ସାରସବାହାଲ ସ୍ୱୀକୃତିପ୍ରାପ୍ତ ମଦଭାଟିରେ ଖୋଲା ମଦ କାରବାର : ବେଆଇନ ମଦ କାରବାର ଯୋଗୁଁ ବଢ଼ୁଛି ମଦ ମୃତ୍ୟୁ ଆଶଙ୍କା
ଦେଓଗାଁ, (ମନୀଷ କୁମାର ସାହୁ) : ସରକାରଙ୍କ ସ୍ୱୀକତିପ୍ରାପ୍ତ ମଦ ଭାଟି । ସରକାରୀ ନିୟମ ଭିତରେ ହେବ ମଦ କାରବାର । ସରକାର ରାଜସ୍ୱ ଆଦାୟ କରୁଥିଲେ ମଧ୍ୟ ନିର୍ଦ୍ଧାରିତ ମାନରେ ମଦ ଦେବାର ନିୟମ ଅଛି । କିନ୍ତୁ ସବୁ ନିୟମକୁ ଖୋଲାଖୋଲି ଉଲଂଘନ କରୁଛନ୍ତି ଭାଟି ପରିଚାଳକ ବୋଲି ଅଭିଯୋଗ ହେଉଛି!-->…
Read More...
Read More...