ମଦନପୁର ଠାରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ଆବିର୍ଭାବ ଦିବସ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ସତସଙ୍ଗ କେନ୍ଦ୍ରଠାରେ ଶୁକ୍ରବାର ଦିନ ଶ୍ରୀ ଶୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ଶୁଭ ଆବିର୍ଭାବ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହପ୍ରତି ରିଚିକ ଅସୀମ ଘୋଷ, ସଂଘ ସଭାପତି ରୁଦ୍ରପ୍ରସାଦ ନାୟକ ତଥା ସମସ୍ତ କର୍ମକର୍ତ୍ତାଙ୍କ ସହଭାଗିତାରେ ଏବଂ ମଦନପୁର ରାମପୁର ଅଞ୍ଚଳର ଭକ୍ତ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ଓ ଉତ୍ସବ ପାଳିତ ହୋଇଯାଇଛି ।

Leave A Reply

Your email address will not be published.

16 + 2 =