Browsing Tag

khaprakhol news

ଗୋଲଡେନ ଇଗଲେ ୨୧ତମ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ ଉଦଯାପିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସହାଜପାଣି ପଞ୍ଚାୟତର ଫୁଲକିମୁଣ୍ଡା ହାଇସ୍କୁଲ ପଡିଆ ଠାରେ ୨୧ତମ କ୍ରିକେଟ ଟୁର୍ଣ୍ଣକ୍ଷମେଣ୍ଟ ଆରମ୍ଭ ହୋଇଥିଲା । ଏହି ମ୍ୟାଚରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ କର୍ଲା କୁଟୁନା ଓ କୁରଲୁମାଲ ଦଳ ଫାଇନାଲ
Read More...

ଖପ୍ରାଖୋଲରେ ନୂତନ ପେଟ୍ରୋଲ ପମ୍ପ ଉଦ୍‌ଘାଟିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଲୋକମାନଙ୍କ ହିତକୁ ଦୃଷ୍ଟିରେ ରଖି ଖପ୍ରାଖୋଲରେ ଏକ ନୂତନ ପେଟ୍ରୋଲ ପମ୍ପ ଉଦ୍‌ଘାଟିତ ହୋଇଯାଇଛି । ଲୋକେ କିପରି ସ୍ବଚ୍ଛ ପେଟ୍ରୋଲ, ଡିଜେଲ ସୁଲଭ ମୂଲ୍ୟରେ ପାଇ ପାରିବେ, ଏହା ହିଁ ଆମର ପ୍ରଥମ ଲକ୍ଷ୍ୟ ବୋଲି ଫିଲିଙ୍ଗ ଷ୍ଟେସନର ମାଲିକ ସୁନିଲ କୁମାର ପ୍ରଧାନ
Read More...

ନାନ୍ଦୁପଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅଙ୍ଗନବାଡ଼ି କର୍ମୀଙ୍କ ବାର୍ଷିକ ବୈଠକ ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ କାର୍ୟ୍ୟାଳୟ ଠାରେ ଅଲ ଓଡିଶା ଲେଡିସ ଅଙ୍ଗନୱାଡି ୱାର୍କସ ଆସୋସିଏସନର ନିଷ୍ପତ୍ତି କ୍ରମେ ରବିବାର ହେମବତି ସୁନାଙ୍କ ଅଧ୍ୟକ୍ଷତାରେ ସଂଘର ବାର୍ଷିକ ବୈଠକ ସହ ନୂତନ କର୍ମକର୍ତ୍ତା ଚୟନ ହୋଇ ଯାଇଛି ।
Read More...

ସୋନିଆ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଖପ୍ରାଖୋଲ, ( କ୍ରିଷ୍ଣା ସେଠୀ) : ଲାଠୋର ହାଇସ୍କୁଲ ଖେଳପଡିଆ ରେ ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଆନ୍ତଃ ରାଜ୍ୟ ସୋନିଆ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚ୍‌ ଭିଲାଇ ଏବଂ ରାୟପୁର ମଧ୍ୟରେ ଖେଳା ଯାଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି
Read More...

ଚାଷୀ ସମସ୍ୟା ନେଇ ଖପ୍ରାଖୋଲ ବିଜେପି ତରଫରୁ ରାସ୍ତାରୋକ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ବଲାଙ୍ଗିର ଖପ୍ରାଖୋଲ ବ୍ଲକର ଖପ୍ରାଖୋଲ ଓ ଧଣ୍ଡାମୁଣ୍ଡାରେ ବିଜେପି ତରଫରୁ ରାସ୍ତା ଅବରୋଧକରାଯାଇଥିଲା । ଚାଷୀଙ୍କ ହିତପାଇଁ ତଥା ମଣ୍ଡିରେ ପଡିଥିବା ଧାନ ଉଠାଇବା କଟନୀ ଛଟନୀ ବନ୍ଦ କରିବା ଟୋକନ ପାଇ ନଥିବା ଚାଷୀଙ୍କୁ ଟୋକନ ଯୋଗାଇ ଧାନ କିଣିବା
Read More...

