Browsing Tag

delanga news

ବିଶ୍ୱ ପୁସ୍ତକ ଏବଂ ସ୍ଵତ୍ଵାଧିକାର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ଏପ୍ରିଲ ୨୩ ରେ ଅନୁଷ୍ଠିତ ହେଉଥିବା "ବିଶ୍ୱ ପୁସ୍ତକ ଏବଂ ସ୍ଵତ୍ଵାଧିକାର ଦିବସ" ହେଉଛି ପୁସ୍ତକ ପଢିବାରେ ଆନନ୍ଦ, ବହିର ପ୍ରଭାବ ଏବଂ ଲେଖକ ତଥା ସୃଷ୍ଟିକର୍ତ୍ତାଙ୍କ ଅଧିକାରର ସୁରକ୍ଷା ପାଇଁ ଏକ ବିଶ୍ୱସ୍ତରୀୟ ଉତ୍ସବ ପାଳନ । ପୁସ୍ତକ
Read More...

ସତ୍ୟଭାମା ଶବ୍ଦରାଗ ୨୦୨୬ ଅନୁଷ୍ଠିତ

ସତ୍ୟଭାମା ସ୍ମରଣିକା ଲୋକାର୍ପିତ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ରାଜ୍ୟର ପ୍ରତିଷ୍ଠିତ ଜ୍ୟୋତିଷ ବିଶାରଦ ଓ ବାସ୍ତୁବିଦ ତଥା ସୁସାହିତ୍ୟକ ଡ଼. ଦେବୀ ପ୍ରସାଦ ମହାପାତ୍ରଙ୍କ ପରଲୋକଗତା ମାତା ସତ୍ୟଭାମା ମହାପାତ୍ରଙ୍କ ସ୍ମୃତିରେ ଆୟୋଜିତ ୪ର୍ଥ ସତ୍ୟଭାମା ଶବ୍ଦରାଗ -୨୦୨୬ ଉତ୍ସବ
Read More...

୧୬ ଏପ୍ରିଲ୍ ୨୦୨୬ : ହାତୀ ରକ୍ଷା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରାଣୀ ଜଗତରେ ହାତୀମାନେ ସବୁଠାରୁ ଭଦ୍ର, ବିଶାଳକାୟ ସ୍ଥଳଚର ପ୍ରାଣୀ ଭାବରେ ଜଣାଶୁଣା । ହାତୀମାନେ ଭାବପ୍ରବଣ, ବୁଦ୍ଧିମାନ ଏବଂ ଜଙ୍ଗଲର ଶୋଭା ବର୍ଦ୍ଧନ କରନ୍ତି । କିନ୍ତୁ ଦୁଃଖର ବିଷୟ ଯେ ବିଭିନ୍ନ ବିପଦ ଯୋଗୁଁ ହାତୀଙ୍କ ସଂଖ୍ୟା ଦ୍ରୁତ ଗତିରେ
Read More...

ପୂର୍ବତନ ସୈନିକ ରାଜକିଶୋର ପାଢ଼ୀଙ୍କର ଦେହାନ୍ତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୂରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ପୂର୍ବତନ ସ୍ଥଳସେନା ସୈନିକ ରାଜକିଶୋର ପାଢ଼ୀଙ୍କର ୬୫ ବର୍ଷ ବୟସରେ ନିଜସ୍ୱ ବାସଭବନ ବୋଳକଣା ଗ୍ରାମରେ ତା. ୧୪/୦୪/୨୦୨୬ ରିଖ ରାତ୍ର ଘ. ୧୨. ୧୫ ମି. ସମୟରେ ପରଲୋକ ହୋଇଯାଇଛି । ପିତା
Read More...

ଏପ୍ରିଲ୍ ୧୫, ୨୦୨୬ : ବିଶ୍ୱ କଳା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ୨୦୧୯ରେ ୟୁନେସ୍କୋର ସାଧାରଣ ସମ୍ମିଳନୀର ୪୦ତମ ଅଧିବେଶନରେ "ବିଶ୍ଵ କଳା ଦିବସ", କଳାର ବିକାଶ, ବିସ୍ତାର ଏବଂ ଉପଭୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଉତ୍ସବ ବୋଲି ଘୋଷଣା କରାଯାଇଥିଲା । କଳା ପୃଥିବୀର ସମସ୍ତ ଲୋକଙ୍କ ପାଇଁ ସୃଜନଶୀଳତା, ନବସୃଜନ
Read More...

