Browsing Tag

khaprakhol news

ଡକାୟତି ଘଟଣାରେ ଲାଠୋର ପୋଲିସକୁ ମିଳିଲା ସଫଳତା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅଧୀନ ଫୁଲଝର ଛକ ଠାରେ ହୋଇଥିବା ଏକ ଡକାୟତି ଘଟଣାର ୨ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । କୋର୍ଟ ଚାଲାଣ ହୋଇଥିବା ୨ ଅଭିଯୁକ୍ତ ହେଲେ ଫୁଲଝର ଗ୍ରାମର ଦିବାକର ବିଭାର(୨୩) ଏବଂ
Read More...

ନୂଆଁଖାଇ ପାଳିଲେ ଲକ୍ଷେଘର ଗଣ୍ଡା ସମାଜର ପରିବାର : ସୃଷ୍ଟି କଲେ ନିଆରା ଉଦାହରଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଏକାଠି ମିଶି ୫୨ ପରିବାରର ୨୦୫ ଜଣ ପଡ଼ାବାସୀ ନୂଆଁ ଖାଇଲେ । ନୂଆଁଖାଇ ହେଉଛି ଅନେକତାରେ ଏକତା ସୂତ୍ରରେ ବାନ୍ଧିବାର ପର୍ବ । ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବା ବେଳେ ଗ୍ରାମର ଗୋଟିଏ ସାହି ଏକା ସାଙ୍ଗେ ନୁଆଁ ଖାଇବା ହେଉଛି ଏକ ସୂତ୍ରରେ ବାନ୍ଧି ହୋଇ
Read More...

ଅଭିଯୋଗର ୨ ଦିନ ଭିତରେ ଲୁଟ୍‌ର ପର୍ଦାଫାଶ କଲା ଲାଠୋର ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗତ ୧ ତାରିଖ ରବିବାର ଦିନ ମଧ୍ୟାହ୍ନ ସମୟରେ ଲାଠୋରରୁ ବୁଢାଛାପର ଯିବା ରାସ୍ତାରେ ବନ୍ଧୁକ ଦେଖାଇ ସ୍ପଷ୍ଟ ଦିବାଲୋକରେ ୬୦୦୦ ଟଙ୍କା ଲୁଟ୍ ଘଟଣାରେ ଆଜି ପୋଲିସ ସମ୍ପୃକ୍ତ ୩ ଜଣ ଅପରାଧୀଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ଲାଠୋର ଥାନା
Read More...

ପିଜୁଳି ଗଛରେ ଝୁଲୁଛି ମୃତଦେହ : ଖପ୍ରାଖୋଲ ପୋଲିସର ତନାଘନା ଜାରି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଦର୍ଲିପାଲି ପଞ୍ଚାୟତ ଅନ୍ତର୍ଗତ ମାଲପଡା ଟିକ୍ରାପଡ଼ାରେ ଆଜି ସକାଳ ୬ଟାରେ ଗୋଟିଏ ମୃତଦେହ ପିଜୁଳି ଗଛରେ ଝୁଲୁଥିବା ଗ୍ରାମର କିଛିଲୋକ ଦେଖିବାକୁ ପାଇଥିଲେ । ସୂଚନା ଅନୁଯାୟୀ ଆଜି ସକାଳୁ କିଛି ଲୋକ ନିଜ ନିତ୍ୟକର୍ମ
Read More...

ଚାବରିପାଲି ଗାଁରେ ହାତୀ ଆତଙ୍କ : ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ଦଳିଦେଲା ଦନ୍ତା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ହାତୀ ନେଲା ଜୀବନ । ହାତୀ ଆକ୍ରମଣରେ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ । ପୁଅବୋହୁ ନିଜ ଜୀବନ ବଞ୍ଚାଇବା ପାଇଁ ବାପା ମାଁଙ୍କୁ ଛାଡି ଲୋକଙ୍କ ସାହାଯ୍ୟ ପାଇଁ ଗାଁ ମୁଖ । ବଲାଙ୍ଗିର ଜିଲ୍ଲା ହରିଶଙ୍କର ରେଞ୍ଜ ଚାବରିପାଲି ଗାଁରେ ୨ ବୃଦ୍ଧ ବୃଦ୍ଧା ଘରେ ଶୋଇଥିବା
Read More...

