Browsing Tag

kalahandi news

ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ସଭା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମା କର୍ଲାମୁଣ୍ଡା ଉଚ୍ଚ ବିଦ୍ୟାଳୟଠାରେ ବୁଧବାର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅବସର ଗ୍ରହଣ କରିଥିବା ସୁନାମ ଧନ୍ୟ ଶିକ୍ଷକ ଅଶୋକ କୁମାର ତ୍ରିପାଠୀଙ୍କ ପାଇଁ ବିଦାୟ ସମ୍ବର୍ଦ୍ଧନା ଆୟୋଜିତ
Read More...

ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ, ପୂର୍ବ ଶତୃତା ସନ୍ଦେହ

କଳାହାଣ୍ଡି, (ପି.କେ. ସାହୁ) : ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ । କଳାହାଣ୍ଡି ଜିଲ୍ଲା ବାହାଦୂର ପଦର ଗ୍ରାମର କିଛି ଯୁବକ ମଦ ପିଇ ସେହି ଗ୍ରାମର ଅନ୍ୟ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣ କରିବା ବେଳର ଭିଡିଓ ଏବେ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି । ଆହତ
Read More...

ଧର୍ମଗଡଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ଧର୍ମଗଡ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ଯୁଗ୍ମ ଅଧକ୍ଷତାରେ ଗତକାଲି ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ
Read More...

ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାରେ ପରିକ୍ରମା କରିବ ଅହିଂସା ରଥ

କଳାହାଣ୍ଡି, (ପି.କେ. ସାହୁ) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଗତ ୧୫ ତାରିଖରୁ ଭୁବନେଶ୍ୱରରୁ ଅହିଂସା ରଥ ବିଭିନ୍ନ ଜିଲ୍ଲା ପରିକ୍ରମା କରି ଆସନ୍ତା ତା୦୩.୦୯.୨୦୨୨ରିଖ ଦିନ କଳାହାଣ୍ଡି ଜିଲ୍ଲାରେ ପ୍ରବେଶ କରିବ । ନୂଆପଡ଼ା ଜିଲ୍ଲା ସିନାପାଲି
Read More...

ସୁନାମୁଖୀ ଜଙ୍ଗଲରେ ଯୁବକଙ୍କ ମୁଣ୍ଡବିହୀନ ଶବ ଜବତ

କଳାହାଣ୍ଡି, (ନରୋତ୍ତମ ସେଲମା) : ରିଷିଡା ମ. ରାମପୁର ରାସ୍ତାର ଅଲାତରା ସଂନିକଟ ସୁନାମୁଖୀ ଜଙ୍ଗଲରେ ଏକ ଯୁବକଙ୍କ ମୁଣ୍ଡବିହୀନ ଶବ ପଡ଼ିଥିବା ଦେଖିବାକୁ ମିଳିଛି । ଖବର ପାଇ ମ. ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି । ରିପୋର୍ଟ ଲେଖାଯିବା
Read More...

ବିଦ୍ୟାଳୟରେ ପୋଷାକ ବଣ୍ଟନ

କଳାହାଣ୍ଡି, (ନରୋତ୍ତମ ସେଲମା) : ମ.ରାମପୁର ବ୍ଲକ ଗୋଚ୍ଛାଡେଙ୍ଗେନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ମ.ରାମପୁର ବ୍ଲକ ଉପାଧ୍ୟକ୍ଷ ଶମ୍ଭୁ ଭୂଷଣ ପଧାନ ମୁଖ୍ୟ ଅତିଥି,
Read More...

ସ୍କଟଲାଣ୍ଡରେ ପିଏଚ୍‌ଡି କରିବାକୁ ରିଷିଡାର ପରେଶ ରଣା ମନୋନୀତ

କଳାହାଣ୍ଡି, (ନରୋତ୍ତମ ସେଲମା) : ଯୁକ୍ତରାଜ୍ୟ (ୟୁ.କେ) ସ୍ଥିତ ସ୍କଟଲାଣ୍ଡର ଇଡିନବର୍ଗ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି କରିବାକୁ ପରେଶ କୁମାର ରଣା ମନୋନୀତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଷିଡା ନିବାସୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ରଣା ଓ
Read More...

ମା’, ସଦ୍ୟଜାତ ଓ ଶିଶୁଙ୍କ ପାଇଁ ଗୋଷ୍ଠୀ ଭିତ୍ତିକ ପୋଷଣ ତାଲିମ ଉଦ୍‌ଯାପିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା ମଦନ ପୁର ରାମପୁର ବ୍ଲକ ମଦନପୁର ସ୍ଥିତ କଲ୍ୟାଣ ମଣ୍ଡପଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ୍ ସୋସାଇଟି ତରଫରୁ ଶନିବାର ଓ ରବିବାର ଦୁଇ ଦିନ ଧରି ମା', ସଦ୍ୟଜାତ ଓ ଶିଶୁଙ୍କ ପାଇଁ ଗୋଷ୍ଠୀ ଭିତ୍ତିକ ପୋଷଣ ତାଲିମ ଶିବିର ଆୟୋଜିତ
Read More...

ଧବଳେଶ୍ଵର ଶିବ ମନ୍ଦିର ବେଢ଼ା ମଧ୍ୟରେ ରୁଦ୍ରାକ୍ଷ ଓ ଚନ୍ଦନ ଚାରା ରୋପଣ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକର ମୋହନଗିରି ଧବଳେଶ୍ଵର ଶିବ ମନ୍ଦିର ବେଢ଼ା ମଧ୍ୟରେ ୧୦ରୁ ଅଧିକ ରୁଦ୍ରାକ୍ଷ ଓ ଚନ୍ଦନ ଚାରା ରୋପଣ କରାଯାଇଛି । ଭୂପିନ୍ଦର ସାହୁ, ନନ୍ଦ ବଗର୍ତ୍ତି, ରବି ପରିଛା, କପିଳ ସାହୁ, ଉମେଶ ବିଶ୍ଵାଳ, ନବୀନ ପ୍ରଧାନ, ଶୁକ ଦେବ
Read More...

ବିଶିଷ୍ଟ ସମାଜସେବୀ ମଗନଲାଲ ଜୈନଙ୍କ ପରଲୋକ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ନିବାସୀ ବିଶିଷ୍ଟ ସମାଜସେବୀ ମଗନଲାଲ ଜୈନ(୮୫)ଙ୍କର ଆଜି ପରଲୋକ ହୋଇଯାଇଛି । ସେ ଅସୁସ୍ଥତା ଅନୁଭବ କରିବାରୁ ଗତକାଲି ସନ୍ଧ୍ୟାରେ ବଲାଙ୍ଗିର ଡାକ୍ତରଖାନା ନିଆଯାଇଥିଲା । ସେଠାରୁ ରାୟପୁରକୁ ନିଆଯାଉଥିବା
Read More...