ବାଗଝରଣ ଗାଁରୁ ରନ୍ଧା ମଦ ସହ ଦୁଇ ଜଣ ଗିରଫ
ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ଥାନା ମହରାପଦର ପଞ୍ଚାୟତ ଅନ୍ତର୍ଗତ ବାଗଝରଣ ଗ୍ରାମରେ ପାଟଣାଗଡ଼ ଅବକାରୀ ବିଭାଗ ଦୁଇ ଜଣକୁ ଗିରଫ କରିଛି । ସୂଚନା ଅନୁସାରେ ପାଟଣାଗଡ଼ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ବେଳେ ବେଆଇନ ମଦ କାରବାର କରୁଥିବା ସୂଚନା ପାଇ ବାଗଝରଣ ଗ୍ରାମର କେଶବ ଭୋଇ!-->…
Read More...
Read More...