jsm

ଅସହାୟକୁ ସହଯୋଗର ହାତ ବଢାଇଲା ସ୍ୱାଭିମାନ ପରିବାର

csstore

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଅସହାୟକୁ ସହଯୋଗର ହାତ ବଢାଇଲା ସ୍ୱାଭିମାନ ପରିବାର । ସୂଚନାଯୋଗ୍ୟ ଯେ, ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲୁହାସିଂହା ଗ୍ରାମର ଚନ୍ଦ୍ରଭାନୁ ଜଗତ ଛଅ ମାସ ତଳେ ଏକ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସେବେଠାରୁ ତାଙ୍କର ଆଖି ଦିଶୁନାହିଁ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏହି ଖବର ଜାଣିବା ପରେ ସ୍ୱାଭିମାନ ପରିବାରର ସଭାପତି ରମ୍ୟରଞ୍ଜନ ସାହୁଙ୍କ ନେତୃତ୍ୱରେ ସ୍ୱାଭିମାନ ପରିବାରର ସଦସ୍ୟ ଆଶିଷ କୁମାର ଶତପଥୀ, ଯୋଗେଶ୍ୱର ସାହୁ, ଶରତ ଦଣ୍ଡସେନା, ସୁଶାନ୍ତ ଧରୁଆ, ଅବିନାଶ ଦାଶ, ଜନକ ତାଣ୍ଡି, କାନ୍ତ ମେହେର ପୀଡିତ ପରିବାର ଘରେ ପହଞ୍ଚି ଉତ୍ତମ ଚିକିତ୍ସା ପାଇଁ ପ୍ରତିଶୃତି ଦେଲେ ।

yuvodaya
Leave A Reply

Your email address will not be published.