ଓଡ଼ିଆ ପକ୍ଷ ଅବସରରେ “ପାରମ୍ପରିକ ଖାଦ୍ୟ ପାଇଁ ଦିନଟିଏ – ଆମ ରୁଚି, ଆମ ଖାଦ୍ୟ” ପାଳିତ

-ନାରୀ ଶକ୍ତି ବନ୍ଦନ ଅଧିନିୟମ -ନୂତନ ଯୁଗର ଆରମ୍ଭ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଓଡିଆ ଭାଷା, ସାହିତ୍ୟ, ଲୋକ କଳା, ସଂସ୍କୃତି, ପରିଧାନ ଓ ପାରମ୍ପରିକ ଖାଦ୍ୟର ଉତ୍କର୍ଷତା ପ୍ରତିପାଦନ ପୂର୍ବନ ଏହାକୁ ସୁରକ୍ଷିତ ରଖିବା ଓ ଅଧିକ ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ନେଇ ଓଡିଶା
Read More...

୧୪ ଏପ୍ରିଲ୍, ୨୦୨୬ : ଜାତୀୟ ଡଲଫିନ୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : "ଜାତୀୟ ଡଲଫିନ୍ ଦିବସ" ପ୍ରତିବର୍ଷ ୧୪ ଏପ୍ରିଲରେ ଆମେରିକାରେ ପାଳନ କରାଯାଏ, ଯେତେବେଳେ ଭାରତରେ ଏହା ୫ ଅକ୍ଟୋବରରେ ପାଳନ କରାଯାଏ । ଏହି ଦିନଟି ସାମୁଦ୍ରିକ ସ୍ତନ୍ୟପାୟୀ ଡଲଫିନ୍ ଏବଂ ସମୁଦ୍ର ପରିସଂସ୍ଥା ସୁରକ୍ଷାରେ ଏହାର ଗୁରୁତ୍ୱ ପାଇଁ
Read More...

କୋହରେ ଭିଜିଲା ଶିକ୍ଷକ ପର୍ଶୁରାମଙ୍କ ସ୍ମୃତି ସଭା

ଶିଷ୍ୟଙ୍କୁ ଝୁରିଲେ ଗୁରୁ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ନୂଆହାଟ ବିଦ୍ୟାଳୟର ଶିକ୍ଷକ ପର୍ଶୁରାମ ସାହୁଙ୍କ ଅକାଳ ବିୟୋଗରେ ତାଙ୍କ ଏକାଦଶାହରେ ଅନୁଷ୍ଠିତ ଶୋକସଭା କୋହରେ ଭିଜିଛି । ସ୍ୱର୍ଗତ ସାହୁଙ୍କ ଗୁରୁ ଚକ୍ରଧର ଓ
Read More...

ବିକାଶ ପରିଷଦ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିକାଶ ପରିଷଦ ଶିଶୁ ମନ୍ଦିର, ହରିରାଜପୁରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ ତଥା ଜଟଣୀ ପୁସ୍ତକ ମେଳାର ସଂପାଦକ ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ରୂପେ
Read More...

ଏପ୍ରିଲ୍ ୬, ୨୦୨୬ : ବିକାଶ ଏବଂ ଶାନ୍ତି ପାଇଁ ଆନ୍ତର୍ଜାତୀୟ କ୍ରୀଡା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ୬ ଏପ୍ରିଲରେ ଅନୁଷ୍ଠିତ ହେଉଥିବା "ଆନ୍ତର୍ଜାତୀୟ ବିକାଶ ଏବଂ ଶାନ୍ତି ପାଇଁ କ୍ରୀଡା ଦିବସ" (ଆଇଡିଏସ୍‌ଡିପି), ସମଗ୍ର ବିଶ୍ୱରେ ତଥା ଲୋକମାନଙ୍କ ଜୀବନରେ ଖେଳ ଏବଂ ଶାରୀରିକ କାର୍ଯ୍ୟକଳାପର ସକରାତ୍ମକ ଭୂମିକାକୁ ସ୍ୱୀକୃତି ଦେବା ପାଇଁ
Read More...