ମନ୍ଦିର ଦର୍ଶନ କରିଯିବା ହେଲା କାଳ : ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ହନୁପାଲି ଗାଁ ନିକଟ ପୋଲ ପାଖରେ ବାଇକ୍ ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ମୃତକ ହେଲେ ବରଗଡ ଜିଲ୍ଲା ବୁଡ଼େନ ଥାନା ଗୋଏଲଗୁଡ଼ା ଗାଁର ମଣ୍ଟୁ କାମତି(୨୭) ବୋଲି ଜଣାଯାଇଛି ।!-->…
Read More...
Read More...