ବିଦ୍ୟୁତ୍ ବିଲରେ ଦ୍ଵନ୍ଦ ବୋଲି କାଟି ଦେଲେ ଲାଇନ୍ : ୫ଦିନ ହେଲା ନେଟୱର୍କ ସେବାରୁ ବଞ୍ଚିତ ଉପଭୋକ୍ତା
ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କୁଡାସିଂହାରେ ଥିବା ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ୫ଦିନ ହେଲା ବିଏସ୍ଏନ୍ଏଲ୍ ଓ ଜିଓ ନେଟୱର୍କ ସେବା ମିଳୁନଥିବା କୁଡ଼ାସିଂହା ଅଞ୍ଚଳର ନେଟୱର୍କ ବ୍ୟବହାରକାରୀ ଅଭିଯୋଗ!-->…
Read More...
Read More...