Browsing Tag

delanga news

ସାମୁଦ୍ରିକ ଝଡବାତ୍ୟା ୟସ୍‌ର ମୁକାବିଲା ପାଇଁ ଡେଲାଙ୍ଗ ବ୍ଳକ ପ୍ରଶାସନର ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାମ୍ଭାବ୍ୟ ବାତ୍ୟା ୟସ୍‌କୁ ଦୃଷ୍ଟି ରଖି ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ବ୍ଳକ ପ୍ରଶାସନ ପକ୍ଷରୁ ବ୍ଳକସ୍ଥିତ ବିଜୁ ପଟ୍ଟନାୟକ ସମ୍ମଳନୀ କକ୍ଷରେ ବାତ୍ୟା ମୁକାବିଲା ପାଇଁ ପ୍ରାକ ପ୍ରସ୍ତୁତି ବୈଠକ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହଙ୍କ
Read More...

ସାମ୍ବାଦିକଙ୍କ ଉପରେ ପୁଲିସର ବର୍ବରୋଚିତ ଆକ୍ରମଣକୁ ନିନ୍ଦା : ମୁୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟରତ ଗଣମାଧ୍ୟମ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଭିନ୍ନ ସମୟରେ ସାରା ଓଡିଶାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ରାଜନେତାଙ୍କ ଠାରୁ ଆରମ୍ଭ କରି ଅସମାଜିକ ଗୁଣ୍ଡା ଓ ପୁଲିସର ଆକ୍ରମଣ ଘଟଣାକୁ ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର, ଡେଲାଙ୍ଗ ପକ୍ଷରୁ ଘୋର ନିନ୍ଦା କରାଯାଇଛି ।
Read More...

୪୦୦ଜଣଙ୍କୁ ପ୍ରଥମ ଡୋଜ କରୋନା ଟୀକା ଦିଆଗଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରକାରୀ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ଡେଲାଙ୍ଗ ଠାରେ ମଙ୍ଗଳବାର ଦିନ ମହାମାରୀ କରୋନା ପାଇଁ ପ୍ରଥମ ଡୋଜ ଟୀକା ୪୦୦ ଜଣକୁ ପ୍ରଦାନ କରାଯାଇଥିବା ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏଥିରେ ବ୍ଲକ ବିଦ୍ୟୁତ କର୍ମଚାରୀ ୯ଜଣ ଓ
Read More...

ଡେଲାଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୯ରେ ପହଂଚିଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ଦିନ ୧୧ ଜଣ ପଜେଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୯ରେ ପହଂଚିଥିବା ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
Read More...

ଶୁଣିଲାନି ପ୍ରଶାସନ, କାମକଲେ ଗାଁର ଭାଗବତ ପାରାୟଣ ଧର୍ମାନୁଷ୍ଠାନର ବ୍ୟକ୍ତିବିଶେଷ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସାଉରିଆ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗପୁର ପାଟଣାର ମୁଖ୍ୟ ରାସ୍ତାର ପାର୍ଶ୍ୱରେ ଏକ ଡ୍ରେନ ଦୀର୍ଘଦିନରୁ ପୋତିହେବା ଫଳରେ ବର୍ଷା ହେଲେ ଉକ୍ତ ଗ୍ରାମର ୮୦ଟି ପରିବାର ଯିବା ଆସିବାରେ ବହୁତ ଅସୁବିଧା ହୁଏ, କାରଣ ମେଡିକାଲ ଏବଂ ସ୍କୁଲ ଓ ଅଙ୍ଗନବାଡି ଯିବା
Read More...

