ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧଉତ୍ସବ ପାଳିତ
ଢେଙ୍କାନାଳ : ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ଶ୍ରାଦ୍ଧଉତ୍ସବ ଢେଙ୍କାନାଳରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଭାଗିରଥି ସାଗର କୂଳରେ ତିଳ ତର୍ପଣ କରାଯାଇଥିଲା । ପରେ ଗୋପବନ୍ଧୁ ଟାଉନ ହଲ ପରିସରରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ!-->…
Read More...
Read More...