csstore

ରକ୍ତଦାନ କରି ୫ବର୍ଷୀୟ ଶିଶୁର ଜୀବନ ବଞ୍ଚାଇଲେ ଯଶୋବନ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦେଓଗାଁ ବ୍ଳକ ବଗଡା ଗାଁର ୫ବର୍ଷର ଶିଶୁ ରୋଗୀ ମିଳନ ମଲ୍ଲିକଙ୍କୁ ରକ୍ତର ଆବଶ୍ୟକ ପଡ଼ିଥିବା ଖବର ପାଇଁ ବଲାଙ୍ଗିର ସ୍ଥିତ ରକ୍ତଦାତା ଯଶୋବନ୍ତ ବରିହା ରକ୍ତ ଭଣ୍ଡାରକୁ ଆସି ରକ୍ତଦାନ କରି ଶିଶୁର ଜୀବନ ବଞ୍ଚାଇଛନ୍ତି । ତାଙ୍କର ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ବେଶ୍‌ ପ୍ରଶଂସା କରାଯାଇଛି ।

jayashree
Leave A Reply

Your email address will not be published.