ବନବିଭାଗର ଚଢ଼ାଉ : ଖଇର କାଠ ବୋଝଇ ମିନିଟ୍ରକ ଜବତ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ତେଲେନପାଲିରୁ ଘୁଚାପାଲି ରାସ୍ତାରେ ବନବିଭାଗ ଚଢାଉ କରି ସୋମବାର ସକାଳ ୪ଟା ସମୟରେ ଖଇର କାଠ ବୋଝେଇ ଏକ ମିନିଟ୍ରକ ଜବତ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ତେଲେନପାଲିରୁ ଘୁଚାପାଲି ରାସ୍ତାରେ ଏକ ଖଇର କାଠ ବୋଝେଇ!-->…
Read More...
Read More...