Browsing Tag

delanga news

ଫକୀର ଚରଣ ପାଢ଼ୀଙ୍କ ପୁସ୍ତକ ‘ଗୀତ କୁଡ଼ିଆଣୀ ବେଲଦେଇ’ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧଉଡ଼ିଆ) : ବିଶ୍ୱ ପୁସ୍ତକ ଦିବସ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଲକଣା ଗ୍ରାମର ସାରସ୍ୱତ ସାଧକ ତଥା ଓଡିଶାର ଜଣାଶୁଣା ଲେଖକ ଫକୀର ଚରଣ ପାଢ଼ୀଙ୍କ ରଚିତ ଜୀବନୀ ପୁସ୍ତକ 'ଗୀତ କୁଡ଼ିଆଣୀ ବେଲଦେଇ' ସମାଜସେବୀ ଡାକ୍ତର କ୍ଷେତ୍ରବାସୀ ପ୍ରଧାନଙ୍କ
Read More...

କୋଭିଡ କଟକଣା ମଧ୍ୟରେ ପବିତ୍ର ରାମ ନବମୀ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୋଭିଡ କଟକଣା ଭିତରେ ଶ୍ରୀରାମ ନବମୀ ଓ ବିଶ୍ୱଶାନ୍ତି ମହାଯଜ୍ଞ ଡେଲାଙ୍ଗ ବ୍ଲକର ବିଭିନ୍ନ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଘନିପୁର ପଥରପଦା ସାହି ଶ୍ରୀଶ୍ରୀ ରଘୁନାଥ ଜୀଉଙ୍କ ପୀଠସ୍ଥଳୀରେ ଶ୍ରୀରାମ ନବମୀ ଉତ୍ସବ ଓ ବିଶ୍ୱଶାନ୍ତି
Read More...

ବରକେରାରେ ବିଶ୍ଵ ଧରିତ୍ରୀ ଦିବସ ପାଳିତ

ଡେଲାଙ୍ଗ, (ଦି‌ଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଆନ୍ତର୍ଜାତୀୟ ଧରିତ୍ରୀ ଦିବସ କୋଭିଡ-୧୯ନିୟମ ଅନୁସାରେ ପାଳନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀଙ୍କ
Read More...

ବିଶ୍ୱ ଧରିତ୍ରୀ ଦିବସରେ ବଟ ବୃକ୍ଷ ଲଗାଇଲେ ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଶ୍ୱ ଧରିତ୍ରୀ ଦିବସ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଐତିହାସିକ ବେରବୋଇ ଗ୍ରାମ ସଂନିକଟ ବୋଲକଣା ଗ୍ରାମର ପରିବେଶବିତ ତଥା ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ଯୁବ ଆଇନଜୀବୀ ହୃଷୀକେଶ ପାଢ଼ୀ ନିଜ ଗ୍ରାମ ବଡ଼ପୋଖରୀ ହୁଡାରେ ବଟବୃକ୍ଷ
Read More...

ଡେଲାଙ୍ଗରେ ମାକ୍ସ ଚେକିଂ କଡାକଡି : ଆମାନିଆଙ୍କ ଠାରୁ ଫାଇନ୍‌ ଆଦାୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନା ଦ୍ୱିତୀୟ ଲହର ଏବେ ଦେଶରେ ଭୟଙ୍କର ରୂପ ନେଇଛି । ପ୍ରତ୍ୟକ ଦିନ ଏହି ସଂକ୍ରମିତ ରୋଗରେ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି । ଧନଜୀବନ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଡେଲାଙ୍ଗ ତହସିଲ
Read More...

କରୋନାରେ ଅଧ୍ୟାପକଙ୍କ ମୃତ୍ୟୁ : ପରିବାର ସଦସ୍ୟ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା କଣାସ ଦୟାବିହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ପ୍ରକାଶ ନାୟକ (୫୯) ଆଉ ଇହଧାମରେ ନାହାନ୍ତି । ତାଙ୍କର କରୋନା ପଜିଟିଭ୍‌ରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ୨୦୨୨ ମସିହା
Read More...

ଡେଲାଙ୍ଗରେ ବିଜୁ ବାବୁଙ୍କ ୨୪ତମ ଶ୍ରାଦ୍ଧ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୪ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ଏହି ଅବସରରେ ହାଟ ବଜାର ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ବିଜୁପ୍ରେମୀଙ୍କ ସହିତ ଦିବଂଗତ ପ୍ରଦୀପ ମହାରଥୀଙ୍କ ସୁପୁତ୍ର ତଥା ପିପିଲି ଉପନିର୍ବାଚନର ବିଜେଡି
Read More...

ଭାଇଚାରା ସଂପର୍କକୁ ଯୋଡ଼ିବାକୁ ବଡ଼ ପ୍ରୟାସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଥାରେ ଅଛି ଘର ସଂସାର କଲେ କଳି ଅଛି । ସାମାଜିକ ସହାବସ୍ଥାନ ମଧ୍ୟରେ ପରସ୍ପର ମଧ୍ୟରେ ମାନ ମନାନ୍ତର, ଭୁଲ ବୁଝାମଣା, ପାରିବାରିକ ବିଦ୍ୱେଶ ଓ ଆକ୍ଷେପ - ପ୍ରତି ଆକ୍ଷେପ ରହିବା ସ୍ୱାଭାବିକ । ମାତ୍ର ଆମେ ବ୍ୟକ୍ତିଗତ ସ୍ୱାର୍ଥରୁ ଉଦ୍ଧ୍ୱର୍ରେ ରହି
Read More...

ଅଜିତ‌ଙ୍କ ବିୟୋଗରେ କଂଗ୍ରେସ ପକ୍ଷରୁ ଶୋକସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ପିପିଲି ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜଙ୍କ ଅକାଳ ବିୟୋଗ ପାଇଁ ଡେଲାଙ୍ଗ ବ୍ଲକ୍‌ କଂଗ୍ରେସ କମିଟି ପକ୍ଷରୁ ଦିବଂଗତ ନେତାଙ୍କ ଆଙ୍କୋଇ ସ୍ଥିତ ବାସଭବନରେ ଏକ ଶୋକସଭା ଅନୁଷ୍ଠିତ
Read More...

ପ୍ରକୃତି ପ୍ରେମୀ ସମ୍ମାନରେ ସ‌ମ୍ମାନିତ ହେଲେ ହୃଷିକେଶ ପାଢ଼ୀ

ଡେଲାଙ୍ଗ : (ଦିଲ୍ଲୀପ କୁମାର ଧଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ଆଇନଜୀବୀ ତଥା ପରିବେଶବିତ ହୃଷିକେଶ ପାଢ଼ୀଙ୍କୁ ଶ୍ରୀ ଶ୍ରୀ ସତ୍ୟନାରାୟଣ ଦେବ ସାରସ୍ୱତ ଉତ୍ସବ ଗଡ଼ମୋଟରୀ ଠାରେ ପୂର୍ବତନ ସୂଚନା କମିସନର ସମାଜସେବୀ ଜଗଦାନନ୍ଦ, ମହେନ୍ଦ୍ର ହରିଚନ୍ଦନ,
Read More...