Browsing Tag

khaprakhol news

ଇନ୍ଦ୍ରମଣି ସାହୁ ଜୟନ୍ତୀ ଓ ନୂଆଁଖାଇ ଭେଟ୍‌ଘାଟ୍‌

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପବିତ୍ର ଧର୍ମପୀଠ ହରିଶଙ୍କରରେ ନୂଆଁଖାଇ ଭେଟ୍‌ଘାଟ୍‌ ଓ କୋଶଲି ବାଲ୍ମିକୀ ଇନ୍ଦ୍ରମଣି ସାହୁ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ଚଂଗରିଆ ସରପଞ୍ଚ ଶୁଶୀଲ କୁମାର ଗୁରୁ ମୁଖ୍ୟ ଅତିଥି, ହେମନ୍ତ କୁମାର ଦାଶ, ସଂଯୁକ୍ତା ପରିଛା, ଜଟାଧାରୀ ପଧାନ,
Read More...

ରେଳ ଲାଇନ୍‌ ଦାବି ନେଇ ପାଟଣାଗଡ଼ ବନ୍ଦ ଡାକରା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ନୂଆପଡା ଭାୟା ପାଟଣାଗଡ଼ ରେଳ ଲାଇନ୍‌ ଦାବି ନେଇ ଆଜି ସିଟିଜେନ୍‌ ଫୋରମ ପକ୍ଷରୁ ପାଟଣାଗଡ଼ରେ ବନ୍ଦ ପାଳନ କରାଯାଇଛି । ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ ପିକେଟିଙ୍ଗ କରି ଦୋକାନ ବଜାର ବନ୍ଦ କରିଛନ୍ତି । ଏହି ଦାବି ନେଇ ଅନେକ ଥର ଦାବି ହୋଇଥିଲେ ମଧ୍ୟ
Read More...

ବେଆଇନ ଦାଦନ ଶ୍ରମିକ ଚାଲାଣ ନେଇ ଖପ୍ରାଖୋଲରେ ସଚେତନତା ଶିବିର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବାଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପରିସରରେ ଜିଲ୍ଲା ପୋଲିସ ପ୍ରଶାସନ, ଆଡ୍‌ ଏଟ୍ ଆକ୍ସନ ଏବଂ ୟୁନିସେଫର ମିଳିତ ଉଦ୍ୟମରେ ବେଆଇନ ଦାଦନ ଚାଲାଣ ଉପରେ ସଚେତନତା ଓ ସହାୟତା କାର୍ଯ୍ୟକ୍ରମ 'ଉଦ୍ଧାର-୩' ସୋମବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ
Read More...

ଖପ୍ରାଖୋଲ ପୋଲିସ ଖାତା ଖୋଲିଲା : ଜଣେ ଶିଶୁ ସହ ୧୧ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ଥମୁ ନାହିଁ । ଗତକାଲି ଲାଠୋର ଠାରେ ଦାଦନ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିବାର ୧୦ ଘଣ୍ଟା ଭିତରେ ଖପ୍ରାଖୋଲ ପୋଲିସ ଗୋଟିଏ ୮ ମାସର ଶିଶୁ ସହ ୧୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବାରେ
Read More...

ବଲାଙ୍ଗିର ଜିଲ୍ଲା ପୁଲିସର ମିଶନ ଦାଦନ ‘ଉଦ୍ଧାର – ୩’ ସଚେତନତା ଶିବିର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପୁଲିସ, ୟୁନିସେଫ ଏବଂ ଆଡ ଏଟ୍ ଆକ୍ସନର ମିଳିତ ଉଦ୍ୟମରେ ବେଆଇନ ଦାଦନ ଚାଲାଣ ଉପରେ ସଚେତନତା ଓ ସହାୟତା କାର୍ଯ୍ୟକ୍ରମ 'ଉଦ୍ଧାର - ୩' ଶନିବାର ଲାଠୋର ଥାନା ଅନ୍ତର୍ଗତ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଦାଦନ ପ୍ରବଣ ଖପ୍ରାଖୋଲ
Read More...

ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟର ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ । ଜନତା ମଇଦାନରେ ବିଶାଳ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ
Read More...

ସୁନାମଧନ୍ୟ କୀର୍ତ୍ତନ ଗାୟକ ଇନ୍ଦ୍ରମଣୀ ପଧାନଙ୍କ ପରଲୋକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ଗାଁର ସୁନାମଧନ୍ୟ କୀର୍ତ୍ତନ ଗାୟକ ଗୁରୁଶ୍ରୀ ଇନ୍ଦ୍ରମଣୀ ପଧାନଙ୍କ ୬୧ ବର୍ଷ ବୟସରେ ପରଲୋକ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ ପଡ଼ିଆବାହାଲ ସ୍ଥିତ ବାସଭବନରେ ସୋମବାର ଦିନ ତାଙ୍କ
Read More...

ଖପ୍ରାଖୋଲରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସୁଭଦ୍ରା ଯୋଜନା ପାଇଁ ସାରା ରାଜ୍ୟରେ ଏବେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଉତ୍କଣ୍ଠା ଦେଖିବାକୁ ମିଳୁଛି । ତାକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ସୁଭଦ୍ରା ଯୋଜନା ବାବଦରେ ପଦଯାତ୍ରା ଆରମ୍ଭ ହୋଇଛି । ଆଜି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଠାରେ
Read More...

ସୁଭଦ୍ରା ଯୋଜନା ଅନଲାଇନ ପାଇଁ ଟଙ୍କା ନେଉଛନ୍ତି ସିଏସ୍‌ସି ମାଲିକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟ ସରକାର ମହିଳାଙ୍କ ବିକାଶ ଲାଗି ଆଣିଥିବା ସୁଭଦ୍ରା ଯୋଜନାର ଆବେଦନ ଆରମ୍ଭ ହୋଇଯାଇଛି । ଆବେଦନ ବେଳେ ଆଧାରକାର୍ଡରେ ମୋବାଇଲ ନମ୍ବର ଅପଡେଟ୍‌ କରିବା ସହ ସଂଶୋଧନ କରିବା ଲାଗି ଆଧାରକାର୍ଡ ସେଣ୍ଟରରେ ସକାଳୁ ସନ୍ଧ୍ୟା ଯାଏ ମହିଳାଙ୍କ ଅସମ୍ଭାଳ ଭିଡ
Read More...

ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡି ଯୁବକ ମୃତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା କଂସାପଲା ଗ୍ରାମର ଜୟନ୍ତ ବନଗୁଲା (ମଣ୍ଟୁ) (୩୬) ଆଜି ସକାଳେ ନିଜ ଗାଁରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇ ଫୁଲ ତୋଳିବା ପାଇଁ ପାଣି ଭିତରକୁ ପଶିଥିଲେ । ପୋଖରୀ ବହୁତ ଗଭୀର ଥିବାରୁ ପାଣି ଭିତରୁ ବାହାରକୁ ବାହାରି ପାରି
Read More...