ଅଗ୍ରୱାଲ ସେବା ଟ୍ରଷ୍ଟ ତରଫରୁ ସାର୍ବଜନୀନ ହୋଲି ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ
କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅନ୍ତର୍ଗତ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଅଗ୍ରୱାଲ ସେବା ଟ୍ରଷ୍ଟ ତରଫରୁ ସାର୍ବଜନୀନ ହୋଲି ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏହି ବଜାର ପ୍ରାଙ୍ଗଣରେ ପ୍ରାୟ ୯୦ ବର୍ଷ ହେବ ଜୋରସୋର ଭାବେ ଏହି ଦୋଳପୂର୍ଣ୍ଣିମା!-->…
Read More...
Read More...