ଏସ୍ବିଆଇ ଏଟିଏମ୍ କାଉଣ୍ଟରର ଏସି ଅଚଳ : ହିତାଧିକାରୀ ଅସନ୍ତୋଷ
ଚାଲୁନି ନା ବନ୍ଦ ପଡ଼ିଛି ଏସି
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଏଟିଏମ୍ ଛକ ଏସ୍ବିଆଇ ଏଟିଏମ୍ରେ ୨ଟି ବ୍ରାଣ୍ଡେଡ୍ ଏସି ଲାଗିଛି । ହେଲେ ଉଭୟ ଏସି କାମ କରୁନାହିଁ । ଏହି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ କାଉଣ୍ଟରରେ ଲାଗିଥିବା ୨ଟି ବ୍ରାଣ୍ଡେଡ୍ ଭୋଲଟାସ୍ ଏସି ଅଚଳ!-->!-->!-->…
Read More...
Read More...