ଖପ୍ରାଖୋଲ ପୋଲିସ ଦ୍ଵାରା ୩ ଶିଶୁ ସମେତ ୧୬ ଜଣ ଦାଦନ ଶ୍ରମିକ ଉଦ୍ଧାର
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ୩ ଶିଶୁ ସମେତ ୧୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ରବିବାର ସକାଳ ୯.୩୦ ସମୟରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ ବେଳେ ହରିଶଙ୍କର ଛକ ନିକଟରେ ଗୋଟିଏ ବସ୍ରୁ ୩ ଶିଶୁ ସମେତ ୧୬ଜଣ!-->…
Read More...
Read More...