Browsing Tag

deogoan news

ଦେଓଗାଁରେ ଆଜି କୌଣସି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଲକରେ କୌଣସି କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇନଥିବା ସରକାରୀ ରିପୋର୍ଟ ଆସିଛି । ଫଳରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହା ସହ ଆଗ କେମିତି କରୋନା ରୋଗୀ ଚିହ୍ନଟ ନ ହେବେ ସେନେଇ ପ୍ରଶାସନ ପକ୍ଷରୁ କଟକଣା କରାଯିବାକୁ
Read More...

ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ପକ୍ଷରୁ ବୃକ୍ଷରୋପଣ : ଅସହାୟଙ୍କୁ ସହାୟତା

ଦେଓଗାଁ, (ମନୀଷ କୁମାର ସାହୁ) : ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଓଡିଶା ପ୍ରଦେଶ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଆୟୋଜନ ସମିତି ପକ୍ଷରୁ ରବିବାର ଦିନ ଦେଓଗାଁ ବ୍ଲକ୍ ପରୁଆଭାଡ଼ିର ବୁଢାଦେଓ କମ୍ପ୍ଲେକ୍ସ ଓ ଖଲିଆପାଲିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା
Read More...

ଦେଓଗାଁ ବ୍ଲକରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକର ଉପରଝର ପଞ୍ଚାୟତରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ସରକାରୀ ରିପୋର୍ଟରୁ ଜଣାପଡିଛି ।
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅନ୍ତର୍ଗତ ମୁରସିଂହ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ସୁଶିଲ ନାୟକ ଗତ ୩୦ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି । ତାଙ୍କର ବିଦାୟ ସଭା କୋଭିଡ ନିୟମ ପାଳନ ସହ ହୋଇଥିଲା । ଏହି ଅବସରରେ ସ୍କୁଲ
Read More...

ଦେଓଗାଁ ବ୍ଲକରେ ବନ ମହୋତ୍ସବ ଅନୁଷ୍ଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଗଡ଼ା ଗାଁରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରୀନଇଗଲ୍ ଆର୍ମି ଅନୁଷ୍ଠାନ ତରଫରୁ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ବଲାଙ୍ଗିର, ସୋନପୁର, କଳାହାଣ୍ଡି, ନବରଙ୍ଗପୁରର ବିଭିନ୍ନ ଅଞ୍ଚଳରେ ହରିଡା, ବାହାଡା, ଲିମ୍ବ, ଆମ୍ବ, ଜାମ ମଞ୍ଜି
Read More...

ଦେଓଗାଁ ବ୍ଲକ ଉଡାର ପଞ୍ଚାୟତରେ ଆଜି ୨ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଲକର ଉଡାର ପଞ୍ଚାୟତରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାର ସରକାରୀ ରିପୋର୍ଟ ଆସିଛି ।
Read More...

ଦେଓଗାଁରେ ଆଜି ୨ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ): ମଙ୍ଗଳବାର ଦିନ ଦେଓଗାଁ ବ୍ଲକର ଉପରଝର ଓ କୁଳୁତାପଡ଼ା ପଞ୍ଚାୟତରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟ ଆସିଛି ।
Read More...

ଦେଓଗାଁରେ ମାତିଛନ୍ତି ଟୁଲୁ ମଟର ଚୋର : ପୁଲିସ ଉପରୁ ଆସ୍ଥା ହରାଉଛନ୍ତି ଜନସାଧାରଣ, ଥାନାରେ କରୁନାହାନ୍ତି ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ଥାନା ଅଞ୍ଚଳରେ ଟୁଲୁ ମଟର ଚୋରୀ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତି ଦୁଇ ତିନି ଦିନରେ ଗୋଟିଏ ନା ଗୋଟିଏ ବାଡ଼ିରୁ ମଟର ଚୋରି ହେଉଥିବା ଜାଣିବାକୁ ମିଳିଛି । ଏଇ କିଛି ଦିନ ତଳେ କଛାରପାଲି କନ୍ଧପାଲିପଡ଼ାର ଜନୈକ ବ୍ୟକ୍ତିଙ୍କ ଘରକୁ
Read More...

ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣଦେଖା : ବର୍ଷ ବର୍ଷ ହେଲା ବଲାଙ୍ଗିରରେ କାମ କରୁଛନ୍ତି ଦେଓଗାଁ ସିଏଚସିର…

ଦେଓଗାଁ, (ମନୀଷ କୁମାର ସାହୁ) : ଦିନକୁ ଦିନ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚାହିଦା ବୃଦ୍ଧି ପାଉଥିବା ବେଳେ ଦେଓଗାଁ ସିଏଚସିରୁ ଗୋଟିଏ ପରେ ଗୋଟିଏ କର୍ମଚାରୀଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଇ ଦେଓଗାଁ ସିଏଚସିରୁ ଦରମା ଦିଆଯାଉଛି । ଏହା ଫଳରେ ଦେଓଗାଁ ସିଏଚସି ପରିଚାଳନାରେ
Read More...

ବିକାଶଠୁ ଦୂରରେ ବରଘାଟି : ନଇଁ ସାଜିଛି ଗାଁ ଦାଣ୍ଡ, ସମସ୍ୟା ଅନେକ ସମାଧାନ ଶୂନ

ପାଣି ଟୋପାଏ ପାଇଁ ପଶୁ ମଣିଷ ଗୋଟିଏ ଘାଟରେ ଦେଓଗାଁ, (ମନୀଷ କୁମାର ସାହୁ) : ଚାରିପଟରେ ଘଞ୍ଚ ଜଙ୍ଗଲ ମଝିରେ ରହିଛି ଆଦିବାସୀ ବହୁଳ ବରଘାଟି ଗାଁ । ହେଲେ ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ପକ୍କା ରାସ୍ତା । ଡିଜିଟାଲ ଯୁଗରେ ଆଦିମ ମଣିଷ ଭଳି ଜୀବନ ଯାପନ କରୁଛନ୍ତି ଏଠାକାର
Read More...