ଚାଷୀମାନଙ୍କ ହିତକୁ ନେଇ ବିଜେପି ପକ୍ଷରୁ ରାସ୍ତା ରୋକ

ଖ୍ରପାଖୋଲ, (କ୍ରିଷ୍ଣା ସେଠୀ) : ଆଜି ସକାଳ ୧୦ ଟାରୁ ୧ ଟା ପର୍ୟ୍ୟନ୍ତ ଚାଷୀମାନଙ୍କ ହିତକୁ ନେଇ ଲାଠୋର କଲେଜ ଛକ ଠାରେ ବିଜେପି ପକ୍ଷରୁ ରାସ୍ତା ରୋକ କରାଯାଇଛି । ମଣ୍ଡିରେ ହେଉଥିବା କଟନୀ ଛଟନୀ, ଲେଫସ୍ ହେଇଥିବା ଟୋକନ ପୁନଃ କାର୍ଯ୍ୟକ୍ଷମ କରିବା, ମଣ୍ଡିରେ ପଡି ରହିଥିବା ଧାନ ଶୀଘ୍ର
Read More...

ବେନ୍ଦେର ଉପ ନିର୍ବାଚନ : ସମିତି ସଭ୍ୟ ଭାବେ ଅରୁଣ ପ୍ରଧାନ ବିଜୟୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବେନ୍ଦେର ପଞ୍ଚାୟତ ପୂର୍ବ ସମିତି ସଭ୍ୟ ଲକ୍ଷ ପ୍ରଧାନଙ୍କ କୌଣସି କାରଣରୁ ମୃତ୍ୟୁ ହୋଇଥିବା ବେଳେ ସେବେଠୁ ସମିତି ସଭ୍ୟ ପଦ ଖାଲି ପଡିଥିଲା । ଏହି ଉପ ନିର୍ବାଚନରେ ଦୁଇ ଜଣ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଭୋଟରେ ଉଠିଥିବା
Read More...

ବ୍ଳକ ସ୍ତରୀୟ ବିଂଝାଲ ସମାଜ କମିଟି ଗଠନ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଳକ ମାଟିଆଭଟା ପଞ୍ଚାୟତ ମାଟିଆଭଟା ଗ୍ରାମର ବସ୍ତ୍ରେନ ମନ୍ଦିର ଠାରେ ବ୍ଳକ ସ୍ତରୀୟ ବିଂଝାଲ ସମାଜର ଏକ ବୈଠକ ପୂର୍ବତନ ସଭାପତି ଲୋଚନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭାପ୍ରାରମ୍ଭରେ ସମାଜର
Read More...

ବେନ୍ଦେର ଜଙ୍ଗଲରୁ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ବେନ୍ଦେର ଜଙ୍ଗଲର ତେଙ୍ଗନାବସା ନାଳରୁ ଏକ ବୃଦ୍ଧଙ୍କ ଗଳିତ ଶବ ଲାଠୋର ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ବଡ଼ଗୁର୍ଜିଭଟା ଗ୍ରାମର ମନୁଲାଲ ବରିହା (୬୩) ଗତ ୩ତାରିଖରେ ସାଇକେଲ ଯୋଗେ
Read More...

୨୮ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (କ୍ରି‌ଷ୍ଣା ସେଠୀ): ବଲାଙ୍ଗିର ଜି‌ଲ୍ଲାରେ ମାତିଲେ ଗଞ୍ଜେଇ ମାଫିଆ । ଖପ୍ରାଖୋଲ ବ୍ଳକର ମାଲପଡା ଗାଁ ନିକଟରେ ଥିବା ଏକ ପାଳଗଦା ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ପ୍ରାୟ ୪କୁଇଣ୍ଟାଲ ୬୮ କେଜିର ଗଞ୍ଜେଇ ଜବତ କରାଯାଇଥିବା ସୂଚନା ମିଳିଛି । ଏହି ଗଞ୍ଜେଇକୁ
Read More...