Browsing Tag

delanga news

ଦୟାନଦୀର ବନ୍ୟା ଜଳ ଓ ବନ୍ଧ ସ୍ଥିତି ଅନୁଧ୍ୟାନ କଲେ ଯନ୍ତ୍ରୀ ସମୂହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାନଦୀର ଶାଖା ଦୟା ନଦୀର ଘୋରଡ଼ିଆ ଠାରେ ବିପଦ ସଂକେତ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ନଈ କୂଳିଆ ଅବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଦୟା ବାମ ପାର୍ଶ୍ବ, ବାଲିହୁଙ୍କା, ଶିଶୁଆପଡା, ନୂଆହାଟ, ତ୍ରିଲୋଚନପୁର ଆଦି
Read More...

ଶ୍ରୀ ଅନନ୍ତ ଗୋପାଳ ଗୁରୁ ଦାସ ପାଲା ସମିତି ପକ୍ଷରୁ ଗୁରୁ ପାଦ ପୂଜନ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀ ଅନନ୍ତ ଗୋପାଳ ଗୁରୁ ଦାସ ପାଲା ସମିତିର ବାର୍ଷିକ ଉତ୍ସବ ଓ ଗୁରୁ ପୂର୍ଣ୍ଣିମା ଅବସରରେ ପାଲା ଗୁରୁ ଜୟନ୍ତୀ ବା ଗୁରୁମାନଙ୍କ ପାଦ ପୂଜନ ଉତ୍ସବ ବୈଦିକ ରୀତିନୀତିରେ ଶ୍ରୀ ଶ୍ରୀ ବାବା ବଣୀ ବକ୍ରେଶ୍ୱର ମନ୍ଦିର ପରିସର ପୁଣ୍ୟ ମଣ୍ଡପରେ ଅନୁଷ୍ଠାନର
Read More...

ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡେଲାଙ୍ଗ ଉଚ୍ଚମାଧ୍ୟମିକ ବିଦ୍ୟାଳୟର +୨ କଳା, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଦୁଇ ଦିନିଆ ଇଣ୍ଡକସନ କ୍ଲାସରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।
Read More...

ସହକାରୀ ଶିକ୍ଷକଙ୍କୁ ଭାବ ବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଜଗଦଳପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଗନ୍ଧର୍ବ ସାହୁଙ୍କୁ ବିଦ୍ୟାଳୟ ପରିସରରେ ଭାବ ବିହ୍ୱଳ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମଧୁସୂଦନ ପାହାନ୍ତାସିଂହଙ୍କ
Read More...

ସହକାରୀ ଶିକ୍ଷକଙ୍କୁ ଭାବ ବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

ଡେଲାଙ୍ଗ, (କେପିଏନ୍‌ଏସ୍‌) : ଜଗଦଲପୁର ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ଗନ୍ଧର୍ବ ସାହୁଙ୍କୁ ବିଦ୍ୟାଳୟ ପରିସରରେ ଭାବ ବିହ୍ୱଳ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମଧୁସୂଦନ ପାହାନ୍ତାସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ମନୋରଞ୍ଜନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଭିନ୍ନକ୍ଷମଙ୍କ ଜୀବନରେ ମନୋରଞ୍ଜନ କାର୍ଯ୍ୟକଳାପର ଗୁରୁତ୍ୱକୁ ସ୍ୱୀକାର କରି ପ୍ରତିବର୍ଷ ଜୁଲାଇ ୨ ରେ “ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ମନୋରଞ୍ଜନ ଦିବସ” ପାଳନ କରାଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ଵ ଜନସଂଖ୍ୟାର ପ୍ରାୟ ୧୫ % କିଛି
Read More...

ଆଦର୍ଶ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ଭାବପୂର୍ଣ୍ଣ ବିଦାୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡ଼ମୋଟରୀ ଗ୍ରାମ ପଞ୍ଚାୟତର ପିଏମଶ୍ରୀ ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦାଶଙ୍କର ସେବାନିବୃତ୍ତି ଉପଲକ୍ଷେ ଆୟୋଜିତ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ଏକ ବର୍ଣ୍ଣାଢ୍ୟ
Read More...

ଆପ୍‌ ପକ୍ଷରୁ ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଆମ ଆଦିମ ପାର୍ଟି (ଆପ୍‌) ପକ୍ଷରୁ ପିପିଲି -ଡେଲାଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅପରାହ୍ନରେ ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ଆପ୍‌ର ନୂତନ କାର୍ଯ୍ୟାଳୟ ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ
Read More...

ଡେଲାଙ୍ଗ ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଡିଏମ୍‌ ପୁରୀ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଉପଜିଲ୍ଲାପାଳ ରାଜକିଶୋର ଜେନା,
Read More...

ଶ୍ୟାମସୁନ୍ଦର ପାଠାଗାରର ପିତୃଦିବସ ଓ ଯୋଗଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଶ୍ୟାମସୁନ୍ଦର ପାଠାଗାର ଷ୍ଟେସନ ବଜାର ପକ୍ଷରୁ ଜୁନ ୨୧ ତାରିଖରେ ପିତୃ ଦିବସ ଓ ଯୋଗଦିବସ ପାଳନ ହୋଇଯାଇଛି । ସହକାରୀ ପବ୍ଲିକ ପ୍ରୋସେକ୍ୟୁଟର ପ୍ରକୃତିବନ୍ଧୁ ହୃଷୀକେଶ ପାଢ଼ୀଙ୍କର ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ
Read More...