Browsing Tag

kalahandi news

କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ପ୍ରବଳ ବର୍ଷା ସତ୍ୱେ ହର୍ଷ ଉଲ୍ଲାସର ସହ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବ୍ଲକ ସଦରଠାରେ ଅଧ୍ୟକ୍ଷା ଶ୍ରୀମତୀ କୁନି ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ରିଷିଡା ପଂଚାୟତରେ ସରପଞ୍ଚ
Read More...

ଭବାନୀପାଟଣାଠାରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମ…

କଳାହାଣ୍ଡି, (ପି.କେ. ସାହୁ) : ସ୍ଥାନୀୟ ଓସ୍ଵାନ କେନ୍ଦ୍ରରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଚୂଡାନ୍ତ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଏଥିରେ ସମସ୍ତ ବ୍ଲକର ବିଡିଓ ତଥା ନିର୍ବାହୀ ଅଧକାରୀ,
Read More...

ବିଶ୍ୱ ଆଦିବାସୀ ଦିବସ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ଛକଠାରେ ଜୋରାଡବରା ପଞ୍ଚାୟତ କନ୍ଧ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ଆଜି ପାଳିତ ହୋଇଯାଇଛି । ଏଥିରେ ପଞ୍ଚାୟତ କନ୍ଧ ସମାଜ ସଭାପତି ଭୀମ ଭୋଇ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ନନ୍ଦି କିଶୋର
Read More...

କଳାହାଣ୍ଡି ପୋଲିସକୁ ମିଳିଲା ବଡ ସଫଳତା : ୧୦ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ପୋଲିସକୁ ମିଳିଛି ବଡ ସଫଳତା । ୧୦ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ଏହି ଡକାୟତି ଗ୍ୟାଙ୍ଗ ଜିଲ୍ଲାର ବିଭିନ୍ନ ବ୍ଲକରେ ଚୋରି ଡକାୟତି, ଲୁଟରେ ସାମିଲ ଥିଲେ । ତାଙ୍କଠାରୁ ନଗଦ ୬ଲକ୍ଷ ୩୫ ହଜାର
Read More...

ଭବାନୀପାଟଣାଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଗତକାଲି କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର
Read More...

ଭୋଟର କାର୍ଡରେ ଆଧାର ସଂଯୋଗ ସମ୍ପକିତ କର୍ମଶାଳା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା ଭବନଠାରେ ଭୋଟର କାର୍ଡରେ ଆଧାର ସଂଯୋଗ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ଜିପିଇଓ
Read More...

କୃଷକ ସଭା ପକ୍ଷରୁ ଚକାଜାମ ଆନ୍ଦୋଳନ

କଳାହାଣ୍ଡି, (ନରୋତ୍ତମ ସେଲମା) : ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ଓଡିଶା କୃଷକ ସଭା, ରିଷିଡା ଶାଖା ପକ୍ଷରୁ ଆଜି କର୍ଲାମୁଣ୍ଡା ବ୍ଲକର ରିଷିଡାଠାରେ ଚକାଜାମ ଆନ୍ଦୋଳନ କରାଯାଇଛି । ସିପିଆଇଏମ୍‌ ଶାଖା ସମ୍ପାଦକ କମ୍ରେଡ ଶତୃଘନ ରଣାଙ୍କ ନେତୃତ୍ୱରେ କର୍ମୀମାନେ ଏକ ଶୋଭାଯାତ୍ରାରେ
Read More...

ଅଲାତରା ଗ୍ରାମ ପଞ୍ଚାୟତରେ ନୂତନ ପିଇଓଙ୍କ ଯୋଗଦାନ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ବିଜୟ କୁମାର ସାମଲ ଶୁକ୍ରବାର ଦିନ ଯୋଗଦାନ କରିଛନ୍ତି । ସରପଞ୍ଚ ସସ୍ମିତା ନାଗ, ନାଏବ ସରପଞ୍ଚ ନରେଶ ଦଣ୍ଡିଆ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇ ଥିବା
Read More...

ନର୍ଲା ପ୍ରେସ୍‌ ଆସୋସିଏସନ୍‌ର ଜରୁରୀକାଳୀନ ବୈଠକ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବାଗପୁରସ୍ଥିତ ଶୁଦ୍ଧାନନ୍ଦ ଆଶ୍ରମ ପରିସରରେ ଆଜି ନର୍ଲା ପ୍ରେସ୍ ଆସୋସିଏସନ୍‌ର ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ନର୍ଲା ବ୍ଲକ ପ୍ରେସ୍ ଆସୋସିଏସନ୍‌ର ସଭାପତି ଦୀପକ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଭବାନୀପାଟଣାଠାରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ ୨୦୪୭ ପାଳିତ

କଳାହାଣ୍ଡି, (ପି.କେ.ସାହୁ) : ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ଗତକାଲି ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପାୱାରଗ୍ରିଡ, ଓପିଟିସିଏଲ୍ ଓ ଟିପିଡବ୍ଲୁଏଲର ମିଳିତ ସହଯୋଗରେ ବିଦ୍ୟୁତ ମହୋତ୍ସବ ପାଳିତ ହୋଇଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ଆଜାଦି କା
Read More...