ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ ବେଳେ ଦେଓଗାଁ ପୁଲିସର ଚଢ଼ାଉ
୨୧କେଜି ଗଞ୍ଜେଇ ଜବତ, ଗିରଫ ଅଭିଯୁକ୍ତ କୋର୍ଟ ଚାଲାଣ
ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ସକାଳେ ତୁଷୁରା ପଟରୁ ତୁଷୁରା ଛକ ଦେଇ ରେଳଷ୍ଟେସନ ଦିଗକୁ ଯାଉଥିବା ଏକ ଟିଭିଏସ୍ ସ୍କୁଟିରେ ଗଞ୍ଜେଇ ଯାଉଥିବା ନେଇ ଦେଓଗାଁ ଆଇଆଇସି ଖବର ପାଇବା ପରେ ସେଠାକୁ ପହଞ୍ଚି ସିମେଣ୍ଟ ରଙ୍ଗର ଏକ!-->!-->!-->…
Read More...
Read More...