Browsing Tag

kantabanji news

ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଡିଆଟନ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ବିଦ୍ୟାଳୟରେ ପବିତ୍ର ଗୁରୁ ଦିବସ ଅବସରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୁନାଲତା ପଟ୍ଟାୟତଙ୍କ…
Read More...

ତୁରେକେଲା ବ୍ଲକସ୍ତରୀୟ ଉଲ୍ଲାସ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ନୂଆ ଭାରତ ସାକ୍ଷରତା କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ସଫଳ କରିବାପାଇଁ ତୃଣମୂଳ ସ୍ତରରେ ପ୍ରଚେଷ୍ଟା ଚାଲିଛି । ପନ୍ଦର ବର୍ଷରୁ ଅଧିକ ଯେଉଁମାନେ ଆଦୌ ପାଠ ପଢି ନାହାଁନ୍ତି ସେମାନଙ୍କୁ ସାକ୍ଷରତା କରି ମୁଖ୍ୟ ସ୍ରୋତରେ ସାମିଲ…
Read More...

ତୁରେକେଲା ନିକଟରେ ଚଳନ୍ତା ଟ୍ରେନରୁ ଯୁବକ ଖସିପଡ଼ିଥିବା ସୂଚନା

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଭୋର ସମୟରେ ତୁରେକେଲା ନିକଟରେ ଘଟିଛି ଏକ ଅଘଟଣ । ଚଳନ୍ତା ଟ୍ରେନରୁ ଜଣେ ପ୍ରାୟ ୩୦ ବର୍ଷୀୟ ଯୁବକ ଖସିପଡ଼ିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଭୋର ପ୍ରାୟ ୩ଟା ୯ ମିନିଟ୍ ସମୟରେ ତୁରେକେଲାଠାରୁ ପ୍ରାୟ ୫ କିଲୋମିଟର ଆଗରେ ଏହି ଘଟଣା ଘଟିଥିବା…
Read More...

ବାଇକ୍ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟ୍

ଗଜପତିରୁ ୨ ଲୁଟେରାଙ୍କୁ ରିମାଣ୍ଡରେ ଆଣିଲା କଣ୍ଟାବାଞ୍ଜି ପୁଲିସ କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବାଇକ୍ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟ୍ ଘଟଣାରେ କଣ୍ଟାବାଞ୍ଜି ପୁଲିସକୁ ମିଳିଛି ବଡ଼ ସଫଳତା । ଗଜପତି ଜିଲ୍ଲାରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଛି କଣ୍ଟାବାଞ୍ଜି…
Read More...

ହିଆଲ ଜୋନାଲସ୍ତରୀୟ ଖେଳାଳି ଚୟନ ଶିବିର ଅନୁଷ୍ଠିତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସମୂହ ସଂସଦ ଆନୁକୂଲ୍ୟରେ ହିଆଲ ଜୋନାଲସ୍ତରୀୟ ଖେଳାଳି ଚୟନ ଶିବିର ହିଆଲ ଉଚ୍ଚ ବିଦ୍ୟାଳୟସ୍ଥିତ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଜୋନାଲ କମିଟିର ସଭାପତି ଯୁଧିଷ୍ଠିର ଭରାସଗ୍ରିଆଙ୍କ…
Read More...

କଣ୍ଟାବାଞ୍ଜି ତହସିଲ କାର୍ଯ୍ୟାଳୟରେ ଅନିୟମିତତା ଅଭିଯୋଗ : ଓକିଲଙ୍କ ଧାରଣାରେ ଉତ୍ତେଜନା

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ତହସିଲ କାର୍ଯ୍ୟାଳୟରେ ଅନିୟମିତତାକୁ ନେଇ ଓକିଲମାନଙ୍କ ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ସମୟରେ ଉତ୍ତେଜନା ପ୍ରକାଶ ପାଇଛି । ଧାରଣାସ୍ଥଳକୁ ଟିଟିଲାଗଡ଼ ଉପଜିଲ୍ଲାପାଳ ଆସିଥିବା ବେଳେ ଆନ୍ଦୋଳନରତ ଓକିଲମାନେ ତାଙ୍କୁ…
Read More...

ଚଟୁଅନକା ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ଉତ୍ସବ ପାଳିତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଭାରତର ସର୍ବପୁରାତନ ଭାଷା ହେଉଛି ସଂସ୍କୃତ ଯାହାକି ଅନେକ ଭାଷାର ଜନନୀ ତେଣୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପିଏମଶ୍ରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚଟୁଅନକାରେ ସଂସ୍କୃତ ସପ୍ତାହ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର…
Read More...

ସଂସ୍କୃତି ଜ୍ଞାନ ପରୀକ୍ଷାରେ କେ. ଭି. ମହାବିଦ୍ୟାଳୟର ଗୌରବ

ଓଡ଼ିଶାରେ ପ୍ରଥମ ହେଲେ ଛାତ୍ରୀ କବିତା କୁଅଁର କଣ୍ଟାବାଞ୍ଜି (କେପିଏନ୍‌ଏସ୍‌) : ଗାୟତ୍ରୀ ଶକ୍ତି ପୀଠ, କଣ୍ଟାବାଞ୍ଜି ପକ୍ଷରୁ ଗତ ଶିକ୍ଷାବର୍ଷରେ ଆୟୋଜିତ ସଂସ୍କୃତି ଜ୍ଞାନ ପରୀକ୍ଷାରେ କେ.ଭି. ମହାବିଦ୍ୟାଳୟର ଛାତ୍ରୀ କବିତା କୁଅଁର ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ମହାବିଦ୍ୟାଳୟ…
Read More...

କଣ୍ଟାବାଞ୍ଜିରେ ଇଦ୍-ଉଲ୍-ମିଲାଦୁନ୍ନବୀ ଅବସରରେ ବିଶାଳ ରାଲି

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ପବିତ୍ର ଇଦ୍-ଉଲ୍-ମିଲାଦୁନ୍ନବୀ ଅବସରରେ କଣ୍ଟାବାଞ୍ଜି ସହରରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏକ ବିଶାଳ ରାଲି ଆୟୋଜିତ ହୋଇଥିଲା । ହଜରତ ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶତାଧିକ ଲୋକ ରାଲିରେ ସାମିଲ ହୋଇଥିଲେ । ବିଭିନ୍ନ ଅଞ୍ଚଳ ପରିକ୍ରମା କରି ରାଲି…
Read More...

ସିନ୍ଧେକେଲା ଦ୍ୱାରସେନୀ ମନ୍ଦିରରୁ ଚୋରି ଘଟଣାକୁ ନେଇ ଥାନା ଘେରାଉ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲାର ଗ୍ରାମଦେବୀ ଦ୍ୱାରସେନୀ ମନ୍ଦିରରେ ଚୋରି ଘଟଣାକୁ ନେଇ ତେଜିଛି ଅସନ୍ତୋଷ । ଘଟଣାକୁ ନେଇ ଏଯାଏଁ ପୋଲିସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନଥିବା ଅଭିଯୋଗ କରିଛି ଆଦିବାସୀ ସଂଘ । ଏହାସହ ସିନ୍ଧେକେଲା ଥାନା ଅଞ୍ଚଳରେ…
Read More...