ସିଭିଲକୋର୍ଟ ଓକିଲ ସଂଘର ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ୍ : ସିଭିଲକୋର୍ଟ ବିଜୟୀ
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ସିଭିଲକୋର୍ଟ କର୍ମଚାରୀ ଏବଂ ଓକିଲ ସଂଘର ସଭ୍ୟମାନଙ୍କ ମଧ୍ୟରେ ରବିବାର ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଥିଲା । ଏହା ସ୍ଥାନୀୟ ରେଲବାଇ ଷ୍ଟାଡିୟମରେ ହୋଇଥିଲା । ୨୦-୨୦ ଓଭର!-->…
Read More...
Read More...