Browsing Tag

kendujhar news

ଅଭାବନୀୟ ଘଟଣା : ବିଧବାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କେନ୍ଦୁଝର, (କେପିଏନ୍‌ଏସ୍‌) : ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ଜଣେ ବିଧବାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଖବର ମିଳିଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍‌ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମ ପଞ୍ଚାୟତ ବସାସାହିରେ ସ୍ୱର୍ଗତ ରାମ ମୁଣ୍ଡାଙ୍କ ସ୍ତ୍ରୀ ପ୍ରମିଳା…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ

କେନ୍ଦୁଝର, (କେପିଏନ୍‌ଏସ୍‌) : ଆନନ୍ଦପୁରରେ ଗତ ବିଳମ୍ବିତ ରାତିରେ ୨ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ଜଣ ହେଲପର୍‌ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଦ୍ୱୟଙ୍କ ଘର ଆନନ୍ଦପୁରର ଜୋକନାଳି ଅଞ୍ଚଳରେ ବୋଲି ଚୁହାଯାଇଛି । ସୂଚନା ଅନୁସାରେ ଗତକାଲି ରାତିରେ ୨୦ ନମ୍ବର…
Read More...

କାରରେ ଲାଗିଗଲା ନିଆଁ : ଯାତ୍ରୀ ଅଳ୍ପକେ ବର୍ତ୍ତିଲେ

କେନ୍ଦୁଝର : ଏକ ଚଳନ୍ତା କାର୍‌ରେ ନିଆଁ ଲାଗି ଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ କେନ୍ଦୁଝରର ରାମଚନ୍ଦ୍ରପୁର ନିକଟସ୍ଥ ନରନପୁର-ଡୁବୁରୀ ରୋଡରେ ଆଜି ଏକ କାରରେ ନିଆଁ ଲାଗିଯାଇଛି । ଉକ୍ତ କାରରେ ତିନି ଜଣ ଯାତ୍ରୀ ରହିଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସର୍ଟ ସାର୍କିଟ…
Read More...

ଅନୁଷ୍ଠିତ ହେଲା ଘଟଗାଁ ମା’ ତାରିଣୀଙ୍କ ପୀଠରେ ଦଶହରା ଓ ନବରାତ୍ରୀ ପୂଜା

କେ‌ନ୍ଦୁଝର : ଘଟଗାଁ ମା' ତରିଣୀଙ୍କ ପୀଠରେ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଦଶହରା ଓ ନବରାତ୍ରୀ ପୂଜା । ନ' ଦିନ ଧରି ପୀଠରେ ନୀତିକା‌ନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି । ଦଶହରା ଅବସରରେ ସପ୍ତମୀ ଦିନ ଠାରୁ ଦଶମୀ ପୂଜା ପର୍ୟ୍ୟନ୍ତ ମା'ଙ୍କୁ ସୁନାବେଶରେ ସଜ୍ଜିତ କରାଯିବା…
Read More...

ବାପା ଗାଳି ଦେବାରୁ ଅଷ୍ଟମ ଶ୍ରେଣୀର ଛାତ୍ର କଲେ ଆତ୍ମହତ୍ୟା

କେନ୍ଦୁଝର : ଅନଲାଇନ୍‌ ଗେମ୍‌ ଯୋଗୁଁ ଜଣେ ଛାତ୍ର‌ଙ୍କ ଜୀବନ ଅକାରଣରେ ଚାଲି ଯାଇଛି । ଗେମ୍ ଖେଳି ଟଙ୍କା ହାରିଗଲେ । ବାପା ଜାଣିବା ପରେ ଏ କଥା ପୁଅକୁ ଗାଳି ଦେଇଛନ୍ତି । ହେଲେ ବାପାଙ୍କ ଗାଳିକୁ ସହି ନପାରି ପୁଅ ବେକରେ ଲୁଗା ଦେଇ ଜୀବନ ହାରି ଦେଇଥିବା ଭଳି ଏକ ଦୁଃଖଦ ଖବର ସାରା ଅଂଚଳରେ…
Read More...