Browsing Tag

kantabanji news

ଖୁଟୁଲୁମୁଣ୍ଡା ଶିବରାତ୍ରିରେ ଶିବ ପାରାୟଣ ଏବଂ ଜଲନ୍ଧର ବଦ୍ଧ ଉଦ୍‌ଘାଟିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ହିଆଁଲ ପଂଚାୟତ ଖୁଟୁଲୁମୁଣ୍ଡା ଗ୍ରାମରେ ଫେବୃଆରୀ ୧୮ ତାରିଖରୁ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମନ୍ଦିର ପରିସରରେ ମହାଶିବରାତ୍ରି ମେଳା ଅବସରରେ ଶିବ ପାରାୟଣ ଓ ଜଲନ୍ଧର ବଦ୍ଧ ଉଦ୍‌ଘାଟିତ ହୋଇଯାଇଛି । ଏହି ମେଳା ଅବସରରେ…
Read More...

ସତନାମିପଡାରୁ ଗୋ ମାଂସ ଚାଲାଣ ବେଳେ ଟେମ୍ପୁ ଜବତ : ୪ ଅଟକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ୱାର୍ଡ ନଂ.୧୫ ରେଲବାଇ ସତନାମିପଡାରୁ ଏକ ଟେମ୍ପୁରେ ଗୋ ମାଂସ ଚାଲାଣ ହେଉଥିବା ଖବର ପାଇ ରବିବାର ଅପରାହ୍ନ ପ୍ରାୟ ୪ଟା ବେଳେରାମସେନା ତରଫରୁ ଟେମ୍ପୁ ସହ ମାଂସ ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ…
Read More...

ଟ୍ରେନରେ କଟି ଜଣେ ଯୁବକ ମୃତ : କାରଣ ଅସ୍ପଷ୍ଟ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି-ମୁରିବାହାଲ ରେଲ ସେକ୍ସନର ପମ୍ପୁ ତଲାବ ନିକଟସ୍ଥ ରେଲ କି.ମି. ଖମ୍ବ ନଂ. ୧୭୧/୧୨/୧୩ଠାରେ ଶନିବାର ସକାଳୁ ଜଣେ ଯୁବକର ଟ୍ରେନରେ କଟି ମୃତ୍ୟୁ ହୋଇଛି । କଂଟାବାଂଜି ଜି.ଆର.ପି.ଙ୍କ ସୂଚନା ମୁତାବକ ସକାଳୁ ଆସୁଥିବା କୌଣସି…
Read More...

ବନ ବିଭାଗ ପକ୍ଷରୁ ପେଟ୍ରୋଲିଂଗ ବେଳେ ଚୋରା ୨୨ ଖଣ୍ଡ ଶାଗୁଆନ ଗଣ୍ଡି ବୋଝେଇ ଟ୍ରାକ୍ଟର ଜବତ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବନ ବିଭାଗ ଦ୍ୱାରା ଶୁକ୍ରବାର ରାତିରେ ପେଟ୍ରୋଲିଂଗ ବେଳେ ୨୨ଖଣ୍ଡ ଶାଗୁଆନ ଗଣ୍ଡି ବୋଝଇେ ଟ୍ରାକ୍ଟର ଜବତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା କଂଟାବାଂଜି ଓ ବଙ୍ଗୋମୁଣ୍ଡା ଫରେଷ୍ଟ ରେଂଜ ସୀମାର ବରକାନି ଗ୍ରାମରେ…
Read More...

ରେଲୱେ ସ୍କୁଲର ବାର୍ଷିକ ଉତ୍ସବ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ସ୍ଥାନୀୟ ସରକାରୀ ରେଲୱେ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ କଣ୍ଟାବାଞ୍ଜି ନଗରପାଳ ବରିୟମ୍ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଣ୍ଟାବାଞ୍ଜି ଉପନଗରପାଲ ଶ୍ରୀମତି ମନୋରମା ରାଉତ, କଣ୍ଟାବାଞ୍ଜ…
Read More...

ଚେତାବନୀ ସାହିତ୍ୟ ସଂସଦ ଦ୍ଵାରା ବିରଞ୍ଚି ଦାଶ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ଓଡ଼ିଶାର ଅଗ୍ରଣୀ ସାହିତ୍ୟ ସଂସଦ 'ଚେତାବନୀ' କେସିଙ୍ଗାର ୩୫ତମ ପୁଷ୍‌ପୁନୀ ଭେଟ୍‌ଘାଟ୍‌ ସରକାରୀ ଉଚ୍ଚ ବିଦ୍ୟାଳୟ କେସିଙ୍ଗାର ମୁକ୍ତ ମଞ୍ଚରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । କେନ୍ଦ୍ରୀୟ ସଭାପତି ଡ. ପ୍ରଦ୍ୟୁମ୍ନ କେଶରୀ ସେନାପତିଙ୍କ ସଭାପତିତ୍ୱରେ…
Read More...

ତୁରେକେଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ରବିବାର ଦିନ ଚୟନ କରାଯାଇଛି । ସ୍ଥାନୀୟ ମଙ୍ଗଳ ଭବନରେ କ୍ରିିଷ୍ଣାନନ୍ଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ବ୍ଲକର ଏନପିଏସ ଶିକ୍ଷକମାନଙ୍କୁ ନେଇ ଗଠିତ ସଂଘରେ ସର୍ବସମ୍ମତି…
Read More...

ବାଳିକା ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜିରେ ବାର୍ଷିକ ଉତ୍ସବ ଓ ବାର୍ଷିକ କ୍ରୀଡା ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜିରେ ବାର୍ଷିକ ଉତ୍ସବ ଓ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ କଣ୍ଟାବାଞ୍ଜି ନଗରପାଲ ବରୀୟମ୍ ସିଂ ସାଲୁଜା ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି ସଭାରେ ସଭାପତିତ୍ଵ…
Read More...

ସରକାରୀ ବାଳିକା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉଦ୍‌ଘାଟିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ସରକାରୀ ବାଳିକା ହାଇସ୍କୁଲର ବାର୍ଷିକ କ୍ରୀଡା ଉଦ୍‌ଘାଟିତ ହୋଇଯାଇଛି । ଶୁକ୍ରବାର ଦ୍ୱିତୀୟ ଦିନର ଉଦ୍‌ଘାଟନୀ ଦିବସରେ ସ୍ଥାନୀୟ ସାମ୍ବାଦିକ ସଂଘର ସଭାପତି ବିମଲ କୁମାର ଦାଶ ମୁଖ୍ୟ ଅତିଥି, କାର୍ଯ୍ୟକାରୀ ସଭାପତି…
Read More...

ରକ୍ଷକ ବିରଂଚି ଦାଶ ପାଇଲେ ଗୁଡ଼ ସମରିଟାନ ଆୱାର୍ଡ଼

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ନିବାସୀ ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶ ବିଭିନ୍ନ ସମୟରେ ଦୁର୍ଘଟଣାଗ୍ରସ୍ଥ ବ୍ୟକ୍ତିମାନଙ୍କୁ ସୁବର୍ଣ୍ଣ ସମୟ ମଧ୍ୟରେ ଦୁର୍ଘଟଣା ସ୍ଥଳରୁ ନିକଟସ୍ଥ ଡାକ୍ତରଖାନାକୁ…
Read More...