ପଡ଼ିଆରେ ଛିଡ଼ା ହୋଇଥିବା ବସ୍ରେ ଲାଗିଲା ନିଆଁ
କେନ୍ଦୁଝର : ଟାଉନ ଥାନା ଅନ୍ତର୍ଗତ ମାଇନିଂ ପଡିଆରେ ଛିଡା ହୋଇଥିବା ବସରେ ନିଆଁ ଲାଗି ଜଳିଯାଇଛି । ଅଳ୍ପ ସମୟ ମଧ୍ୟରେ ବସ୍ଟି ଜଳିଯିବାରୁ ଏହା ଭସ୍ମୀଭୂତ ହୋଇଯାଇଛି । ପଡ଼ିଆ ପାଖ ଦେଇ ଯାଉଥିବା ଲୋକେ ପ୍ରଥମେ ବସ୍ରେ ନିଆଁ ଲାଗିବାର ଦୃଶ୍ୟ ଦେଖିଥିଲେ । ଅଗ୍ନିଶମ ବିଭାଗକୁ ସେମାନେ!-->…
Read More...
Read More...