ବିବାହରେ ୧୦୦, ଶୁଦ୍ଧିକ୍ରିୟାରେ ୫୦ ଯୋଗ ଦେଇ ପାରିବେ : କଟକ ମହାନଗର ନିଗମ
କଟକ : ଆଗକୁ ଆସୁଛି ବିବାହ ଋତୁ । ଏହାକୁ ଲକ୍ଷ୍ୟ ରଖି ଆଜି କଟକ ମହାନଗର ନିଗମ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ବିବାହ ଆଦି ଉତ୍ସବର ଆୟୋଜନକୁ ନେଇ ସିଏମସି ନୂଆ ଗାଇଡ୍ଲାଇନ୍ ଜାରି କରିଥିବା ଜଣାପଡ଼ିଛି । ବିବାହ ଉତ୍ସବରେ ଶହେ ଓ ଶୁଦ୍ଧି କ୍ରିୟାରେ ସର୍ବାଧିକ ୫୦ ଜଣଙ୍କ!-->…
Read More...
Read More...