Browsing Tag

delanga news

୫ ଦୋକାନ ସିଲ କଲା ପୁଲିସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନାର ଦ୍ୱିତୀୟ ଲହରୀ ଉଗ୍ରରୂପ ଧାରଣ କରୁଥିବା ବେଳେ ସରକାରଙ୍କ ପକ୍ଷରୁ ସଂକ୍ରମିତ ରୋକିବା ପାଇଁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ ଓ ସଟ୍‌ ଡାଉନ ଜାରୀ ରହିଛି । ସେଥିପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକନକୁ ଛାଡିଦେଲେ ସମସ୍ତ
Read More...

ମନୋଜଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ (ଘୋରଡିଆ) ଗ୍ରାମର ମନୋଜ ବଡଜେନା(୩୬) ଆଜକୁ ପ୍ରାୟ ୬ ମାସ ହେଲା ଯକୃତ ଜନିତ ତଥା ଅନ୍ୟାନ ରୋଗରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତାଙ୍କର ବାପା ଦୀନବନ୍ଧୁ ବଡଜେନା ଜଣେ ବିପିଏଲ ହିତାଧିକାରୀ ଏବଂ ସେ ଜଣେ ଦିନ
Read More...

୪ଶହ ଲୋକ ଦ୍ୱିତୀୟ ଡୋଜ କରୋନା ଟୀକା ନେଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସରକାରୀ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ୱ ମହାମାରୀ କରୋନା ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷା ପାଇଁ ଆଜି ୪୫ବର୍ଷରୁ ଅଧିକ ବୟସଧାରୀ ୪ଶହ ଜଣ ବ୍ୟକ୍ତିଙ୍କୁ
Read More...

ଡେଲାଙ୍ଗରେ ତାଲାବନ୍ଦ କଡାକଡି : ବଜାରରେ ମିଳିଲାନି ଆଳୁ ଏବଂ ପିଆଜ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱମହାମାରୀ କରୋନାର ଦ୍ୱିତୀୟ ଲହରୀରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ନେଇ ଡେଲାଙ୍ଗ ବ୍ଲକରେ ବୁଧବାର ଠାରୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରସାଶନ ସମଗ୍ର ଅଚଂଳରେ ତାଲାବନ୍ଦକୁ କଡାକଡି କରିଛି । ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ
Read More...

ରାସ୍ତାରୁ ବିପଦ ସଙ୍କୁଳ ଗଛ ହଟାଇବାକୁ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ମୋହନପୁର ଗ୍ରାମ ମୁଖ୍ୟ ରାସ୍ତାରେ ଏକ ଗଛ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । କେତେବେଳେ ଯେ ଗ୍ରାମବାସୀଙ୍କ ପାଇଁ ଏହି ଗଛ ବିପଦ ଆଣି ଦେଇପାରେ । ଗଛ ଟା ମରି ଶୁଖିଲା ଅବସ୍ଥାରେ ରହିଛି । ସେହି
Read More...

ଲକ ଡାଉନ ସମୟରେ ମିଶନ ଶକ୍ତି ପକ୍ଷରୁ ପରିବା ଓ ରାସନ ସାମଗ୍ରୀ ବିକ୍ରି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦେଶ ଓ ରାଜ୍ୟରେ ୨ୟ ଲହର ମହାମାରୀ କରୋନା ଭୟଙ୍କର ରୂପ ନେଉଛି । ପ୍ରତ୍ୟକ ଦିନ ସଂକ୍ରମଣ ସଂଖ୍ୟା ବଢିବା ସହିତ ମୃତ୍ୟୁ ହାର ବଢୁଛି । ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରାକର ଲକଡାଉନ ଜାରି କରିଛନ୍ତି । ଲୋକ ମାନେ ବଂଚିବା ପାଇଁ ସକାଳ ୬ଠାରୁ
Read More...

ଡେଲାଙ୍ଗରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ ଛୁଇଁଲା

ଡେଲାଙ୍ଗ, (ଦିଲ୍ଲୀପ ଧାଉଡିଆ) : ଡେଲାଙ୍ଗ ବ୍ଲକରେ ରବିବାର ୧୨ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ ଜଣରେ ପହଂଚିଛି । ଏନେଇ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ସେଥି ମଧ୍ୟରୁ ୩୮ଜଣ ହୋମକ୍ୱାରାଣ୍ଟାଇନରେ ରହି ଚିକିତ୍ସା
Read More...

ଡେଲାଙ୍ଗରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଛୁଇଁଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନା ୨ୟ ଲହର ଏବେ ସବୁ ଅଂଚଳରେ ଉଗ୍ର ରୂପ ଧାରଣ କରିଛି । ପ୍ରତ୍ୟକ ଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଡେଲାଙ୍ଗରେ ଗୁରୁବାର ଦିନ କରୋନା ପଜେଟିଭ୍‌ ୪ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ରେ
Read More...

ଓଡିଶା ପ୍ରସିଦ୍ଧ ଦୟଣାଚୋରୀ ମେଳନ ଯାତ୍ରା କୋଭିଡ କଟକଣା ପାଇଁ ସ୍ଥଗିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୟଣାଚୋରୀ ପର୍ବ ଅନୁରୂପ ଡେଲାଙ୍ଗ ବ୍ଲକ ତଥା ପୁରୀ ଜିଲାର ସର୍ବବୃହତମ ଗ୍ରାମ ଘୋରଡିଆର ଆରାଧ୍ୟ ଠାକୁର ଶ୍ରୀରାଧାକାନ୍ତ ଦେବ ଓ ଶ୍ରୀରାଧାମୋହନଦେବଙ୍କ ଓଡିଶା ପ୍ରସିଦ୍ଧ ଦୟଣାଚୋରୀ ଯାତ୍ରା ଜମାଣ ଶ୍ରୀ ବିଷ୍ଣୁଦମନକ
Read More...

ସଂସ୍କୃତି ମନ୍ତ୍ରୀଙ୍କ ମଠ, ମନ୍ଦିର ଆଦି ଐତିହ୍ୟସ୍ଥଳୀ ପରିଦର୍ଶନ : ପର୍ଯ୍ୟଟନସ୍ଥଳୀ ମାନ୍ୟତା, ଭିତ୍ତିଭୂମି ବିକାଶ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ ସାଉରିଆ ଓ ଘନିପୁର ଗ୍ରାମ ପଞ୍ଚାୟତରେ ଥିବା ବିଭିନ୍ନ ମଠ, ମନ୍ଦିର, ପୁଷ୍କରିଣୀ ଆଦି ପ୍ରାଚୀନ ଐତିହ୍ୟସ୍ଥଳୀ ଗୁଡ଼ିକର ପୁନରୁଦ୍ଧାର ତଥା ଭିତ୍ତିଭୂମି ବିକାଶ କରିବା ସହ ଏଠାରେ ଏକ ପର୍ଯ୍ୟଟନସ୍ଥଳୀ ହବ୍‌
Read More...