ବିଭିନ୍ନ ଅପରାଧରେ ଜଡିତ ଥାଇ ବର୍ଷ ବର୍ଷ ଧରି ଫେରାର ଥିବା ଦୁଇ ଜଣ ଅଭିଯୁକ୍ତକୁ ଗିରଫ କଲା ଖପ୍ରାଖୋଲ ପୋଲିସ
ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ସାନଉଡେନ ଗାଁର ଜଣେ ଯୁବତୀଙ୍କୁ ଅସଦାଚରଣ କରି ତିନି ବର୍ଷ ହେଲା ଫେରାର ଥିବା ଅଭିଯୁକ୍ତକୁ ଖପ୍ରାଖୋଲ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ହେଲେ ସାନଉଡ଼େନ ଗାଁର କପିଳ ଦୀପ (୩୦)!-->…
Read More...
Read More...