Browsing Tag

delanga news

ରଜ ମହୋତ୍ସବ ଓ ଆମ ରଜ ଗୀତ ପତ୍ରିକା ଉନ୍ମୋଚନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦ ତରଫରୁ ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ, ଗଡ଼ମୋଟରୀ, ପରିସରରେ ରବିବାର ରଜ ମହୋତ୍ସବ -୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ପ୍ରକୃତିବନ୍ଧୁ ଦିଲ୍ଲୀପ କୁମାର
Read More...

ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦ ତରଫରୁ ରଜଉତ୍ସବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ, ଗଡ଼ମୋଟରୀ, ପରିସରରେ ପୂର୍ବାହ୍ନ ୮ଟା ସମୟରେ ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦ ତରଫରୁ ରଜ ମହୋତ୍ସବ -୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ
Read More...

ଜାତୀୟ ଭ୍ରାତୃ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଚଳିତ ବର୍ଷ ମେ ୨୪ରେ "ଭ୍ରାତୃ ଦିବସ" ପାଳନ କରାଯାଉଛି । ଭାଇମାନଙ୍କ ପ୍ରତି ତୁମର ଶ୍ରଦ୍ଧା, ସ୍ନେହ, ପ୍ରେମ ଦେଖାଇବା ପାଇଁ ଏହି ଦିନଟି ହେଉଛି ସର୍ବୋତ୍ତମ ସୁଯୋଗ । ପାରିବାରିକ ବନ୍ଧନର ମହତ୍ତ୍ୱ ଏବଂ ଭାଇଭଉଣୀମାନେ ଆମ ଜୀବନରେ ଯେଉଁ ଭୂମିକା
Read More...

ଆନ୍ତର୍ଜାତିକ ଜୈବ ବିବିଧତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ୨୨ ମଇରେ "ଆନ୍ତର୍ଜାତିକ ଜୈବ ବିବିଧତା ଦିବସ (ଆଇଡିବି)" ପାଳନ କରାଯାଏ । 'ଜୈବ ବିବିଧତା' ଶବ୍ଦର ବ୍ୟବହାର ପ୍ରଥମେ ୧୯୮୫ରେ ଆରମ୍ଭ କରାଯାଇଥିଲା । ଜୈବ ବିବିଧତା କହିଲେ ବିବିଧ ପ୍ରକାରର ଉଦ୍ଭିଦ, ପ୍ରାଣୀ, ଅଣୁଜୀବ ଇତ୍ୟାଦିକୁ ବୁଝାଏ
Read More...

ଅରାଗଡ଼ ବୌଦ୍ଧପୀଠରେ ଭଗବାନ ବୁଦ୍ଧଙ୍କ ଜନ୍ମବାର୍ଷିକ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବାବୁ ଜଗଜୀବନ ରାମ ନେସନାଲ ଫାଉଣ୍ଡେସନ, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ, ନୂଆଦିଲ୍ଲୀ ସହାୟତାରେ ଏବଂ ନାରୀ ମଙ୍ଗଳ ମହିଳା ସମିତି, ଡେଲାଙ୍ଗ, ପୁରୀ ଆନୁକୂଲ୍ୟରେ ଐତିହାସିକ ବୌଦ୍ଧପୀଠ ଅରାଗଡ଼ ଠାରେ ଭଗବାନ ବୁଦ୍ଧଙ୍କ
Read More...

ସଂସ୍କାର ସାଧନା ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୬

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରଥମ ସିବିଏସଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂସ୍କାର ସାଧନା ବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ସମାବେଶରେ
Read More...

ସଂସ୍କାର ସାଧନା ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୬

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକର ପ୍ରଥମ ସିବିଏସଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂସ୍କାର ସାଧନା ବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟି ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ ହେଲେ ବୃତ୍ତି ଛାତ୍ର, ଆଦର୍ଶ ଛାତ୍ରଛାତ୍ରୀ, ଶିକ୍ଷକ ଓ ବୁଦ୍ଧିଜୀବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବାର୍ଷିକ ଉତ୍ସବ ମଞ୍ଚ ହିଁ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରତିଭାତ ହେବାର ପ୍ରମୁଖ ମାଧ୍ୟମ ଓ ଏହାର ଆୟୋଜନ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଓ ସହଶୈକ୍ଷିକ ଅଗ୍ରଗତି କ୍ଷେତ୍ରରେ ସହାୟ ହୋଇଥାଏ ଏବଂ ଏଥିପ୍ରତି ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକଙ୍କ
Read More...

ପଞ୍ଚଦଶ ତମ ବାର୍ଷିକ ଉତ୍ସବ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁରୁବାରର ପବିତ୍ର ଲଗ୍ନରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଡେଲାଙ୍ଗର ପଞ୍ଚଦଶ ତମ ବାର୍ଷିକ ଉତ୍ସବ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ୍ ପାତ୍ର ମୁଖ୍ୟ ଅତିଥି, ଡେଲାଙ୍ଗ ପିପିଲିର ବିଧାୟକ ଆଶ୍ରିତ୍
Read More...

ଶ୍ମଶାନ ସୁରକ୍ଷା ନେଇ ତହସିଲଦାରଙ୍କୁ ଦାବୀପତ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ତହସିଲ ଅଂଚଳରେ ମାଙ୍କଡା ପଥର ମାଫିଆଙ୍କ ଦୌରାତ୍ମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜଙ୍ଗଲ ଜମି, ସରକାରୀ ଜମି ସହିତ ଶ୍ମଶାନକୁ ମଧ୍ୟ ଖୋଳି ବେଆଇନ୍ ମାଙ୍କଡା ପଥର ଖନନ କରିବା ଓ ଚୋରାଚାଲଣ କରୁଥିବା ଅଭିଯୋଗ ହୋଇଛି । ବରପଦା
Read More...