Browsing Tag

kantabanji news

ଚାଉଲସୁଖା ପଂଚାୟତରେ ଭାଜପା, ବିଜେଡି ଓ କଂଗ୍ରେସର ତିନି ଜିଲ୍ଲା ପରିଷଦ ପ୍ରାର୍ଥୀ ମୁହାଁମୁହିଁ ଭୋଟ ପ୍ରଚାର

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବିଧାନ ସଭା ନିର୍ବାଚନ ମଣ୍ଡଳିର ତୁରେକେଲା ବ୍ଲକର ଜୋନ ନଂ. ୧୧ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡି, ବିଜେପି ଓ କଂଗ୍ରେସର ତିନି ଜଣ ପ୍ରାର୍ଥୀ ଚାଉଲସୁଖା ପଂଚାୟତର ରେଂଗାଲି ଗ୍ରାମରେ ଆଜି ମୁହାଁମୁହିଁ ଭୋଟ ପ୍ରଚାର
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର କର୍ମକର୍ତ୍ତା ଚୟନ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ପ୍ରାନ୍ତର ସଭାପତି ଡ.ରଘୁନାଥ ପଣ୍ଡା ଓ ପ୍ରାନ୍ତ ସଂଗଠନ ସମ୍ପାଦକ ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନାଟ୍ୟଭୁଷଣ ଜଗଦାନନ୍ଦ
Read More...

ପ୍ରତୀକ୍ଷାର ଅନ୍ତ ଘଟିଲା : ଇସ୍ପାତ ଏକ୍ସପ୍ରେସକୁ ଟିଟିଲାଗଡରୁ କଣ୍ଟାବାଞ୍ଜିକୁ ସଂପ୍ରସାରଣ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କଣ୍ଟାବାଞ୍ଜି ଅଞ୍ଚଳବାସୀଙ୍କ ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ଇସ୍ପାତ ଏକ୍ସପ୍ରେସକୁ ଟିଟିଲାଗଡରୁ କଣ୍ଟାବାଞ୍ଜିକୁ ସଂପ୍ରସାରଣ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଆସନ୍ତା ୯ ତାରିଖରୁ ଏହା ଟିଟିଲାଗଡରୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଚାଲିବ
Read More...

ବନଚାରୀଙ୍କୁ ହତ୍ୟା ଧମକ ପରେ ଥାନାରେ ଏତଲା

କଣ୍ଟାମାଳ, (ବଂଶୀଧର ମାଝୀ) : କଣ୍ଟାମାଳ ବନବିଭାଗ ରେଞ୍ଜ ଅନ୍ତର୍ଗତ ପୁଟପୁଟିଗଡ ସଂରକ୍ଷିତ ଜଙ୍ଗଲର ୩ନଂ କଣ୍ଟେନମେଣ୍ଟ ଅଞ୍ଚଳରେ ବନକର୍ମଚାରୀମାନେ ପୋଟ୍ରୋଲିଂଗ କରୁଥିବା ବେଳେ ସେମାନଙ୍କୁ ଜୀବନରୁ ମାରି ଦେବା ଧମକ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗାଡିଆଯୋର ଗ୍ରାମର
Read More...

ହ୍ୟୁମାନ୍ ପ୍ରାଇଡ୍ ଚାରିଟେବୁଲ୍ ଟ୍ରଷ୍ଟର ରାଜ୍ୟ ଉପସଭାପତି ହେଲେ ଆଶିଷ ଗୁପ୍ତା

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ସମଗ୍ର ଦେଶରେ ଗରିବ ଆଦିବାସୀଙ୍କ ବିବାହଠୁ ନେଇକି ତାଙ୍କ ବିକାଶ ପାଇଁ କାର୍ଯ୍ୟ କରୁଥିବା ସଂଗଠନ ହ୍ୟୁମାନ୍ ପ୍ରାଇଡ୍ ଚାରିଟେବୁଲ୍ ଟ୍ରଷ୍ଟର ରାଷ୍ଟ୍ରୀୟ ସଭାପତି ଡା.ରାଜେଶ ଟିଗ୍ରାନିଆ ଓଡ଼ିଶାରେ ଆଦିବାସୀ ମାନଙ୍କ ବିକାଶ କରିବା ପାଇଁ କଣ୍ଟାବାଞ୍ଜି
Read More...