ଖବର ପ୍ରସାରଣ ପରେ ମନୋଜର ଚିକିତ୍ସା ପାଇଁ ତହସିଲଦାରଙ୍କ ପକ୍ଷରୁ ସହାୟତା ପ୍ରଦାନ

ଡେଲାଙ୍ଗ, (ଦିଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ପଂଚାୟତ ଗଙ୍ଗପୁରପାଟଣା ଗ୍ରାମର ମନୋଜ ବଡଜେନା(୩୬) ଆଜକୁ ପ୍ରାୟ ୬ମାସ ହେଲା ଯକୃତ ଜନିତ ରୋଗରେ ପୀଡିତ ରହି ଶର୍ଯ୍ୟାସାଇ ହୋଇ ଘରେ ପଡିଥିବା ଏବଂ ତାଙ୍କର ଚିକିତ୍ସାରେ ଅର୍ଥ ସାଜିଛି ବାଧକ ଘଟଣାକୁ ନେଇ
Read More...

ଗାନ୍ଧୀବାଦୀ ପ୍ରଫୁଲ ନାଏକଙ୍କ ସ୍ମୃତିସଭା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବେରବୋଇ ଗାନ୍ଧୀ ସ୍ମାରକୀ ସମିତିର କର୍ଣ୍ଣଧାର, ଗାନ୍ଧୀଚିନ୍ତକ ସ୍ୱର୍ଗତ ବେରବୋଇ ଗ୍ରାମର ପ୍ରଫୁଲ ନାଏକଙ୍କ ସ୍ମୃତି ଉଦ୍ଦ୍ୟେଶରେ ଗାନ୍ଧୀ ପୀଠରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଗାନ୍ଧୀ ସ୍ମାରକୀ ସମିତିର
Read More...

୬ ଫୁଟ୍‌ ଲମ୍ବର ନାଗ ସାପ ଉଦ୍ଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଜଗଦଳପୁର ଗ୍ରାମର ସିଦ୍ଧାର୍ଥ ବଳବନ୍ତରାୟଙ୍କ ଘରୁ ୬ଫୁଟ ଲମ୍ବର ଏକ ବିରାଟ ନାଗ ସାପ ଉଦ୍ଧାର କରାଯାଇଛି । ତାଙ୍କ ଘର ଭିତରେ ଏକ ନାଗ ସାପ ରହିଥିବା ଦେଖି ପରିବାର ଲୋକେ ଭୟଭିତ ହୋଇ ପଡିଥିଲେ । ସିଦ୍ଧାର୍ଥ ସଙ୍ଗେ ସଙ୍ଗେ
Read More...

ଭର୍ଚ୍ଚୁଆଲ ସଭା ମାଧ୍ୟମରେ କୋଭିଡ ନିୟମ ମାନି ଚଳିବାକୁ ନିବେଦନ କଲେ ରୁଦ୍ର ପ୍ରତାପ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନା ଉଗ୍ରରୁପ ପାଇଁ ପିପିଲି ବିଧାନସଭା ଆସନ ଉପନିର୍ବାଚନ ତାରିଖକୁ ନିର୍ବାଚନ କମିଶନର ସ୍ଥଗିତ ରଖିଛନ୍ତି । ରାଜ୍ୟରେ କରୋନା ପାଇଁ କୋଭିଡ୍‌ ନିୟମ ଲାଗୁ ହୋଇଥିବା ବେଳେ ୧୯ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ ଓ ଲକ୍‌ଡାଉନ ଜାରି ରହିଛି
Read More...

ସାରସ୍ୱତ ଆଲୋଚନା ଚକ୍ର ଅନୁଷ୍ଠିତ

ଡେ଼ଲାଙ୍ଗ, (ଦିଲିପ୍‌ କୁମାର ଧାଉଡ଼ିଆ) : ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ବିପ୍ଳବ ସୃଷ୍ଟି କରୁଥିବା ନିଶିଗନ୍ଧା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଆଜି ଦ୍ଵିତୀୟ ରାଜ୍ୟସ୍ତରୀୟ ସାରସ୍ୱତ ଆଲୋଚନା ଚକ୍ର ସନ୍ଧ୍ୟା ୬ ଘଣ୍ଟା ସମୟରେ ଗୁଗୁଲ୍ ମିଟ୍ ଜରିଆରେ ଅନୁଷ୍ଠିତ ହୋଇଯାଇଅଛି । ଏହି
Read More...