍କ ଝିଅ କ୍ଷମାକାନ୍ତି ସରାଫ ମାଟ୍ରିକ ଶ୍ରେଣୀ ପର୍ଯ୍ୟନ୍ତ ବହୁତ ସୁନ୍ଦର ଭାବରେ ପଢାପଢି କରିବା ସହ ଭଲ ଥିଲେ । ହେଲେ ପରୀକ୍ଷା ସରିବା ପରେ ଧୀରେ ଧୀରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା
Read More...

ବାଇକ୍‌ ଡିକି ଭାଙ୍ଗି ୬ ଲକ୍ଷ ଲୁଟ୍‌ ଅଭିଯୋଗ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟେର ଛକ ନିକଟରେ ବାଇକ୍‌ ଡିକି ଭାଙ୍ଗି ୬ ଲକ୍ଷ ଲୁଟ୍‌ ହୋଇଥିବା ନେଇ ବାପପୁଅ କୋକସରା ପୋଲିସରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ କୋକସରା ପୋଲିସ ଅଧିକାରୀ ପ୍ରସନ୍ନ ବେହେରା ସହ ପୋଲିସ ଟିମ୍‌ ମୋଟେର ଛକରେ ପହଞ୍ଚି ବିଭିନ୍ନ ସ୍ଥାନରେ
Read More...

ନାଗସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

କୋକସରା : ନାଗସାପ କାମୁଡାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ପିପିଲିଝାପର ଗ୍ରାମର ରୁପାଲି ମାଝୀ(୩୦) ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ରୁପାଲି ଘରେ ଶୋଇଥିବା ସମୟରେ ଏକ ନାଗସାପ ତାଙ୍କୁ କାମୁଡିଥିଲା । ପରିବାର ଲୋକେ ତାଙ୍କୁ କୋକସରା
Read More...