କଂଟାବାଂଜି–ତୁରେକେଲା ରେଲସେକ୍ସନର ବ୍ରିଜ ନଂ.୨୭୩ ନିକଟରୁ ଏକ ମୃତ କଂକାଳ ପୋଲିସ ଦ୍ୱାରା ଉଦ୍ଧାର : ୭ ଜଣଙ୍କ ଦ୍ୱାରା…

କଂଟାବାଂଜି, (ମନିଷ କୁମାର ହଂସ) : କଂଟାବାଂଜି- ତୁରେକେଲା ରେଲସେକ୍ସନର କି.ମି. ଖମ୍ବ ନଂ. ୧୬୭୧/୧ ଓ ୧୬୭/୨ର ମଧ୍ୟରେ ଥିବା ବ୍ରିଜ ନଂ. ୨୭୩ ନିକଟରୁ କଂଟାବାଂଜି ଟାଉନ ପୋଲିସ ଏବଂ ଜି.ଆର.ପି. ପୋଲିସ ଜେସିବି ଦ୍ୱାରା ଏକ ମୃତ ଦେହର କଙ୍କାଳ ମାଟି ତଳୁ ଆଜି ଉଦ୍ଧାର କରିଛି । ମୃତକର ଭାଇ
Read More...

ଭୁଷଲାଡ ଗାଁରେ ବାଲ୍ୟ ବିବାହ ବନ୍ଦ କଲେ ପ୍ରଶାସନ ଓ ବଲାଙ୍ଗିର ଚାଇଲ୍ଡ ଲାଇନ

କଂଟାବାଂଜି, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଭୁଷଲାଡ ଗାଁର ଜଣେ ନାବାଳିକା ଝିଅକୁ ତା’ର ପିତାମାତା କଲାହାଣ୍ଡି ଜିଲ୍ଲା ଗୁରୁଜୁଙ୍ଗ ଗାଁର ଜଣେ ବରପାତ୍ର ସହ ବିବାହ କରାଇବାକୁ ଥିବା ବେଳେ କୌଣସି ସୂତ୍ରରୁ ଗ୍ରାମର କେହି ଜଣେ ବ୍ୟକ୍ତି ଚାଇଲ୍ଡ ଲାଇନ ହେଲ୍ପ ନଂ.
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖାର ଆଭାସୀ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କୈଳାଶ ସଗରିଆ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ଆନୁକୂଲ୍ୟରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶାର ସଭାପତି ଡ.ରଘୁନାଥ ପଣ୍ଡା ଓ
Read More...

କେ.ଭି. ଡିଗ୍ରୀ ମହାବିଦ୍ୟାଳୟରେ ୱେବିନାର

କଂଟାବାଂଜି, (ମନିଷ କୁମାର ହଂସ) : ସ୍ଥାନୀୟ କେ.ଭି.ଡିଗ୍ରୀ ମହାବିଦ୍ୟାଳୟରେ ଅର୍ଥନୈତିକ ଭବିଷ୍ୟତ ଓ କୋଭିଡ ୧୯ ଶୀର୍ଷକ ଉପରେ ଏକ ଜାତୀୟ ୱେବିନାର ଆଜି ଅନୁଷ୍ଠିତ ହୋଇଯାଇଛି । ବିଜନେସ ସ୍କୁଲ ନିର୍ଦ୍ଧେଶକ ଗୌତମ ମହାନ୍ତିଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ୱେବିନାରରେ ମୁଖ୍ୟ ଆଲୋଚକ ଭାବରେ
Read More...

ହଲନଭଟା ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ କରିବା ନେଇ ଅନ୍ୟ ୩ଜଣ ପ୍ରାର୍ଥୀଙ୍କ…

କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ୧୯ ଗୋଟି ସରପଂଚ ଏବଂ ସମିତି ସଭ୍ୟ/ସଭ୍ୟାଙ୍କ ପ୍ରାର୍ଥୀପତ୍ର ଯାଂଚ ଆଜି ହୋଇଯାଇଛି । ଏହି ପ୍ରାର୍ଥୀପତ୍ର ଯାଂଚରେ ବ୍ଲକର ୧୯ ଗୋଟି ସମିତି ସଭ୍ୟା/ସଭ୍ୟ ପାଇଁ ବ୍ଲକ ନିର୍ବାଚନ ଅଧିକାରୀ ଦେବାଶିଷ ସାମଲ ପ୍ରାର୍ଥୀପତ୍ର
Read More...