pakka

ନାଗସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

bbehera

କୋକସରା : ନାଗସାପ କାମୁଡାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ପିପିଲିଝାପର ଗ୍ରାମର ରୁପାଲି ମାଝୀ(୩୦) ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ରୁପାଲି ଘରେ ଶୋଇଥିବା ସମୟରେ ଏକ ନାଗସାପ ତାଙ୍କୁ କାମୁଡିଥିଲା । ପରିବାର ଲୋକେ ତାଙ୍କୁ କୋକସରା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

jay balangir
Leave A Reply

Your email address will not be published.

one × one =

error: Content is protected !!