Browsing Tag

khaprakhol news

ଅତି ଶୀଘ୍ର ଲାଠୋର ଡାକ୍ତରଖାନାରେ ଏମବିବିଏସ୍ ଡାକ୍ତର ନିଯୁକ୍ତି ନକଲେ ଆନ୍ଦୋଳନ ହେବ : ଗ୍ରାମବାସୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଲାଠୋର ଡ଼ାକ୍ତରଖାନାରେ ଦୀର୍ଘ ଛଅ ମାସ ହେଲାଣି ଏମ୍ ବି ବିଏସ୍ ଡାକ୍ତର ପଦବୀ ଖାଲି ପଡ଼ିଛି । ଡାକ୍ତର ନଥିବାରୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତର ନିଯୁକ୍ତି ପାଇଁ ବାରମ୍ବାର ଦାବୀ ହେଉଥିଲେ ମଧ୍ୟ କୌଣସି ସୁଫଳ
Read More...

ଆର୍ଯ୍ୟ ସମାଜର ରୌପ୍ୟ ଜୟନ୍ତୀ ସମାରୋହ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଫୁଲକିମୁଣ୍ଡା ଆର୍ଯ୍ୟ ସମାଜର ରୌପ୍ୟ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ପ୍ରଥମେ କଳସ ଶୋଭାଯାତ୍ରା ହୋଇଥିଲା । ପରେ ବିଶ୍ଵ ଶାନ୍ତି ମହାଯଜ୍ଞ ପାଇଁ ୨୧ କୁଣ୍ଡୀୟ ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଆୟୋଜକ ଡଃ. ହରିଭାଇ ଆର୍ଯ୍ୟନଙ୍କ
Read More...

ଅଧିକାରୀ‌ଙ୍କ ହରିଶଙ୍କର ପରିଦର୍ଶନ

ଖ୍ରପାଖୋଲ, (କ୍ରିଷ୍ଣା ସେଠୀ) : ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାର୍ଶଦାତା ଭିନିଲ କ୍ରିଷ୍ନା, ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ, ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା, ବଲାଙ୍ଗୀର ଏସପି ନିତିନ କୁଶଲକର ପ୍ରମୁଖ ପହଁଚି
Read More...

ପୁଣି ଦାଦନ ଦୁଃଖ : ଦାଦନ ଶ୍ରମିକ ହୋଇ ଗଲେ, ଶବ ହୋଇ ଫେରିଲେ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : କେତେ ଆଶା ଭରସା କରି ଦି' ପଇସା ରୋଜଗାର ଆଶାରେ ସୁଦୂର ତେଲେଙ୍ଗାନାକୁ ଦାଦନ ଶ୍ରମିକ ଭାବେ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ସେଠାରେ ଏକ ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ଲାଠୋର ତଳିପଡାର କାର୍ତ୍ତିକ ପୁଟେଲ(୪୫)
Read More...

ଲାଠୋର ମାଁ ବସ୍ତ୍ରେନ ଡ୍ରାଇଭର ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ମା ବସ୍ତ୍ରେନ ଡ୍ରାଇଭର ସଂଘ ତରଫରୁ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ୫ତମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବସ୍ତ୍ରେନ ଡ୍ରାଇଭର ସଂଘର ସଭାପତି ଅନ୍ତର୍ୟ୍ୟାମୀ ସେଠଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଭାବେ
Read More...

ଉପଖଣ୍ଡିୟ ସ୍ତରୀୟ ଯୁବ ସାମ୍ବାଦିକମାନଙ୍କ ବୈଠକ ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠି) : ଆଜି ଖପ୍ରାଖୋଲ ବ୍ଲକ ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ପାଟଣାଗଡ଼ ଉପଖଣ୍ଡିୟ ସ୍ତରୀୟ ଯୁବ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସାମ୍ବାଦିକମାନଙ୍କର ସୁରକ୍ଷା ଓ ଭବିଷ୍ୟତ କାର୍ୟ୍ୟପନ୍ଥାକୁ ନେଇ ସଭାରେ ଆଲୋଚନା ହୋଇଥିଲା ।
Read More...

ଫୁଲଝର କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଫୁଲଝର ଗ୍ରାମର ଦିଲଖୁସ୍ ଖେଳପଡିଆରେ ଫ୍ରେଣ୍ଡସ କ୍ଲବ ଆନୁକୂଲ୍ୟରେ ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହୋଇଥିବା କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଡେଡେଙ୍ଗା ଏବଂ କୁମାରଖେନ୍ ମଧ୍ୟରେ ପ୍ରତିଯୋଗିତା
Read More...

ଲାଠୋର ଓଡ଼ିଆ ବଣିକ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଲାଠୋର ଓଡ଼ିଆ ବଣିକ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ଷ ଯାକର ଆୟ ବ୍ୟୟର ହିସାବ କରାଯିବାସହ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଗତବର୍ଷ କୋରୋନା ଯୋଗୁଁ ବ୍ୟବସାୟୀ ମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା
Read More...

ଫ୍ରେଣ୍ଡସ କ୍ଲବ କ୍ରିକେଟ ଟୁର୍ନାମେଣ୍ଟ : ଫାଇନାଲରେ କଁସାପଲା ଦଳ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଗତକାଲି ଖପ୍ରାଖୋଲ ବ୍ଲକ ଫୁଲଝର୍ ଗ୍ରାମର ଫ୍ରେଣ୍ଡସ କ୍ଲବ ପକ୍ଷରୁ ଦିଲଖୁସ୍ ଖେଳପଡିଆରେ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଁସାପଲା ଏବଂ କୁମାରଖେନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ କଁସାପଲା ଦଳ ବିଜୟୀ ହୋଇ ଫାଇନାଲକୁ
Read More...

ଦରଦୀ ମଣିଷ ଲଳିତ ନାୟକଙ୍କ ଶୋକସଭା

ଖପ୍ରାଖୋଲ, (କିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଠାରେ ଆଜି ସମାଜସେବୀ ସୁଶିଲ ଅଗ୍ରୱାଲଙ୍କ ନେତୃତ୍ୱରେ ଗରିବ ଜନତାଙ୍କ ସାଥି ସମାଜସେବୀ ଦରଦୀ ମଣିଷ ଲଳିତ ନାୟକଙ୍କ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ କୁଞ୍ଜବିହାରୀ ସରାଫ୍,
Read More...