ଶ୍ରାବଣ ତୃତୀୟ ସୋମବାର ପାଇଁ ହରିଶଙ୍କର ପାଲଟିଛି ଜନସମୁଦ୍ର
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ଶ୍ରାବଣ ମାସ ତୃତୀୟ ସୋମବାର । ଭୋଳାବାବାଙ୍କ ପ୍ରିୟ ମାସ ଓ ପ୍ରିୟ ବାରରେ ତାଙ୍କୁ ଜଳାଭିଷେକ କରିବା ଲାଗି ପବିତ୍ର ଶୈବପୀଠ ହରିଶଙ୍କର ଠାରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଛି । ସତେ ଯେମିତି ହରିଶଙ୍କର ପାଲଟିଛି ଜନସମୁଦ୍ର । କାଉଡିଆମାନେ କାନ୍ଧରେ!-->…
Read More...
Read More...