ଏ/୧୮୯ ବାଟାଲିୟନ ସିଆରପିଏଫ୍ ତରଫରୁ ‘ହର ଘର ତ୍ରିରଙ୍ଗା’ ଶୋଭାଯାତ୍ରା
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ୭୭ତମ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଦେଶରେ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅଧୀନରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଏ/୧୮୯ ବାଟାଲିୟନ ସିଆରପିଏଫ୍ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସତ୍ୟବୀର ସିଂଙ୍କ!-->…
Read More...
Read More...