ଜଣେ ଅମାୟିକ ସରଳ ବ୍ୟକ୍ତିଙ୍କ ଜ୍ୱରରେ ଅକାଳ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲର ସ୍ୱର୍ଗତ ରାମ ଗଡ଼ତ୍ୟାଙ୍କ ଜ୍ୟୋଷ୍ଠ ପୁତ୍ର ମହେନ୍ଦ୍ର ଗଡତ୍ୟାଙ୍କ ଜ୍ୱରରେ ଅକାଳ ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସେ ଜଣେ
Read More...

ଲୁଟ୍‌ କରୁଥିବା ଦୁର୍ବୃତ୍ତ ମାନେ ତୁରେକେଲା ପୋଲିସ ପଞ୍ଝାରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗତ ୨୮ ତାରିଖ ବୁଧବାର ଦିନ ରାତି ୮ଟା ସମୟରେ ବୁଢ଼ୀବାହାଲ ବସ୍‌ଷ୍ଟାଣ୍ଡ ନିକଟରେ କିଛି ଦୁର୍ବୃତ୍ତ ୨ ଜଣ ବ୍ୟକ୍ତିଙ୍କ ଠାରୁ ଲୁଟ୍‌ କରି ଫେରାର୍‌ ହୋଇଯାଇଥିଲେ । ତୁରେକେଲା ପୋଲିସ ୨୪ ଘଣ୍ଟା ଭିତରେ ଦୁର୍ବୃତ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ
Read More...

ବିଦ୍ୟୁତ୍‌ ସର୍ଟ ସାର୍କିଟ୍‌ ଲାଗି ଜଳିଗଲା ଘର : ଲକ୍ଷାଧିକ ଟଙ୍କାର କ୍ଷତି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଇଲେକ୍ଟ୍ରିକ୍ ସର୍ଟ ସାର୍କିଟ୍ ଯୋଗୁଁ ଜଳିଗଲା ଘର । ଫଳରେ ଘରେ ଥିବା ଜିନିଷ ପତ୍ର ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ଜଣାପଡ଼ିଛି । ଗୋଟିଏ ଗୋଟିଏ ଟଙ୍କା ସଞ୍ଚୟ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ଜାଣି ନଥିଲେ
Read More...

ଭାରତ ବନ୍ଦ ପ୍ରଭାବରେ ପ୍ରଭାବିତ ଖପ୍ରାଖୋଲ : ସକାଳୁ ପିକେଟିଂ କରି ଯାନବାହାନ ଚଳାଚଳ ବନ୍ଦ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଅନୁସୂଚିତ ଜାତି (ଏସ୍‌ସି) ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି) ସଂରକ୍ଷଣରେ ସ୍ୱଚ୍ଛଳ ବର୍ଗ (କ୍ରିମିଲେୟର) ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ବିବାଦ ସୃଷ୍ଟି କରିଛି । ଏହାକୁ ବିରୋଧ କରାଯାଉଛି । ଏହା ବିରୋଧରେ ଦେଶର ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଭାରତ
Read More...

ଖପ୍ରାଖୋଲ ଅଞ୍ଚଳରେ ବନ୍ଦ ପାଳନ ଜୋର୍‌ସୋର୍‌ରେ ଆରମ୍ଭ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାକୁ ସଫଳ କରିବା ଲାଗି ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପକ୍ଷରୁ ଖପ୍ରାଖୋଲ ଅଞ୍ଚଳରେ ବନ୍ଦ ପାଳନ ଜୋର୍‌ସୋର୍‌ରେ ଦେଖିବାକୁ ମିଳିଛି ।
Read More...